ଜାତୀୟ

ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ

ପୋର୍ଟ ବ୍ଲେୟର,୨୯।୭: ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ରିପୋର୍ଟ କରିଛି ଯେ, ଦ୍ୱୀପରେ ଭୂକମ୍ପର କେନ୍ଦ୍ରସ୍ଥଳ ୬୯…

ଆଜି ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୨୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଅଧିବେଶନର ଉଦଘାଟନ କରିବେ। ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି) ୨୦୨୦ର ତୃତୀୟ ବାର୍ଷିକୀ ଅବସରରେ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମର ଆୟୋଜନ…

ଦିଲ୍ଲୀ-ଏନ୍‌ସିଆରରେ ୩ ଦିନ ପ୍ରବଳ ବର୍ଷା ଆଲର୍ଟ, ହିମାଚଳରେ ଭୂସ୍ଖଳନ ଆଶଙ୍କା

ନୂଆଦିଲ୍ଲୀ,୨୯।୭: ସାରା ଦେଶରେ ପ୍ରବଳ ବର୍ଷା ଜାରି ରହିଛି। ଶୁକ୍ରବାରଠାରୁ ଦିଲ୍ଲୀ-ଏନ୍‌ସିଆରରେ ବର୍ଷା ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି। ମଧ୍ୟବର୍ତ୍ତୀ ବର୍ଷା ହେତୁ ଏଠାରେ ପରିସ୍ଥିତି ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି। ଆଉ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ…

ସଂଖ୍ୟାବଳର ଅହଂକାର

ନୂଆଦିଲ୍ଲୀ/ଇମ୍ଫାଲ,୨୯ା୭: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୩ ମାସ ପୂରିବାକୁ ବସିଲାଣି ମଣିପୁର ହିଂସାକୁ। ସରକାର ହିସାବ ଦେଇପାରୁ ନାହାନ୍ତି କେତେ ମୃତ, କେତେ ଆହତ ଓ କେତେଜଣ ମହିଳାଙ୍କୁ ବଳାତ୍କାର ଏବଂ/କିମ୍ବା ହତ୍ୟା କରାଗଲାଣି। ଭାଜପା ଶାସିତ ଏହି ଉତ୍ତର-ପୂର୍ବ ରାଜ୍ୟର…

୩୫ ବର୍ଷ ପରେ ମାଆଙ୍କୁ ପାଇଲେ ପୁଅ

ପଟିଆଲା,୨୯ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର ପଟିଆଲା…

ଅଭିଷେକ ବାନାର୍ଜୀଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ସ୍ତ୍ରୀ ରୁଜିରାଙ୍କ ନାଁରେ ଇସ୍ୟୁ ହୋଇଥିବା ଲୁକ୍‌ ଆଉଟ୍‌ ସର୍କୁଲାର (ଏଲ୍‌ଓସି) ପ୍ରତ୍ୟାହାର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସେମାନେ…

ଆଣବିକ ଖଣିଜ ଉତ୍ତୋଳନ ପାଇଁ ଘରୋଇ ସଂସ୍ଥାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୨୯ା୭: ଲିଥିୟମ ସମେତ ୬ ଆଣବିକ ଖଣିଜ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଅନୁମତି ମିଳିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୩ ଧ୍ୱନି ମତରେ ପାରିତ ହୋଇଛି। ପ୍ରଚଳିତ ଆଇନ…

୨୫୦ ଟଙ୍କାର ଲଟେରି ଟିକେଟରେ ୧୦ କୋଟି ଜିତିଲେ ୧୧ ମହିଳା

କୋଝିକୋଡ,୨୯ା୭: କେରଳ ମାଲାପୁରମ ଜିଲା ପରପ୍ପନଙ୍ଗଦି ମ୍ୟୁନିସିପାଲିଟି ଅନ୍ତର୍ଗତ ହରିଥା କର୍ମ ସେନା (ଏଚ୍‌କେଏସ୍‌)ର ୧୧ ଜଣ ମହିଳା ସଦସ୍ୟ ମୌସୁମୀ ବମ୍ପର ଲଟେରିର ପ୍ରଥମ ପୁରସ୍କାର ସ୍ବରୂପ ୧୦ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି। ୨୫୦ ଟଙ୍କାର ଲଟେରି ଟିକେଟ…

ଆଜି ମଣିପୁର ଯିବେ ‘ଇଣ୍ଡିଆ’ର ୨୧ ନେତା

ନୂଆଦିଲ୍ଲୀ,୨୯।୭: ମଣିପୁର ହିଂସାକୁ ନେଇ ଶୁକ୍ରବାର ଉଭୟ ସଂସଦ (ଲୋକ ସଭା ଏବଂ ରାଜ୍ୟ ସଭା) ରେ ହଙ୍ଗାମା ଜାରି ରହିଥିଲା। ବିରୋଧୀ ଦଳଙ୍କ ଉତ୍ତେଜନା ଏବଂ ନାରାବାଜି ଯୋଗୁ ଉଭୟ ଗୃହର ପ୍ରକ୍ରିୟା ସୋମବାର (ଜୁଲାଇ ୩୧) ପର୍ଯ୍ୟନ୍ତ ସ୍ଥଗିତ…

ବିବାହ ପାଇଁ ମନା କରିବାରୁ କଲେଜ ଛାତ୍ରୀଙ୍କୁ ଲୁହାଛଡ଼ରେ ପିଟି ହତ୍ୟା

ନୂଆଦିଲ୍ଲୀ,୨୮ା୭: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଅରବିନ୍ଦ କଲେଜ ନିକଟ ପାର୍କରେ ଜଣେ ୨୫ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଶୁକ୍ରବାର ଲୁହାଛଡ଼ରେ ପିଟି ହତ୍ୟା କରାଯାଇଛି। ମୃତା ନର୍ଗିସଙ୍କ ମୁଣ୍ଡରେ କ୍ଷତଚିହ୍ନ ରହିଥିବାବେଳେ ମୃତଦେହ ନିକଟରୁ ଏକ ଲୁହା ରଡ୍‌…

ରାମ ମନ୍ଦିର ଉଦଘାଟନ ଦେଖିବାକୁ ଜାନୁୟାରୀ ପାଇଁ ଏବେଠାରୁ ହେଉଛି ହୋଟେଲ ବୁକିଂ

ଅଯୋଧ୍ୟା,୨୮।୭: ଅଯୋଧ୍ୟାରେ ୨୦୨୪ ଜାନୁୟାରୀରେ ରାମ ମନ୍ଦିର ଉଦଘାଟନ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସାରା ଦେଶର ଟ୍ରାଭେଲ ଏଜେଣ୍ଟଙ୍କ ନଜର ଅଯୋଧ୍ୟା ଉପରେ ରହିଛି। ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳାରେ ୨୦-୨୬ ଜାନୁୟାରୀ ମଧ୍ୟରେ…

ଚାଇନାର ଷ୍ଟାପଲ୍ଡ ଭିଜାକୁ ଭାରତର ବିରୋଧ

ନୂଆଦିଲ୍ଲୀ,୨୮।୭: ଅରୁଣାଚଳପ୍ରଦେଶର କେତେଜଣ କ୍ରୀଡ଼ାବିତ୍‌ଙ୍କ ପାଇଁ ଚାଇନା ଷ୍ଟାପଲ୍ଡ ଭିଜା ଇସ୍ୟୁ କରିଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି। ଚାଇନାର ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାର ଉପଯୁକ୍ତ ଜବାବ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?