ଜାତୀୟ

ଲଦାଖବାସୀଙ୍କ ସ୍ବରକୁ ଚପାଇଦିଆଯାଉଛି: ରାହୁଲ

ନୂଆଦିଲ୍ଲୀ,୨୬।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି, ଲଦାଖବାସୀଙ୍କ ରାଜନୈତିକ ସ୍ବରକୁ ଚପାଇ ଦିଆଯାଉଛି। ତେଣୁ ଲଦାଖବାସୀଙ୍କ ସମସ୍ତ ଦାବିକୁ ସେ ପାର୍ଲାମେଣ୍ଟର ଆଗାମୀ ଅଧିବେଶନରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରକାର ଲଦାଖବାସୀଙ୍କୁ ଦେଇଥିବା ରୋଜଗାର…

‘ଜାମିନ ପାଇବା ପରେ ବ୍ୟାଡମିଣ୍ଟନ ଖେଳୁଛନ୍ତି ଲାଲୁ ଯାଦବ’, ସୁପ୍ରିମକୋର୍ଟରେ ସିବିଆଇର ଯୁକ୍ତି

ନୂଆଦିଲ୍ଲୀ,୨୬।୮: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଚୋରା ଘୋଟାଲାରେ ଜାମିନ ପାଇବା ପରେ ବ୍ୟାଡମିଣ୍ଟନ ଖେଳୁଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଏହା କହିଛି। ଏହି ଆଧାରରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା…

୩୦ ବର୍ଷରେ କମିଲେଣି ୬୦% ପକ୍ଷୀ ପ୍ରଜାତି

ନୂଆଦିଲ୍ଲୀ,୨୬।୮: ଗତ ୩୦ ବର୍ଷ ମଧ୍ୟରେ ୩୩୮ ପ୍ରକାର ପକ୍ଷୀଙ୍କ ପ୍ରଜାତି ସଂଖ୍ୟା ପରିବର୍ତ୍ତନ ଏବଂ ୬୦% ପକ୍ଷୀ ପ୍ରଜାତି ହ୍ରାସ ଘଟିଛି। ଏହା ୩୦ ହଜାର ପକ୍ଷୀ ପ୍ରଜାତିର ତଥ୍ୟ ଆଧାରରେ ଜଣାପଡ଼ିଛି। ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ବାର୍ଡସ୍‌ର ରିପୋର୍ଟ…

ମେହବୁବା ମୁଫ୍‌ତିଙ୍କ ଝିଅଙ୍କୁ ନିୟମିତ ପାସ୍‌ପୋର୍ଟ

ଶ୍ରୀଗନର,୨୬।୮: ଜମ୍ମୁ-କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଝିଅ ଇଲ୍‌ତିଜା ମୁଫ୍‌ତିଙ୍କୁ ନିୟମିତ ପାସ୍‌ପୋର୍ଟ ମିଳିଛି। ତେବେ ଏହାର ସମୟସୀମା ୧୦ବର୍ଷ ରହିଛି। ଇଲ୍‌ତିଜା ତାଙ୍କ ପାସ୍‌ପୋର୍ଟ ସମୟସୀମା ବୃଦ୍ଧି ଏବଂ ତାଙ୍କ…

ମାସିକ ଫି’ ନ ଦେବାରୁ ନିର୍ଯାତନା

ଥିରୁଭାନନ୍ତପୁରମ୍‌,୨୬।୮: ସ୍କୁଲର ମାସିକ ଟ୍ୟୁଶନ ଫି’ ନେବାରୁ ଜଣେ ଛାତ୍ରଙ୍କୁ ତଳେ ବସି ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। କେରଳର ଏକ ଘରୋଇ ସ୍କୁଲରେ ଶୁକ୍ରବାର ଏଭଳି ଘଟଣା ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ…

ଚନ୍ଦ୍ରୟାନ-୩ ତଥ୍ୟରୁ ଲାଭାନ୍ବିତ ହେବ ବିଶ୍ୱ: ରାଷ୍ଟ୍ରପତି

ଚନ୍ଦ୍ରୟାନ-୩ ଜରିଆରେ ଚନ୍ଦ୍ରରୁ ମିଳିଥିବା ନୂଆ ତଥ୍ୟରୁ ସାରା ବିଶ୍ୱ ଲାଭାନ୍ବିତ ହେବ ବୋଲି ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶାବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁର୍ମୁ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନଙ୍କ ଅଭୂତପୂର୍ବ ସଫଳତା ଯୋଗୁ…

