ଜାତୀୟ

ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ବେଙ୍ଗାଲୁରୁ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ମହିଳା ବୈଜ୍ଞାନିକଙ୍କ ସହ କଥା ହୋଇଛନ୍ତି। ଏହି ମହିଳା ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩ର ଅଂଶ ଥିଲେ। ପ୍ରଧkାନମନ୍ତ୍ରୀ ମୋଦି ଚନ୍ଦ୍ରାୟନ-୩ର ସପ୍ଟ ଲ୍ୟାଣ୍ଡିଂର ସଫଲ ମିଶନ ପାଇଁ ସେମାନଙ୍କର ମହତ୍ୱପୂର୍ଣ୍ଣ…

ମେଘାଳୟର ଶାଲ, ଛତିଶଗଡ଼ର ଡୋକରା କଳାକୃତି ଗ୍ରୀସ ନେତାଙ୍କୁ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିବସୀୟ ଗ୍ରୀସ ଗସ୍ତ ସମୟରେ ସେଠାରେ ତାଙ୍କ ସମକକ୍ଷଙ୍କୁ ଭାରତୀୟ ଲୋକ ସଂସ୍କୃତି ସହ ଜଡିତ ଉପହାର ଦେଇଛନ୍ତି। ଏହି ଉପହାରରେ ପ୍ରଧାନମନ୍ତ୍ରୀ ମେଘାଳୟରୁ ତେଲେଙ୍ଗାନା ପର୍ଯ୍ୟନ୍ତ କଳାକୃତିକୁ ସାାମିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମଦୁରାଇ ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ, ଜାରି ହେଲା ଟୋଲ ଫ୍ରି ନମ୍ବର, ବଢୁଛି ମୃତାହତଙ୍କ ସଂଖ୍ୟା

ମଦୁରାଇ,୨୬।୮: ମଦୁରାଇ ଟ୍ରେନ ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭିର ଦୁଃଖ ପ୍ରକାଶ କରିଛନ୍ତି। ମଦୁରାଇ ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି କହିବା ସହ ଯୋଗୀ ମୃତକଙ୍କ ପରିବାର ପ୍ରତି ସମବେଦନା…

ସୁଯୋଗ ମିଳିଲେ କଂଗ୍ରେସ ଅଧ୍ୟକ୍ଷ ହେବି, ଏହା ମୁଖ୍ୟମନ୍ତ୍ରୀ ପଦଠାରୁ ବି ୧୦୦ ଗୁଣା ବଡ: ଗେହଲୋଟ

ଜୟପୁର,୨୬।୮: ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି କି ପରିସ୍ଥିତି ଏମିତି ହେଲା ଯେ ମୁଁ ଅଧ୍ୟକ୍ଷ ହୋଇ ପାରିଲି ନାହିଁ। ଏହା ୧୦୦ ଗୁଣ ଭଲ ହେବ ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ବହୁତ ବଡ…

‘ଇଭିଏମ ହ୍ୟାକ କରି ଜିତୁଛନ୍ତି ନିର୍ବାଚନ’, ସାମନାରେ ଭାଜପାକୁ ପୁଣି ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୨୬।୮: ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ତା’ର ମୁଖପତ୍ର ସାମନାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ସାମନାର ସମ୍ପାଦକୀୟରେ ଲେଖାଯାଇଛି କି ଭାଜପା ଇଭିଏମ ହ୍ୟାକ କରି ନିର୍ବାଚନ ଜିତୁଛି। ଏହା ସହିତ ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି ଏବଂ ବର୍ତ୍ତମାନ…

