ଜାତୀୟ

ଡୋଭାଲଙ୍କ ଘରେ ଅଜଣା ବ୍ୟକ୍ତିଙ୍କ ପ୍ରବେଶ ଉଦ୍ୟମ…

ନୂଆଦିଲ୍ଲୀ, ୧୬।୨ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏକ କାର ସହିତ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ...

୪ ବର୍ଷରେ ଇଲେକ୍ଟ୍ରୋଲ ବଣ୍ଡ୍‌ରୁ ମିଳିଛି ୯ ହଜାର କୋଟିରୁ ଅଧିକ, ଚାନ୍ଦା କିଏ ଦେଇଛି-କେଉଁଠୁ ଆସିଛି କୌଣସି ତଥ୍ୟ ନାହିଁ…

ନୂଆଦିଲ୍ଲୀ, ୧୬।୨ : ଜାନୁଆରୀ ୨୦୨୨ ର ପ୍ରଥମ ୧୦ଦିନରେ, ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା ପାଇଁ ଏସବିଆଇରୁ ପ୍ରାୟ ୧,୨୧୩ କୋଟି ଟଙ୍କାର ଇଲେକ୍ଟ୍ରୋଲ ବଣ୍ଡ୍‌ ବିକ୍ରି ହୋଇଛି। ଏହି ପରି ଭାବରେ, ରାଜନୈତିକ ଦଳଗୁଡିକ ୨୦୧୮ଠାରୁ ଗତ...

ଏସ୍‌ଆଇଏକୁ ବଡ଼ ସଫଳତା, ଜୈଶ୍‌ର ୧୦ ଓଭର ଗ୍ରାଉଣ୍ଡ ଓ୍ପାର୍କର ଗିରଫ…

ଶ୍ରୀନଗର, ୧୬।୨ : ଜମ୍ମୁ-କଶ୍ମୀରରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ)କୁ ବଡ଼ ଧରଣର ସଫଳତା ମିଳିଛି। ଦକ୍ଷିଣ ଏବଂ କେନ୍ଦ୍ରୀୟ କଶ୍ମୀର ଅଞ୍ଚଳରେ ଚଢ଼ାଉ ବେଳେ ଜୈଶ୍‌-ଇ-ମହମ୍ମଦ (ଜେଇଏମ)ର ୧୦ଜଣ ଓଭର ଗ୍ରାଉଣ୍ଡ ଓ୍ପାର୍କରଙ୍କୁ ଗିରଫ କରାଯାଇଛି। ରାତିରେ ବିଭିନ୍ନ...

ଫିଲ୍ମ ଟିକଟ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ନାବାଳକ

ତେଲେଙ୍ଗାନା, ୧୬।୨: ଫିଲ୍ମ ଟିକଟ ପାଇଁ ଆତ୍ମହତ୍ୟା କରିଛନ୍ତି ୧୧ ବର୍ଷିୟ ନାବାଳକ। ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସେ ନିଜ ସାଙ୍ଗମାନଙ୍କ ସହିତ ପୱନ କଲ୍ୟାଣଙ୍କ ଆଗାମୀ ଫିଲ୍ମ ଭୀମଲା ନାୟକ ପାଇଁ ଟିକେଟ ବୁକ୍‌ କରିବାକୁ ତାଙ୍କ...

ରବିଦାସ ମନ୍ଦିରରେ ପହଞ୍ଚି ଝାଞ୍ଜ ବଜାଇଲେ ମୋଦି

ନୂଆଦିଲ୍ଲୀ,୧୬।୨: ରବିଦାସଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀ କରୋଲ ବାଗ ସ୍ଥିତ ରବିଦାସ ମନ୍ଦିରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ଦିରରେ ପହଞ୍ଚି ମୋଦି ଦର୍ଶନ କରି ଜନକଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି କିଛି ସମୟ ପାଇଁ...

ଥମୁଛି କରୋନା, ଭିଡ଼କୁ ଭୟ…

ନୂଆଦିଲ୍ଲୀ, ୧୬।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି।...

ସନ୍ଥ ରବିଦାସ ଜୟନ୍ତୀରେ ବାରାଣସୀ ପହଞ୍ଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ବାରାଣସୀ,୧୬।୨: ବୁଧବାର ଦେଶରେ ସନ୍ଥ ରବିଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ବିଧାନସଭା ନିର୍ବାଚନରେ ଦଳିତ ଭୋଟ ବ୍ୟାଙ୍କ ପାଇଁ ନେତାଙ୍କ ଲାଗି ଆଜି ଏକ ବିଶେଷ ଦିନ। ନିର୍ବାଚନ ପରିବେଶ ମଧ୍ୟରେ ରବିଦାସଙ୍କ ଜୟନ୍ତୀରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ...

ପରଲୋକରେ ବଲିଉଡ୍‌ର ଡିସ୍କୋ କିଙ୍ଗ୍‌ ବାପି ଲାହିରୀ

ମୁମ୍ବାଇ,୧୬।୨: ଚଳିତ ମାସରେ ସଙ୍ଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ଼ ଧକ୍କା ମିଳିଛ। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ପରଲୋକ ଘଟିଛି। ୬୯ ବର୍ଷ ବୟସରେ...

ଜି-୨୦ରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ ୧୬ା୨: ୨୦୨୩ ନଭେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ସଚିବାଳୟ ଗଠନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ସଚିବାଳୟର...

ଆତଙ୍କର ମାଷ୍ଟରମାଇଣ୍ଡଙ୍କୁ ଉତ୍ତରଦାୟୀ କରାଯାଉ

ନୂଆଦିଲ୍ଲୀ,୧୬ା୨: ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ବିଶ୍ୱ ଉତ୍ତରଦାୟୀ କରିବା ଆବଶ୍ୟକ ବୋଲି ଜାତିସଂଘରେ ଭାରତ ଦାବି କରିଛି। ସେମାନେ ନିଜକୁ ଆତଙ୍କବାଦର ଶିକାର ବୋଲି ଚିତ୍ରଣ କରି ଅନ୍ତର୍ଜାତୀୟ ସମୁଦାୟଙ୍କୁ ବିଭ୍ରାନ୍ତ କରିବାକୁ ଦିଆ ନ...

ହିଜାବକୁ ଅନୁମତି ଦିଆ ନ ଯିବାରୁ ପରୀକ୍ଷା ଦେଲେନି ଛାତ୍ରୀ

ଶିବମୋଗା ,୧୬ା୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ବାରଣକୁ ନେଇ ବିବାଦ ଲାଗି ରହିଥିବାବେଳେ ମଙ୍ଗଳବାର ଉଡୁପି ଏବଂ ଶିବମୋଗା ଜିଲାରେ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ ସ୍କୁଲ୍‌ରେ ପ୍ରବେଶ ଅନୁମତି ଦିଆ ନ ଯିବାରୁ କେତେଜଣ ପିଲା ପରୀକ୍ଷା ବର୍ଜନ କରିଛନ୍ତି।...

ଏବିଜି ଶିପ୍‌ୟାର୍ଡ ଅଧିକାରୀଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ

ନୂଆଦିଲ୍ଲୀ,୧୬ା୨: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତ ଏବିଜି ଶିପ୍‌ୟାର୍ଡ କମ୍ପାନୀର ମୁଖ୍ୟ ତଥା ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍‌ ଆଉଟ ନୋଟିସ ଜାରି କରାଯାଇଛି। ସେମାନେ ଯେପରି ଦେଶ ଛାଡ଼ି ଯାଇ ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri