ଜାତୀୟ

ଜେଲରୁ ମୁକୁଳିଲେ ଅମରମଣି-ମଧୁମଣି ତ୍ରିପାଠୀ

ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ଚର୍ଚ୍ଚିତ କବୟତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ଜେଲରୁ ମୁକୁଳିଛନ୍ତି। ଉଭୟ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ଜେଲରେ…

ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ମାମଲା: ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଟିପ୍ପଣୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସେ ଏସିରେ ଆବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ…

ଅଜିତ ଆମ ନେତା ବୋଲି ମୁଁ କହିନାହିଁ: ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ମୁଖ୍ୟ ଶରଦ ପାଓ୍ବାରଙ୍କ ୟୁ-ଟର୍ଣ୍ଣ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଜିତ ପାଓ୍ବାର ଭାଜପା ସହ ହାତ ମିଳାଇଥିଲେ ହେଁ ତାଙ୍କୁ ସେ ଦଳର ନେତା ଭାବେ ବିବେଚନା କରିଥିଲେ। ଏପରିକି ଏନ୍‌ସିପିରେ କୌଣସି ଫାଟ ନାହିଁ…

ମଣିପୁର ବିଧାନସଭା ଅଧିବେଶନେରେ ଯୋଗଦେବେନି ମହିଳା କୁକି ମନ୍ତ୍ରୀ

ଇମ୍ଫାଲ,୨୫।୮: ମଣିପୁର ବିଧାନସଭା ଅଧିବେଶନରେ ଯୋଗ ଦେବେନି କୁକି ସମ୍ପ୍ରଦାୟର ମହିଳା ମନ୍ତ୍ରୀ ନେମଚା କିପଗେନ। ତେବେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପାହାଡ ଜିଲା ପାଇଁ ପୃଥକ ପ୍ରଶାସନ ଦାବି କରୁଥିବା ସମସ୍ତ ଦଶ ଜଣ କୁକି ବିଧାୟକଙ୍କୁ ସୁରକ୍ଷା…

୪ ନୂଆ ଜିଲା ପ୍ରସ୍ତାବକୁ ଆସାମ କ୍ୟାବିନେଟରେ ଅନୁମୋଦନ

ଗୁଆହାଟୀ,୨୫ା୮: ଆସାମରେ ୪ ନୂଆ ଜିଲା ଓ ୮୧ ସବ୍‌ଡିଭିଜନ ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୧୦୦ତମ କ୍ୟାବିନେଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ୪ ନୂଆ ଜିଲା ପୁନର୍ଗଠନ କରାଯାଇଛି।…

ଛତିଶଗଡରେ ନିର୍ବାଚନକୁ ନେଇ ସରଗରମ ରାଜନୀତି: ରାଜ୍ୟ ଗସ୍ତରେ ଶାହା, ଖାର୍ଗେ ଓ ରାହୁଲ

ରାୟପୁର, ୨୫।୮: ଛତିଶଗଡରେ ବିଧାନସଭା ନିର୍ବାଚନ ନେଇ ଅଣ୍ଟା ଭିଡିଲେଣି ଭାଜପା, କଂଗ୍ରେସ। ନିର୍ବାଚନ ରଣନୀତି ପ୍ରସ୍ତୁତି ପାଇଁ ରାଜ୍ୟରେ ଡେରା ପକାଇଲେଣି ଶୀର୍ଷ ନେତା। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସ ରାଷ୍ଟ୍ରିୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ…

ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ନିଜଆଡୁ ନିର୍ବାଚନ କରାଇଲେ ଭାଜପା ବିଧାୟକ

ଭୋପାଳ,୨୫।୮: ୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ତାରିଖ ମଧ୍ୟ ଘୋଷଣା କରି ନାହାନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ ଅଗଷ୍ଟ ୨୧ରୁ ଅଗଷ୍ଟ ୨୪ଯାଏଁ ନିର୍ବାଚନ ନେଇ…

