ଜାତୀୟ

ପୁଣି ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ: ‘୫୬ ଇଞ୍ଚର ଛାତି ଥିଲେ ଗୃହରେ ଆସି ଜବାବ ଦିଅନ୍ତୁ’

ଇମ୍ଫାଲ,୨୨।୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି। ସୁପ୍ରିମକୋର୍ଟଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ଏହି ମାମଲା…

ପୋଷା କୁକୁର ମୃତ୍ୟୁ ନେଇ ସିଆରପିଏଫ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ହାଇକୋର୍ଟ ବିଚାରପତି…

ନୂଆଦିଲ୍ଲୀ,୨୨।୭ : ବର୍ତ୍ତମାନ କଲିକତା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଗୌରାଙ୍ଗ କାନ୍ତଙ୍କ ଏକ ଚିଠି ଭାଇରାଲ ହେବାରେ ଲାଗିଛି। ସେ ଦିଲ୍ଲୀ ପୋଲିସର ଯୁଗ୍ମ ସିପି ‘ସୁରକ୍ଷା’ ମଙ୍ଗେଶ କାଶ୍ୟପଙ୍କୁ ଏହି ଚିଠି ଲେଖିଛନ୍ତି। ଏହି…

୫୦ ଘଣ୍ଟାରେ ୩ ପିଲା ନିଖୋଜ, ଟେର୍‌ ପାଉନି ପୋଲିସ

ଲକ୍ଷ୍ନୌ,୨୨ା୭: ଉତ୍ତରପ୍ରଦେଶର ଆମେଠି ଜିଲାର ଜୟସ କୋଟଓ୍ବାଲି ଅଞ୍ଚଳରୁ ପ୍ରାୟ ୫୦ ଘଣ୍ଟା ଭିତରେ ତିନିଜଣ ଶିଶୁ ନିଖୋଜ ହୋଇଯାଇଛନ୍ତି। ପୋଲିସ ଏପର୍ଯ୍ୟନ୍ତ କୌଣସି ଟେର୍‌ ପାଉନାହିଁ। ଯଦିଓ ଆମେଠି ପୋଲିସ କହିଛି ଯେ, ନାବାଳକ ପିଲାମାନଙ୍କୁ ଖୋଜିବା ପାଇଁ ଅନେକ…

ହାଜିପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ପଶୁପତି…

ପାଟନା,୨୨।୭ : କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ପଶୁପତି କୁମାର ପାରସ ତାଙ୍କ ପୁତୁରା ଚିରାଗ ପାସୱାନଙ୍କ ସହ ବୁଝାମଣାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏନଡିଏ ବୈଠକରେ ଚିରାଗ ପାସୱାନ ତାଙ୍କ ପାଦ…

ଗରିବ ମହିଳାଙ୍କ ଲୁଗା ଚିରିବା ଘଟଣାକୁ ରାଜନୈତିକ ଚଷମାରେ ଦେଖା ନ ଯାଉ: ଟିଏମସି ମନ୍ତ୍ରୀ…

କୋଲକାତା,୨୨।୭ : ପଶ୍ଚିମବଙ୍ଗର ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ମହିଳା ଏବଂ ଶିଶୁ ବିକାଶ ତଥା ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଶଶି ପାଞ୍ଜା ରାଜ୍ୟର ମାଲଦା ଜିଲାର ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା ନେଇ…

୧୬ ବିପଜ୍ଜନକ ହାଇଓ୍ବେ-ଏକ୍ସପ୍ରେସଓ୍ବେରେ ହେବ ଶୂନ ମୃତ୍ୟୁ କରିଡର: ଗଡକରୀ…

ନୂଆଦିଲ୍ଲୀ,୨୨।୭ : ଜାତୀୟ ରାଜଧାନୀ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ସଡକ ସୁରକ୍ଷା କେନ୍ଦ୍ରର ଉଦଘାଟନ କରି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ବର୍ତ୍ତମାନ ଦେଶର ରାସ୍ତାରେ ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟଣା ୫୦ ପ୍ରତିଶତ…

ସତ କହିବାର ଫଳ ମିଳିଲା: ରାଜେନ୍ଦ୍ର ସିଂ…

ଜୟପୁର,୨୨।୭ : ରାଜସ୍ଥାନର ଅଶୋକ ଗେହଲୋଟ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ସିଂ ଗୁଦ୍ଧ କହିଛନ୍ତି ସତ୍ୟ କହିବାର ଫଳ ସ୍ବରୂପ ତାଙ୍କୁ ଦଣ୍ଡ ଦିଆଯାଇଛି। ୨୧ ଜୁଲାଇ ୨୦୨୩ ରେ ରାଜସ୍ଥାନର ଗ୍ରାମ୍ୟ…

