ଜାତୀୟ

ପାକିସ୍ତାନୀ ସୀମା ହାଇଦରଙ୍କ ଉପରେ ଏଟିଏସର କଡା ନଜର, ଆଜି ପୁଣି କରାଯାଉଛି ପଚରାଉଚରା

ନୂଆଦିଲ୍ଲୀ,୨୫।୭: ମଙ୍ଗଳବାର ପୁନର୍ବାର ଏଟିଏସ ଏବଂ ଆଇବି ଟିମ ସୀମା ହାଇଦର ଏବଂ ସଚିନ ମୀଣାଙ୍କୁ ପଚରାଉଚରା କରୁଛନ୍ତି। ସୀମାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ମଙ୍ଗଳବାର ସକାଳେ ଏଟିଏସ ସୀମା ଏବଂ ସଚିନଙ୍କ ପଚରାଉଚରା ପାଇଁ ନେଇଥିଲେ। ବେଆଇନ ଭାବେ…

ହଲିଉଡ୍‌ ଫିଲ୍ମ ଓପେନହାଇମକୁ ନେଇ ତେଜୁଛି ବିବାଦ: ବ୍ୟାନ୍‌ ଦାବି କଲା ହିନ୍ଦୁ ସଙ୍ଗଠନ

ନୂଆଦିଲ୍ଲୀ,୨୫।୭: ହଲିଉଡ୍‌ ଫିଲ୍ମ ଓପେନହାଇମରରକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି)କୁ ସ୍ପଷ୍ଟୀକରଣ ମାଗିଛନ୍ତି। ଚଳଚ୍ଚିତ୍ରରେ ଅଭିନେତ୍ରୀ ଜଣକ ଓପେନହାଇମରଙ୍କ ସହ…

ଆମେ ମଣିପୁର ହିଂସା ବିଷୟରେ କହୁଛୁ, ପ୍ରଧାନମନ୍ତ୍ରୀ ଇଷ୍ଟ ଇଣ୍ଡିଆ କମ୍ପାନୀ କଥା କହି ବିଷୟ ଏଡାଇ ଯାଉଛନ୍ତି: ଖାର୍ଗେ

ନୂଆଦିଲ୍ଲୀ,୨୫।୭: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ମଙ୍ଗଳବାର ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଲୋକ ସଭାରେ ଏବଂ ପରେ ସମସ୍ତ ରାଜ୍ୟ ସଭା କିଛି ଘଣ୍ଟା ପାଇଁ ସ୍ଥଗିତ ରଖିବାକୁ ପଡିଛି। ମଣିପୁର ହିଂସାକୁ ନେଇ…

ଏୟାର ହୋଷ୍ଟେସ୍‌ ଗୀତିକା ଆତ୍ମହତ୍ୟା ମାମଲା: ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ,୨୫।୭: ୨୦୧୨ରେ ବହୁଚର୍ଚ୍ଚିତ ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଗୋପାଳ କାଣ୍ଡାା ବିମାନ କମ୍ପାନୀ ଏମଡିଏଲଆର୍‌ରେ ଏୟାର ହୋଷ୍ଟେସ ଭାବରେ…

ସ୍ପାଇସଜେଟକୁ ଡିଜିସିଏରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୭: ବିମାନ ଚଳାଚଳ କମ୍ପାନୀ ସ୍ପାଇସଜେଟ ପାଇଁ ଏକ ଆଶ୍ୱସ୍ତି ଖବର ଆସିଛି। ଡିଜିସିଏ ପକ୍ଷରୁ ସ୍ପାଇସଜେଟର ବର୍ଦ୍ଧିତ ନିରୀକ୍ଷଣ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଏହା ପରେ ସ୍ପାଇସଜେଟ ଅନ୍ୟ ବିମାନ ସେବା ପରି ଏହାର କାର୍ଯ୍ୟ ପରିଚାଳନା କରିବାକୁ ସକ୍ଷମ…

ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରେ ବିରୋଧୀ

ନୂଆଦିଲ୍ଲୀ,୨୫।୭: ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ଆଜି ବି ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ଦେଖାଦେଇଛି। ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ସମ୍ପର୍କରେ ବିରୋଧୀ ଦାବି କରିଛନ୍ତି। ଏହି ସମୟରେ ଖବର ଆସିଛି ଯେ…