ଚନ୍ଦ୍ରରେ ୮ ମିଟର ଚାଲିଲା ରୋଭର

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମରୁ ବାହାରିବା ପରଠୁ ରୋଭର ପ୍ରଜ୍ଞାନ ୮ ମିଟର ଚାଲିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ପ୍ରଜ୍ଞାନର ଗତିବିଧି ଉପରେ ନଜର ରଖାଯାଇଛି। ରୋଭର କରିବାକୁ ଥିବା ସବୁ ପ୍ରୟୋଗକୁ ନିରୀକ୍ଷଣ କରାଯାଉଛି। ପ୍ରପଲସନ୍‌ ମୋଡୁଲ୍‌ରେ…

ଆଜି ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସର ଏଥେନ୍ସରୁ ବାହାରି ଶନିବାର ଭାରତରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରେ ତାଙ୍କର ଦୁଇ ଦେଶ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ସିଧା କର୍ନାଟକର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏହି ସମୟରେ…

ହୋଟେଲରେ ମହିଳା ପର୍ଯ୍ୟଟକଙ୍କୁ ବଳାତ୍କାର

ପଣଜୀ,୨୫।୮: ହୋଟେଲରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ବଳାତ୍କାର ଅଭିଯୋଗରେ ଗୋଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୁଜରାଟର ଲକ୍ଷ୍ମଣ ଶିଆର ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗୋଆ ଡିଏସ୍‌ପି ଜିଭା ଡଲଭି କହିଛନ୍ତି, ମହିଳା ଏବଂ…

‘ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି

ମୁମ୍ବାଇ: ଚନ୍ଦ୍ରାୟାନ ୩ର ସଫଳତାକୁ ନେଇ ଦେଶରେ ଖୁସିର ଆସର ଚାଲିଛି। ତେବେ ଇସ୍ରୋର ଏହି ସଫଳତାକୁ ବଡ ସ୍କ୍ରିନରେ ଦେଖାଇବା ପାଇଁ ଆଗକୁ ଆସିଛନ୍ତି ବହୁ ଚଳଚ୍ଚିତ୍ର ର୍ନିମାତା। ମିଶନ ମଙ୍ଗଲୟାନ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଗନ ଶକ୍ତି ଚନ୍ଦ୍ରାୟାନ…

ପଞ୍ଜାବରେ ଲାଗିପାରେ ରାଷ୍ଟ୍ରପତି ଶାସନ! ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କୁ ଚେତାବନୀ ଦେଲେ ରାଜ୍ୟପାଳ ବନଓ୍ବାରିଲାଲ

ଚଣ୍ଡିଗଡ,୨୫।୮: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଶୁକ୍ରବାର ଭଗବନ୍ତ ସରକାରଙ୍କୁ ସମ୍ବିଧାନ ବିରୋଧରେ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କ ଚିଠିର ଉତ୍ତର ଦେଇ…

ୟୁପିଆଇ ଲାଇଟରେ ବିନା ଇଣ୍ଟରନେଟ୍‌ରେ ୫୦୦ଟଙ୍କା ଯାଏଁ କରିପାରିବେ ପେମେଣ୍ଟ, ନିର୍ଦ୍ଦେଶାନାମା ଜାରି କଲା ଆରବିଆଇ

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୟୁପିଆଇ ଲାଇଟ ମାଧ୍ୟମରେ ଅଫଲାଇନ କାରବାରକୁ ୨୦୦ରୁ ୫୦୦କୁ ବୃଦ୍ଧି କରିଛି। ଶୁକ୍ରମାର ଏକ ନିର୍ଦ୍ଦେଶାନାମା ଜାରି କରି ଆରବିଆଇ କହିଛି, ଦେଶର ଯେଉଁ ଅଞ୍ଚଳରେ ଇଣ୍ଟରନେଟ ନାହିଁ କିମ୍ବା ନେଟଓ୍ବାର୍କ ଦୁର୍ବଳ ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?