ସରକାରୀ ଚାକିରିରେ ନିଯୁକ୍ତି ଦେଲେ ଅବା ନ ଦେଲେ କଂଗ୍ରେସର ସମସ୍ୟା: ପ୍ରିୟଙ୍କାଙ୍କୁ ଶିବରାଜଙ୍କ ଜବାବ…

ଭୋପାଳ,୨୨।୭ : ସରକାରୀ ନିଯୁକ୍ତି ପ୍ରଦାନ କଲେ ଅବା ନ କଲେ ଉଭୟରେ କଂଗ୍ରେସର ସମସ୍ୟା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଶିବରାଜଙ୍କ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଏଭଳି କହି ନିଜର ପ୍ରତିକ୍ରିୟା ଦେଇଛନ୍ତିି।…

ଗାନ୍ଧୀ-ଜୟପ୍ରକାଶଙ୍କ ଐତିହ୍ୟ ସର୍ବ ସେବା ସଂଘ ଭାଙ୍ଗିବାକୁ ପହଞ୍ଚିଲା ପ୍ରଶାସନ: ବହୁ ଗାନ୍ଧୀବାଦୀ ନେତା ହାଜତରେ …

ବାରାଣସୀ,୨୨।୭ : ଉତ୍ତରପ୍ରଦେଶର ବାରାଣସୀର ରାଜଘାଟରେ ଅବସ୍ଥିତ ସର୍ବ ସେବା ସଂଘ ଭବନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଶନିବାର ସକାଳେ ପ୍ରଶାସନିକ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଠା ଖାଲି କରିବାକୁ ପ୍ରଶାସନିକ ଦଳ ସହିତ ଅନେକ ପୋଲିସ ଫୋର୍ସ…

କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିଲେ, ହତ୍ୟା ମାମଲାରେ ଅପରାଧର ଉଦ୍ଦେଶ୍ୟ ପ୍ରମାଣ କରିବା ଜରୁରୀ: ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ,୨୨।୭ : ୨୦୦୮ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯଦି ଘଟଣାର ପ୍ରତ୍ୟକ୍ଷଦର୍ଶୀ ନ ଥିବେ ତେବେ ଅପରାଧ କରିବାର ଉଦ୍ଦେଶ୍ୟ ପ୍ରମାଣ କରିବା ଆବଶ୍ୟକ। ଜଷ୍ଟିସ ବିକ୍ରମ…

ଅଜିତ ଶୀଘ୍ର ହେବେ ମୁଖ୍ୟମନ୍ତ୍ରୀ ଟୁଇଟ ନେଇ ଚର୍ଚ୍ଚା, ମୋଦିଙ୍କୁ ଭେଟିଲେ ଶିନ୍ଦେ…

ମୁମ୍ବାଇ,୨୨।୭ : ମହାରାଷ୍ଟ୍ରର ରାଜନୀତି ଏକ ବଡ଼ ଧରଣର ରାଜନୈତିକ ଅଶାନ୍ତି ସମୟ ଦେଇ ଗତି କରୁଛି। ବର୍ତ୍ତମାନ ଏନସିପି ନେତାଙ୍କ ଏକ ଦାବି ସୂଚାଇ ଦେଉଛି ରାଜ୍ୟ ରାଜନୀତିରେ ଆଉ ଏକ ବଡ଼ ରାଜନୈତିକ ଘଟଣା ଘଟିବାକୁ ଯାଉଛି। ବାସ୍ତବରେ…

ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସା ୧୮୧୪କୋଟି ଟଙ୍କାରେ ବିକ୍ରି, ଏନସିଏଲଟି ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୭: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସାକୁ ବିକ୍ରି କରିଛି। ଡାରୱିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର୍‌ିକୁ ଏହି ହିଲ୍‌ ଷ୍ଟେଶନ ବିକିବା ନେଇ ଟ୍ରିବ୍ୟୁନାଲ ମଞ୍ଜୁର କରିଛି। ଏନସିଏଲଟି ଘରୋଇ ହିଲ୍‌ ଷ୍ଟେଶନ ଲାଭାସାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?