ଜାତୀୟ

ସଂସଦ ଭବନରେ ପ୍ରଦର୍ଶିତ ହେବ ‘ଗଦର ୨’

ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଫିଲ୍ମ ‘ପଠାନ’ ପରେ ୨୦୨୩ ବର୍ଷର ହିନ୍ଦୀ ସିନେମାର ଦ୍ୱିତୀୟ ବୃହତ୍ତମ ହିଟ ଫିଲ୍ମ ପାଲଟିଛି। ଏହି ଫିଲ୍ମ ବକ୍ସ…

ମୁଁ ଗ୍ୟାରେଣ୍ଟି ଦେଉଛି, ୨୦୨୪ରେ ଆମେ ଭାଜପାକୁ ହରାଇବୁ: ରାହୁଲ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଲଦାଖରେ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆମେ ୨୦୨୪ରେ ଭାଜପାକୁ…

ଭାଜପା ସହ ଆଦୌ ମେଣ୍ଟ କରିବୁ ନାହିଁ:ସୁଖବୀର ସିଂ ବାଦଲ

ଚଣ୍ଡିଗଡ,୨୫।୮: ପଞ୍ଜାବର ରାଜନୈତିକ ସର୍କଲରେ ଶିରୋମଣି ଅକାଳୀ ଦଳ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। କିନ୍ତୁ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଏହି ଚର୍ଚ୍ଚା ଉପରେ…

ଅଗଷ୍ଟରେ ହେବନି ‘ଇଣ୍ଡିଆ’ର ବୈଠକ

ନୂଆଦିଲ୍ଲୀ,୨୫।୮: ୩୦-୩୧ ଅଗଷ୍ଟରେ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ବର୍ତ୍ତମାନ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଶୁକ୍ରବାର ସୂଚନା ଦେଇଛନ୍ତି। ଭାଜପା ସରକାରଙ୍କ ବିରୋଧରେ ଜୁନ ୨୩ରେ ପ୍ରଥମ ଥର ପାଇଁ…

ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହେବ ଇସ୍ରୋର ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ,୨୫।୮: ମିଶନ ମୁନ ଅଧୀନରେ ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରି ଇତିହାସ ସୃଷ୍ଟି କରିଛି। ଇସ୍ରୋ ମିଶନ ସନ ଅଧୀନରେ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାର ପ୍ରସ୍ତୁତ କରୁଛି। ସେପ୍ଟେମ୍ବର ୨ରେ ଇସ୍ରୋ ପିଏସ୍‌ଏଲଭି ରକେଟ ମାଧ୍ୟମରେ ସତୀଶ…

ମୁକୁଳିବେ ଅମରମଣୀ ତ୍ରିପାଠୀ, ପତ୍ନୀ ମଧୁମଣି, ୟୁପି ସରକାରଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୨୫।୮: ସୁପ୍ରିମକୋର୍ଟ କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡର ଦୋଷୀଙ୍କୁ ସମୟ ପୂର୍ବରୁ ମୁକୁଳାଇବା ନିର୍ଦ୍ଦେଶ ଉପରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାସହ କୋର୍ଟ ଦୋଷୀମାନଙ୍କୁ ମୁକ୍ତ କରିବାକୁ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ସରକାର ପୂର୍ବତନ ମନ୍ତ୍ରୀ…

ମୁମ୍ବାଇ ପୋଲିସକୁ ଆସିଲା ବିମାନରେ ବୋମାଥିବା ଫୋନ କଲ, ଘଟଣାର ଯାଞ୍ଚ ଆରମ୍ଭ

ମୁମ୍ବାଇ,୨୫।୮: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ମୁମ୍ବାଇ ବିମାନ ବନ୍ଦରରେ ଏକ ବିମାନରେ ବୋମାଥିବା ମିଥ୍ୟା କଲ ଆସିଛି। ଏହି କଲ ସତାରାର ଜଣେ ଯୁବକ କରିଥିବା କୁହାଯାଉଛି। ତେବେ ଏହା ପଛର କାରଣ କ’ଣ ଓ ଯୁବକ ଜଣଙ୍କ ଏମିତି…

ସତ କହୁନାହାନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୨୫।୮: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କାରଗିଲରେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଚାଇନା ଭାରତର ହଜାର ହଜାର କିଲୋମିଟର ଜମି ଛଡ଼ାଇ ନେଇଛି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

‘ଏନସିପିରେ ହୋଇନାହିଁ କୌଣସି ବିଭାଜନ, ଅଜିତ ଆମର ନେତା’,ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପାଓ୍ବାର ପୁଣିଥରେ ଦଳ ମଧ୍ୟରେ ବିଭାଜନକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି କି ସେ ଓ ଅଜିତ ପାଓ୍ବାରଙ୍କ ମଧ୍ୟରେ କିଛି ହୋଇନାହିଁ। କୌଣସି ଲଢେଇ ବା ମତଭେଦ ହୋଇନାହିଁ। ସେ ଆମ ଦଳର…

ଶନିବାର ଭାରତ-ଆମେରିକା ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୫।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଭାଗିଦାରୀ ବୃଦ୍ଧି ଏବଂ ବାଣିଜ୍ୟ ସହ ଜଡିତ ବଝାମଣା ସମସ୍ୟାର ସମାଧାନ ପାଇଁ ଅଗଷ୍ଟ ୨୬ ଅର୍ଥାତ୍‌ ଶନିବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଏନେଇ ଦୁଇଜଣ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।…

ଚନ୍ଦ୍ରାୟନ-୩ର ନୂଆ ଭିଡିଓ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରାୟନ -୩ ମିଶନର ସଫଳତା ପରେ ସାରା ବିଶ୍ୱ ବଡ ଉତ୍ସୁକତାର ସହ ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପକ୍ଷରୁ ଆସିବାକୁ ଥିବା ସୂଚନାକୁ ଅପେକ୍ଷା କରିଛନ୍ତି। ଭାରତର ସ୍ପେସ ଏଜେନ୍ସି ଇସ୍ରୋ ମଧ୍ୟ ସମୟ ସମୟରେ…

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ଜିନ୍‌ପିଙ୍ଗ୍‌!

ନୂଆଦିଲ୍ଲୀ/ବେଜିଂ,୨୫।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ସେମାନେ ପୂର୍ବ ଲଦାଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?