ଚାଇନାର ପ୍ରତିପକ୍ଷଙ୍କୁ ଭେଟିଲେ ଏନ୍‌ଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୫।୭: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ସୋମବାର ଜୋହାନ୍ସବର୍ଗରେ ‘ଫ୍ରେଣ୍ଡସ ଅଫ ବ୍ରିକ୍ସ’ ବୈଠକରେ…

ଶିନ୍ଦେ ଅବୈଧ ମୁଖ୍ୟମନ୍ତ୍ରୀ, ତାଙ୍କୁ ପଦରୁ ହଟାଇବ ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୭: ଉଦ୍ଧବ ବାଲାସାହେବ ଠାକରେ ଶିବସେନାର ରାଜ୍ୟ ସଭା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଭାଜପା କେବଳ ଶିନ୍ଦେଙ୍କୁ ବ୍ୟବହାର କରିଛି ଏବଂ ଆଗାମୀ ଦିନରେ ତାଙ୍କୁ ମୁଖ୍ୟମନ୍ତ୍ରୀ…

‘ଇଣ୍ଡିଆ’କୁ ଇଷ୍ଟ ଇଣ୍ଡିଆ ସହ ତୁଳନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମଙ୍ଗଳବାର ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’କୁ ଇଷ୍ଟ ଇଣ୍ଡିଆ ସହ ତୁଳନା କରି କହିଛନ୍ତି ଯେ, ତାଙ୍କ ଭଳି ବିରୋଧୀ ମଧ୍ୟ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ସେ କହିଛନ୍ତି , ବ୍ରିଟିଶମାନେ ଆସି ନିଜର…

ଜ୍ଞାନବାପି ମାମଲା: ହାଇକୋର୍ଟରେ ମୁସଲିମ ପକ୍ଷର ପିଟିଶନ ଦାଖଲ, ଏଏସଆଇ ସର୍ଭେ ଉପରେ ରୋକ ଲଗାଇବାକୁ ଅପିଲ

ବାରାଣାସୀ,୨୫।୭: ବାରାଣାସୀ ଜିଲା ଜଜଙ୍କ ନିର୍ଦ୍ଦେଶରେ ସୋମବାର ଜ୍ଞାନବାପି ପରିସରରେ ଆରମ୍ଭ ହୋଇଥିବା ଏଏସଆଇ ସର୍ଭେରେ ମୁସଲିମ ପକ୍ଷ ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ଆବେଦନରେ ଜ୍ଞାନବାପି ମସଜିଦର ବ୍ୟବସ୍ଥା କମିଟି ଜୁଲାଇ ୨୧ରେ ଜିଲା ଜଜଙ୍କ ନିଷ୍ପତ୍ତିକୁ…

ସବୁଠାରୁ ବଡ ବଳାତ୍କାରୀ ଗେହଲୋଟ ସରକାରରେ,ବଳାତ୍କାରରେ କରିଛନ୍ତି ଶତକ:ଗୁଧା

ଜୟପୁର,୨୫।୭: ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ଗୁଧା ବିଧାନସଭାରୁ ନିଲମ୍ବିତ ହେବା ପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଗୁଧା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କଂଗ୍ରେସ ସରକାର ଉପରେ ଖୁବ୍‌ ବର୍ଷିଛନ୍ତି। ବିଧାନସଭାରେ ଏବଂ ଘର ବାହାରେ ମଧ୍ୟ ସିଏମ…

ଭାରତରେ ଏଣ୍ଟ୍ରି କରିବାକୁ ଉଦ୍ୟମ ଚଳାଇଛି ଟେସଲା, ଖୁବ୍‌ଶୀଘ୍ର ପୀୟୁଷ ଗୋୟଲଙ୍କ ସହ ମ୍ୟାନେଜ୍‌ମେଣ୍ଟ କରିବ ଆଲୋଚନା

ନୂଆଦିଲ୍ଲୀ,୨୫।୭: ଏଲନ ମସ୍କଙ୍କ ଇଲେକ୍ଟ୍ରିିକ କମ୍ପାନୀ ଟେସଲା ଦୀର୍ଘ ଦିନ ଧରି ଭାରତରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି। ତେବେ କେନ୍ଦ୍ର ସରକାରଙ୍କ କଠୋର ମନୋଭାବ ଏବଂ ସର୍ତ୍ତ ଯୋଗୁ କମ୍ପାନୀ ଏହାର ଯୋଜନା କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?