ଜି -୨୦ ସମ୍ମିଳନୀକୁ ନେଇ ପାର୍କିଂରେ ସମସ୍ୟା, ବାତିଲ ହୋଇପାରେ ୧୦୦୦ରୁ ଅଧିକ ଉଡାଣ

ନୂଆଦିଲ୍ଲୀ,୨୬।୮: ଜି -୨୦ ଶିଖର ସମ୍ମିଳନୀକୁ ନେଇ ଦିଲ୍ଲୀ ବିମାନବନ୍ଦରରେ ଏକ ହଜାରରୁ ଅଧିକ ବିମାନ ବାତିଲ ହୋଇପାରେ। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ ବିମାନବନ୍ଦର ପାର୍କିଂ ପାଇଁ ସ୍ଥାନ ସୃଷ୍ଟି କରିବାକୁ ଏହି ବିମାନଗୁଡ଼ିକୁ ବାତିଲ କରାଯାଇପାରେ। ଜି-୨୦ ଶିଖର…

ଲକ୍ଷ୍ନୌରୁ ରାମେଶ୍ୱର ଯାଉଥିବା ଟ୍ରେନରେ ଲାଗିଲା ନିଆଁ, ୮ ମୃତ

ମଦୁରାଇ,୨୬।୮: ତାମିଲ ନାଡୁରେ ଏକ ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ମିଳିଛି। ଏଠାରେ ମଦୁରାଇ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନର ଏକ କୋଚରେ ନିଆଁକୁ ଲାଗି ଯାଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇର ଅନୁଯାୟୀ, ଦକ୍ଷିଣ ରେଲଓ୍ବେର ସୂତ୍ରରୁ ପ୍ରକାଶ ଯେ ଲକ୍ଷ୍ନୌରୁ…

ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ: ମୋଦି

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରୟାନ ମିଶନରେ ଜଡିତ ବୈଜ୍ଞାନିକମାନଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁର ଇସ୍ରୋରେ ପହଞ୍ଚିଛନ୍ତି। ଚନ୍ଦ୍ରୟାନ-୩ର ଚନ୍ଦ୍ରରେ ସଫଳ ଅବତରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏସଆର ଦଳର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି…

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ, ୩ ମନ୍ତ୍ରୀ ନେଲେ ଶପଥ

ଭୋପାଳ,୨୬।୮: ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)ଅନୁଗାମୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରରେ ୩ ନୂଆ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଦିଆଯାଇଛି। ବିନ୍ଧ୍ୟରୁ ରାଜେନ୍ଦ୍ର ଶୁକ୍ଲା, ମହାକୌଶଲରୁ ଗୌରୀଶଙ୍କର ବିସେନ ଏବଂ ବୁନ୍ଦେଲଖଣ୍ଡରୁ ରାହୁଲ ଲୋଧି କ୍ୟାବିନେଟରେ ସ୍ଥାନ…

ଚନ୍ଦ୍ରୟାନ-୩ ଅବତରଣ କରିଥିବା ସ୍ଥାନକୁ ‘ଶିବ ଶକ୍ତି’, ଚନ୍ଦ୍ରୟାନ-୨ ଅବତରଣ କରିଥିବା ସ୍ଥାନକୁ ‘ତ୍ରିରଙ୍ଗା’ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇସ୍ରୋ ଗସ୍ତରେ ଅଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଭେଟି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରରେ ଯେଉଁଠାରେ ଭାରତର ଚନ୍ଦ୍ରୟାନ-୩ ଅବତରଣ କରିଛି, ତାହାର ନାମ ‘ଶିବ ଶକ୍ତି’ ନାମରେ ପରିଚିତ…

ଦୋଷୀ ସାବ୍ୟସ୍ତ ପାଇଁ ମୃତ୍ୟୁକାଳୀନ ବୟାନ ପର୍ଯ୍ୟାପ୍ତ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ହତ୍ୟାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବ ବୟାନ ଆଧାରରେ ହିଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା…

ମୁକୁଳିଲେ ଅମରମଣି, ମଧୁମଣି

ଗୋରଖପୁର/ଲକ୍ଷ୍ନୌ,୨୬ା୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମଧୁମଣି ତ୍ରିପାଠୀ ଜେଲ ଅବଧି ପୂରିବା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ମୁକୁଳିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?