ଜାତୀୟ

୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ

ନୂଆଦିଲ୍ଲୀ,୨୮ା୭:୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ଭାବେ ଘୋଷଣା କରାଯାଇଛି। ଏହା ବିଶ୍ୱର ସବୁଠୁ ଉତ୍ତପ୍ତ ମାସ ବୋଲି ଲିପ୍‌ଜିଗ ୟୁନିଭର୍ସିଟିର ଜଳବାୟୀ ବିଜ୍ଞାନୀ ଡ. କର୍ଷ୍ଟେନ ହୁଷ୍ଟେଇନ୍‌ କହିଛନ୍ତି। ଜୁଲାଇ ମାସରେ ହାରାହାରି ତାପମାତ୍ରା ରେକର୍ଡ ଅତିକ୍ରମ…

ଲୋକ ସଭା ନିର୍ବାଚନକୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କଲା କମଲ ହାସନଙ୍କ ପାର୍ଟି ଏମଏନଏମ

କୋୟମ୍ବାଟୁର,୨୮।୭: ଅଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦେଶର ରାଷ୍ଟ୍ରୀୟ ଦଳ ସହ ଆଞ୍ଚଳିକ ଦଳ ଗୁଡିକ ମଧ୍ୟ ପ୍ରସ୍ତୁତି ଯୋରସୋରରେ ଆରମ୍ଭ କରି ଦେଇଛନ୍ତି। ଏଥିରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନଙ୍କ ମକ୍କଲ ନିଧି ମୟମ (ଏମଏନଏମ) ପାର୍ଟିର…

ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି ଭାଜପା: ମମତା

କୋଲକତା,୨୮।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୁଣି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ…

ଏଲଏସି ନିକଟରେ ନିଜର ସେନା ଶକ୍ତି ମଜଭୁତ କରୁଛି ଚାଇନା

ନୂଆଦିଲ୍ଲୀ,୨୮।୭: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଶେଷ ହେବାର ନାଁ ନେଉନାହିଁ, ଉଭୟ ସେନାଙ୍କ ମଧ୍ୟରେ ଅନେକ ଥର ଏହାକୁ ନେଇ ଆଲୋଚନା ବି ହେଲାଣି। ହେଲେ ପ୍ରତିଥର ଚାଇନା ଏପରି କିଛି କରୁଛି, ଯାହା ଫଳରେ ବିବାଦ…

ଏକବିଂଶ ଶତାବ୍ଦୀର ଭାରତରେ ସମସ୍ତଙ୍କ ପାଇଁ ଅପାର ସୁଯୋଗ ଅଛି: ମୋଦି

ଗାନ୍ଧୀନଗର,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ଗାନ୍ଧିନଗରରେ ମହାତ୍ମା ମନ୍ଦିର ସମ୍ମିଳନୀ କେନ୍ଦ୍ରରେ ସେମିକଣ୍ଡକ୍ଟର ଶିଳ୍ପ ଉପରେ ଆଧାରିତ ଏକ ପ୍ରଦର୍ଶନୀ ଉଦଘାଟନ କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ କହିଛନ୍ତି,…

ରାଜ୍ୟପାଳଙ୍କୁ ଛାଡି ପଳାଇଲା ଏୟାର ଏସିଆ ବିମାନ

ବେଙ୍ଗାଲୁରୁ,୨୮।୯: କର୍ନାଟକର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଏସିଆର ଏକ ବିମାନ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କୁ ନ ନେଇ ଉଡାଣ କରିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରୋଟୋକଲ ଉଲ୍ଲଂଘନ କରି ବିମାନଟି ରାଜ୍ୟପାଳଙ୍କ ବିନା ଉଡ଼ିଛି। ତେବେ ରାଜ୍ୟପାଳ ବିମାନବନ୍ଦର…

