ଜୁଲାଇ ୧୬ ପର୍ଯ୍ୟନ୍ତ ଗୋ ଫାର୍ଷ୍ଟର ଉଡାଣ ବାତିଲ
ନୂଆଦିଲ୍ଲୀ,୧୩।୭: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଗୋ ଫାର୍ଷ୍ଟର ଉଡାଣ ସେବା ବର୍ତ୍ତମାନ ୧୬ ଜୁଲାଇ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରି ଏ ବିଷୟରେ ସୂଚନା ଦେଇଛି। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଗୋ…
ଭାଇରାଲ ହେଉଛି ଜ୍ୟୋତି-ମନୀଷଙ୍କ ଚାଟ୍
ଲକ୍ଷ୍ନୌ,୧୩ା୭: ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ମାମଲାରେ ଏକ ନୂଆ ମୋଡ଼ ଆସିଛି। ବରେଲିରେ ପୋଷ୍ଟ ହୋଇଥିବା ଏସ୍ଡିଏମ ଜ୍ୟୋତି ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଜିଲା କମାଣ୍ଡାଣ୍ଟ…
‘ବହୁବିବାହ ଉପରେ ଲଗାଯିବ ବ୍ୟାନ, ଶୀଘ୍ର ବିଲ୍ ଆଣିବେ ସରକାର’: ହିମନ୍ତ ବିଶ୍ୱଶର୍ମାଙ୍କ ଘୋଷଣା
ଗୁଆହାଟୀ,୧୩।୭: ଦେଶସାରା ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)କୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଲକ୍ଷ ଲକ୍ଷ ଲୋକ ସେମାନଙ୍କ ମତାମତ ଦେଉଛନ୍ତି। ସେପଟେ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ୟୁସିସି ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଯେଉଁଥିରେ…
ଗ୍ରେଟର ନୋଏଡାର ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ୩ ମହଲାରୁ ଡେଁଇଲେ ଲୋକ, ଅନେକ ଆହତ
ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ପଶ୍ଚିମ ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ନିଆଁ ଲାଗିବା ମାତ୍ରେ ଗାଲାକ୍ସି ପ୍ଲାଜାରେ ଆତଙ୍କ ଖେଳିଯାଇଛି। ଜୀବନ ବିପଦରେ ଥିବା ଦେଖି ଅନେକ ଲୋକ ୩ ମହଲାରୁ ଡେଇଁ…
ମହାରାଷ୍ଟ୍ରରେ ୧୫୨ରୁ ଅଧିକ ସିଟ୍ ଜିତିବା ନେଇ ଦାବି କଲା ଭାଜପା
ମୁମ୍ବାଇ,୧୩।୭: ମହାରାଷ୍ଟ୍ରରେ ଭାଜପା ଦୁଇଟି ବଡ ବିରୋଧୀ ଦଳକୁ ନିଜ ଫୋଲ୍ଡରେ ସାମିଲ କରିଛି। ଶିବସେନା ପରେ ଅଜିତ ପାୱାରଙ୍କ ସମେତ ୩୦ରୁ ଅଧିକ ବିଧାୟକ ଭାଜପା ସହ ସରକାରରେ ଅଛନ୍ତି। ଏହି ସମୟରେ ମହାରାଷ୍ଟ୍ର ଭାଜପା ପକ୍ଷରୁ ଏକ ବୈଠକ…
ମୋଦିଙ୍କ ଫ୍ରାନ୍ସ ଗସ୍ତ: ୨୬ ରାଫେଲ, ୩ ସ୍କର୍ପିନ ବୁଡାଜାହାଜ…୯୦ ହଜାର କୋଟିର ଡିଫେନ୍ସ ଡିଲ ହଜାଇବ ଚାଇନା-ପାକିସ୍ତାନର ସ୍ବପ୍ନ
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନି ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ତାଙ୍କ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୧୩ ଏବଂ ୧୪ରେ ସେ ଫ୍ରାନ୍ସରେ ରହିବେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ…
ଛତିଶଗଡ଼ କୋଲ ବ୍ଲକ ଆବଣ୍ଟନ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୧୮ ଜୁଲାଇରେ ଦଣ୍ଡ ବିଧାନ
ରାୟପୁର,୧୩।୭: ଛତିଶଗଡ଼ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ସ୍ପେଶାଲ କୋର୍ଟ ସମସ୍ତ ଅଭିଯୁ୍କ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଜ୍ୟ ସଭା ଏମପି ବିଜୟ ଦର୍ଡା, ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡା, ପୂର୍ବତନ କୋଇଲା…
ଟମାଟୋ ଫସଲ ଜମିରେ କଡ଼ା ପହରା, ଚୋରଙ୍କୁ ଭୟ !…
ଶ୍ରୀନଗର,୧୩।୭ : ଟମାଟୋ ବର୍ତ୍ତମାନ ମୂଲ୍ୟବାନ ହୋଇଛି। ଏହାର ମୂଲ୍ୟ ସାଧାରଣ ଲୋକଙ୍କ ହାତ ପାଆନ୍ତ ବାହାରକୁ ଚାଲିଯାଇଛି। ଦୁଇ ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୨୦ ରୁ ୩୦ ଟଙ୍କାରେ ବିକ୍ରି ହୋଇଥିବା ଟମାଟୋ ଏବେ ୨୦୦ଟଙ୍କା ଅତିକ୍ରମ କରିଛି।…
ଦୁଧଓ୍ବାରେ ପରସ୍ପର ମଧ୍ୟରେ ଲଢ଼େଇ, ସଂକ୍ରମଣ ଯୋଗୁ ହୋଇଥିଲା ୪ ବାଘଙ୍କ ମୃତ୍ୟୁ: ରିପୋର୍ଟ…
ଲକ୍ଷ୍ନୌ,୧୩।୭ : ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ଦୁଇମାସ ମଧ୍ୟରେ ମୃତ୍ୟୁ ଘଟିଥିବା ୪ ବାଘଙ୍କ ପୋଷ୍ଟମର୍ଟମ ଅନୁସନ୍ଧାନ ରିପୋର୍ଟରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡିଛି। ଜଣେ ବନ ଅଧିକାରୀ କହିଛନ୍ତି ୨୧ ଏପ୍ରିଲ ୨୦୨୩ରୁ ୯ ଜୁନ ୨୦୨୩ ମଧ୍ୟରେ…
ମଧ୍ୟପ୍ରଦେଶ ଗସ୍ତରେ ରାଷ୍ଟ୍ରପତି: ସିନ୍ଧିଆ ପରିବାର ସହ କରିବେ ମଧ୍ୟାହ୍ନଭୋଜନ
ଭୋପାଳ,୧୩।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗ୍ବାଲିଅରର ଆଇଆଇଆଇଏମ୍ଟି କଲେଜକୁ ଆସିବେ। ପରେ ସେ ଜୟ ବିଳାସ ମହଲକୁ ଯିବେ। ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଜୟ ବିଳାସରେ ବଡ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ମନ୍ତ୍ରୀ…
ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଯମୁନାର ଜଳସ୍ତର ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ନଦୀ ନିକଟରେ ଥିବା ଅଞ୍ଚଳରେ ପାଣି ପଶିବାରେ ଲାଗିଛି। ଦିଲ୍ଲୀ ସରକାର ଏବେ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିବା ବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ…
ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…
ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ…