ଚନ୍ଦ୍ରାୟାନ ପ୍ରତି ବିପଦ! ନଷ୍ଟ ହୋଇଯିବ ବିକ୍ରମ-ପ୍ରଜ୍ଞାନ, କହିଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଭାରତ। ଚନ୍ଦୟାୟାନ-୩ର ଅବତରଣ ପରେ ପ୍ରାୟ ୨ଘଣ୍ଟା ୩୦ମିନିଟ୍‌ ପରେ ରୋଭର ପ୍ରଜ୍ଞାନ ବିକ୍ରମରୁ ବାହାରିଥିଲା। ତେବେ ଇସ୍ରୋ ଲ୍ୟାଣ୍ଡିଂ ପରେ ଚନ୍ଦ୍ରାୟାନର ସଦ୍ୟତମ ଅପଡେଟ୍‌ ଦେଇ ଆସୁଛି। ଉଭୟ ଲ୍ୟାଣ୍ଡର…

ସୌର ପ୍ୟାନେଲ ଦ୍ୱାରା ଚାର୍ଜ ହେଉଛି ପ୍ରଜ୍ଞାନ, ଭିଡିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଭାରତର ବିକ୍ରମ। ଚନ୍ଦ୍ରାବତରଣ କରିଛି ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ଭିଡିଓ ଟୁଇଟ୍‌ କରିବା ପରେ ଇସ୍ରୋ ରୋଭର ପ୍ରଜ୍ଞାନର ଏକ ଭିଡିଓ ଟୁଇଟ୍‌ କରିଛି। ଯେଉଁଥିରେ ପ୍ରଜ୍ଞାନ ବିକ୍ରମରୁ ଏକ ର଼୍ୟାମ୍ପ ଦ୍ୱାରା ବାହାରକୁ…

ଭାଜପାର ଜନ ଆଶୀର୍ବାଦ ଯାତ୍ରା ପାଇଁ ୭ ରଥ ପ୍ରସ୍ତୁତ, ୨୨ ଦିନରେ ଅତିକ୍ରମ କରିବ ୧୦ ହଜାର କିଲୋମିଟର

ଭୋପାଳ,୨୫।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ଜନ ଆଶୀର୍ବାଦ ଯାତ୍ରା ୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଆଶୀର୍ବାଦ ଯାତ୍ରା ପାଇଁ ଭାଜପା ୭ ରଥ ପ୍ରସ୍ତୁତ କରିଛି। ଏଥିମଧ୍ୟରୁ ୫ ରଥ ଯାତ୍ରାରେ ସାମିଲ ହେବ, ଅନ୍ୟ ୨ଟି ରଥ ଏମରଜେନ୍ସି…

ତିନି ଦିନ ସଟଡାଉନ ରହିବ ଦିଲ୍ଲୀ! କାହିଁକି ନିଆଗଲା ଏତେବଡ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୮: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସମସ୍ତ ସଦସ୍ୟ ଦେଶର ମୁଖ୍ୟ ଅଂଶଗ୍ରହଣ କରିବେ। ତେଣୁ ସୁରକ୍ଷା ଦୃଷ୍ଟରୁ…

ମଣିପୁରରେ ହୋଇନି ଧାର୍ମିକ ହିଂସା, ଆମେରିକାର ଥିଙ୍କ୍‌ ଟ୍ୟାଙ୍କ୍‌ କହିଲା ହିଂସାର କାରଣ

ଓ୍ବାଶିଂଟନ୍‌,୨୫।୮: ମଣିପୁରରେ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାର ଥିଙ୍କ ଟ୍ୟାଙ୍କ। ରିପୋର୍ଟରେ ଦର୍ଶାଯାଇଛି ଯେ ହିଂସା ହେବାର କାରଣ ପାରସ୍ପରିକ ଅବିଶ୍ୱାସ, ଅର୍ଥନୀତିର ପ୍ରଭାବ, ନିଶା ସେବନ ଏବଂ ବିଦ୍ରୋହ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?