ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୬।୫: ମନି ଲଣ୍ଡରିଂ ମାମଲାରେ ଗତ ଏକ ବର୍ଷ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନାଙ୍କୁ ସୁପ୍ରିମକୋର୍ଟ ୬ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଗତ…
ଅତି କମରେ ସେମାନଙ୍କୁ ତ ନିମନ୍ତ୍ରଣ କରାଯାଉ: ସଞ୍ଜୟ
ନୂଆଦିଲ୍ଲୀ,୨୬।୫: ନୂଆ ସଂସଦ ଭବନର ଉଦଘାଟନକୁ ନେଇ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଶିବସେନା (ୟୁବିଟି) ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ଯେତେବେଳେ ସେ ଉଦଘାଟନୀ…
ୟୁପିଏସ୍ସି: ଦୁଇ ଛାତ୍ରୀଙ୍କ ଗୋଟିଏ ର଼୍ୟାଙ୍କ୍, ଗୋଟିଏ ରୋଲ୍ ନମ୍ବର
ଭୋପାଳ, ୨୬ା୫: ନିକଟରେ ୟୁପିଏସ୍ସି ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ମଧ୍ୟପ୍ରଦେଶର ଦୁଇଜଣ ଛାତ୍ରୀ ଗୋଟିଏ ର଼୍ୟାଙ୍କ୍ରେ ପାସ୍ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନଙ୍କ ପ୍ରଥମ ନାମ ସମାନ ଥିବାବେଳେ ରୋଲ୍ ନମ୍ବର ଓ ର଼୍ୟାଙ୍କ୍ ଗୋଟିଏ। ଆୟାଶା ଫତିମା(୨୩)ଙ୍କ…
୨୦୨୪ ନିର୍ବାଚନକୁ ନେଇ ଭବିଷ୍ୟବାଣୀ କଲେ ମୋଦିଙ୍କ ପୂଜାରୀ
ନୂଆଦିଲ୍ଲୀ,୨୬।୫: ମଦୁରାଇ ଉଧିନମର ୨୯୩ତମ ପ୍ରଧାନ ପୂଜାରୀଙ୍କ ପକ୍ଷରୁ ୨୮ ମେ’ରେ ନୂଆ ସଂସଦ ଭବନର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ‘ସେଂଗୋଲ’ ଭେଟି ଦିଆଯିବ। ମଦୁରାଇ ଅଧିନମର ପ୍ରଧାନ ପୂଜାରୀ ଶ୍ରୀ ହରିହର ଦେସିକା ସ୍ବାମୀଗଲ କହିଛନ୍ତି, ପ୍ରଧାନମନ୍ତ୍ରୀ…
ମୋଦି ସରକାରଙ୍କ ୯ ବର୍ଷ କାର୍ଯ୍ୟକାଳକୁ ନେଇ ବର୍ଷିଲା ବିରୋଧୀ
ନୂଆଦିଲ୍ଲୀ,୨୬।୫: କେନ୍ଦ୍ରରେ ମୋଦି ସରକାରଙ୍କୁ ଶୁକ୍ରବାର ୯ ବର୍ଷ ପୂରଣ ହୋଇଛି। ଏହି ଅବସରରେ ସରକାର ତା’ର ଉପଲବ୍ଧିକୁ ଗଣାଇବାରେ ଲାଗିଛି। କୁହାଯାଉଛି କି ୯ ବର୍ଷ ମଧ୍ୟରେ ସରକାର କେତେ ବଡ ବଡ ନିଷ୍ପତ୍ତି ନେଇଛନ୍ତି ଓ ଲୋକଙ୍କ ପାଇଁ…
ପାଇପ୍ ଫାଟି ଚାଳିଗଲା ମହିଳାଙ୍କ ଜୀବନ: ୩୦ରୁ ଊର୍ଦ୍ଧ୍ୱ ଆହତ
ଗୁଆହାଟୀ,୨୬ା୫: ଆସାମର ଗୁଆହାଟୀରେ ମ୍ୟୁନିସିପାଲିଟି ପାଣି ପାଇପ୍ ଫାଟିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଣିର ଅତ୍ୟଧିକ ଚାପ ଯୋଗୁ ଗୁଆହାଟୀର ଖରଗୁଲି ଅଞ୍ଚଳରେ ଅନୂ୍ୟନ ୪୦ ଘର…
ମୋଦି ସରକାରଙ୍କୁ ପୂରଣ ହେଲା ୯ ବର୍ଷ
ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର ସମ୍ଭାଳିଥିଲେ। ୨୦୧୪ରେ ମୋଦି ଲହରରେ ବସି ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟା ଗରିଷ୍ଠତା ହାସଲ…
୩୦ ପିଲାଙ୍କୁ ବଳାତ୍କାର, ହତ୍ୟା
ନୂଆଦିଲ୍ଲୀ,୨୬ା୫: ୨୦୦୮ରୁ ୨୦୧୫ ମଧ୍ୟରେ ୩୦ ପିଲାଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା କରିଥିବା ରବୀନ୍ଦ୍ର କୁମାରଙ୍କୁ ଦିଲ୍ଲୀର ଏକ କୋର୍ଟ ୮ ବର୍ଷର ଶୁଣାଣି ପରେ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୨୦୧୫ରେ ସେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ…
ଦେଶରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ଭାଜପା
ମୁମ୍ବାଇ,୨୬ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଦିଲ୍ଲୀର ଅମଲାତନ୍ତ୍ରୀମାନଙ୍କ ଉପରେ ନିୟନ୍ତ୍ରଣ ଛଡ଼ାଇନେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବା ଲାଗି କେଜ୍ରିଓ୍ବାଲ ତାଙ୍କ ସହଯୋଗ…
୨୦୧୮ ଭିଡ଼ହିଂସା ମାମଲାରେ ୪ ଜଣଙ୍କୁ ୭ ବର୍ଷ ଜେଲ
ଜୟପୁର, ୨୬ା୫ : ୨୦୧୮ରେ ରାକବର ଖାନ୍ଙ୍କୁ ପିଟି ମାରିଦେବା ଘଟଣାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ରାଜସ୍ଥାନ ଅଲଓ୍ବର ଜିଲାର ଏକ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୭ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୧୦…
ଓଟିଟିରେ ପ୍ରସାରିତ ହେବ ତମାଖୁ ସତର୍କ ସୂଚନା
ନୂଆଦିଲ୍ଲୀ, ୨୬ା୫: ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରୋଗ୍ରାମ ଭଳି ଓଟିଟି ପ୍ଲାଟ୍ଫର୍ମଗୁଡ଼ିକରେ ଖୁବ୍ଶୀଘ୍ର ତମାଖୁ ନିରୋଧୀ ସତର୍କ ସୂଚନା ପ୍ରସାରଣ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆନୁଷଙ୍ଗିକ ନିୟମାବଳୀରେ ସଂଶୋଧନ କରିବାକୁ ଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସିଗାରେଟ୍ ଓ ଅନ୍ୟାନ୍ୟ…
କ୍ୟାମ୍ପସ୍ରେ ଛାତ୍ରୀଙ୍କୁ ହତ୍ୟା ପରେ ସହପାଠୀଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ, ୨୬ା୫: ଉତ୍ତରପ୍ରଦେଶ ନୋଏଡ଼ାସ୍ଥିତ ଶିବ ନାଦର ୟୁନିଭର୍ସିଟି କ୍ୟାମ୍ପସ୍ରେ ଚଳିତ ମାସରେ ଦୁଇ ଛାତ୍ରୀଛାତ୍ରଙ୍କ ଜୀବନ ଗଲାଣି। ୨୨ ବର୍ଷୀୟ ଅନୁଜ ଜୈନ୍ ଗତ ୧୮ ତାରିଖରେ ତାଙ୍କ ସହପାଠୀ ସ୍ନେହ ଚୌରାସିଆଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରେ…
Archives