୩୧ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟ ସଭା ସ୍ଥଗିତ

ନୂଆଦିଲ୍ଲୀ,୨୮।୭: ରାଜ୍ୟ ସଭାରେ ମଣିପୁର ଘଟଣାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ସ୍ଲୋଗାନ ଓ ହଙ୍ଗାମା ପରେ ରାଜ୍ୟ ସଭାର କାର୍ଯ୍ୟକୁ ସୋମବାର ଅର୍ଥାତ୍‌ ୩୧ ଜୁଲାଇ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମଣିପୁର ହିଂସା ମାମଲାରେ ପ୍ରଧାନମନ୍ତ୍ରୀ…

ମଣିପୁର ହିଂସା ଘଟଣାରେ ତଦନ୍ତକୁ ତୀବ୍ର କରିଛି ସିବିଆଇ, ବିଭିନ୍ନ ସ୍ଥାନରୁ ଏ ପର୍ଯ୍ୟନ୍ତ ୧୦ ଗିରଫ

ଇମ୍ଫାଲ,୨୮।୭: ମଣିପୁର ହିଂସାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିବିଆଇ ଏହି ଘଟଣାର ତଦନ୍ତକୁ ତ୍ୱରାନ୍ବିତ କରିଛି। ଏହା ପରେ ଅଭିଯୁକ୍ତକୁ ଗିରଫ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସିବିଆଇ ଏହି ମାମଲାରେ ମୋଟ ୬ଟି ଏଫଆଇଆର୍‌ ପଞ୍ଜୀକୃତ କରିଥିଲା,…

ଝାଡ଼ଖଣ୍ଡରେ ପ୍ରଥମ ଥର ସୋରେନ ସରକାର ସ୍ଥାନୀୟ ନୀତି ସହିତ ୩ ବିଲ ରାଜଭବନକୁ ଫେରାଇଲେ

ରାଞ୍ଚି,୨୮।୭: ଝାଡ଼ଖଣ୍ଡ ସରକାର ରାଜଭବନ ଦ୍ୱାରା ଫେରାଇ ଦିଆଯାଇଥିବା ୩ ମହତ୍ୱପୂର୍ଣ୍ଣ ବିଧେୟକଙ୍କୁ ରାଜ ଭବନକୁ ହିଁ ଫେରାଇ ଦେଇଛନ୍ତି। ଏହି ବିଲ ଗୁଡିକ ହେଉଛି ୧୯୩୨ର ଖତିଆନ ଆଧାରିତ ସ୍ଥାନୀୟ ନୀତି, ସରକାରୀ ଚାକିରିରେ ସଂରକ୍ଷଣ ବୃଦ୍ଧି ପାଇଁ ମାଓବାଦୀ…

ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ୫ ଲକ୍ଷ ରାମଭକ୍ତ ଯୋଗ ଦେବା ନେଇ ଆକଳନ

ଲକ୍ଷ୍ନୌ,୨୮।୭: ରାମ ମନ୍ଦିରର ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ତୀବ୍ର ହୋଇଛି। ଜାନୁୟାରୀ ୨୦୨୪ରେ ଭବ୍ୟ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ। ଉତ୍ସବକୁ ଏକ ବ୍ୟାପକ ସ୍ବରୂପ ଦେବା ପାଇଁ ଯୋଜନା ଚାଲିଛି। ଏହାର ଦାୟିତ୍ୱ ରାମ ମନ୍ଦିର…

ରାଜଧାନୀରେ ବଢୁଛନ୍ତି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୭: ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଓ ବନ୍ୟା ପରେ ଏବେ ଚିନ୍ତା ବଢାଇଲାଣି ଡେଙ୍ଗୁ ଜ୍ୱର। ବେଳକୁ ବେଳ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଏକ ଜରୁରୀ ବୈଠକ…

ପ୍ରଧାନ ବିଚାରପତି ଅସୁସ୍ଥ: ମଣିପୁର ମହିଳାଙ୍କ ସହ ହୋଇଥିବା ଅସଦାଚରଣ ମାମଲା ଉପରେ ଆଜି ହେବନାହିଁ ଶୁଣାଣି

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟରେ ମଣିପୁର ହିଂସା ଏବଂ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାର ଶୁଣାଣି କରିବାକୁ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ ଶୁଣାଣି କରିବାର ଥିଲା। ତେବେ ପ୍ରଧାନ ବିଚାରପତି ଡି.ଓ୍ବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?