ଜାତୀୟ

୩ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଗିରଫ…

ଶ୍ରୀନଗର,୨୬।୮ : ଉତ୍ତର କଶ୍ମୀରର କୁପୱାରା ଜିଲାରେ ସେନା ତଥା ଜମ୍ମୁ-କଶ୍ମୀର ପୋଲିସର ମିଳିତ ବାହିନୀଙ୍କୁ ଆତଙ୍କବାଦ ବିରୋଧୀ କର୍ଯ୍ୟକଳାପରେ ବଡ଼ ସଫଳତା ମିଳିଛି। ମିଳିତ ସୁରକ୍ଷାର୍କମୀ ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୫ ଗ୍ରେନେଡ ମଧ୍ୟ ଜବତ କରାଯାଇଛି।…

ଇସ୍ରୋ ପୂର୍ବରୁ ଆରମ୍ଭ ହୋଇଛି ପାକିସ୍ତାନର ସ୍ପେସ ଏଜେନ୍ସି, ୬୨ବର୍ଷରେ ଲଞ୍ଚ କରିଛି କେବଳ ୫ଟି ସାଟେଲାଇଟ

ନୂଆଦିଲ୍ଲୀ/ଇସଲାମବାଦ,୨୬।୮: ଚନ୍ଦ୍ରାବତରଣ କରିଛି ଭାରତ। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରିଚିଛି। ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ର ସଫଳତାକୁ ସାରା ବିଶ୍ୱରେ ଆଲୋଚନା ହେଉଛି। ଖାସ୍‌ କରି ଆମ ପଡୋଶୀ ଦେଶ ପାକିସ୍ତାନରେ ଏନେଇ ଅଧିକ ଚର୍ଚ୍ଚା ହେଉଛି।…

ଦଳ ଛାଡ଼ିଥିବା ସଦସ୍ୟଙ୍କ ସହ ଗରିଲା ଯୁଦ୍ଧ ରଣନୀତି କରୁଛନ୍ତି ଶରଦ ପାଓ୍ବାର: ସଞ୍ଜୟ ରାଉତ…

ମୁମ୍ବାଇ,୨୬।୮ : ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶନିବାର କହିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ତାଙ୍କ ଦଳ ଛାଡୁଥିବା ଲୋକଙ୍କ ସହ ଗରିଲା ଯୁଦ୍ଧ କୌଶଳ ବ୍ୟବହାର କରୁଛନ୍ତି। ତାଙ୍କ ଦଳ ଭାରତୀୟ ଜନତା…

ମେଘାଳୟ ସୋନାପୁର ଟନେଲରେ ଭୂସ୍ଖଳନ…

ଶିଲଂ,୨୬।୮ : ମେଘାଳୟର ସୋନାପୁର ଟନେଲରେ ପୁଣି ଥରେ ଭୂସ୍ଖଳନ ଘଟିଛି। ଟନେଲରେ ଭୂସ୍ଖଳନ ଯୋଗୁୁ ଶହ ଶହ ଗାଡି ଫସି ରହିଛନ୍ତି। ଗତ କିଛି ଦିନ ହେବ ଲଗାତାର ବର୍ଷା ହେବା ଦ୍ୱାର ଏହି ଭୂସ୍ଖଳନ ଘଟିଛି। ସୋନାପୁର ଟନେଲରେ…

ମୁଜାଫରପୁର ଘଟଣା ଭାଜପାର ଘୃଣା ରାଜନୀତିର ଫଳ: ଖାର୍ଗେ….

ନୂଆଦିଲ୍ଲୀ,୨୬।୮ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଭାଜପା ବିରୋଧରେ ଅଭିଯୋଗ ଆଣିଛନ୍ତି। ଉତ୍ତରପ୍ରଦେଶର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଜଣେ ଜଣେ ସଂଖ୍ୟାଲଘୁ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କୁ ଚାପୁଡା ମାରିବା ଦଳର ଘୃଣା ରାଜନୀତିର ଫଳାଫଳ। ସେ କହିଛନ୍ତି ଏଭଳି…

ନୁହରେ ପୁଣି ଇଣ୍ଟରନେଟ୍‌ ସେବା ବନ୍ଦ

ଚଣ୍ଡିଗଡ଼,୨୬।୮: ହରିୟାଣାର ନୁହରେ ପୁଣି ଦୁଇ ଦିନ ବନ୍ଦ ରହିବ ଇଣ୍ଟରନେଟ ସେବା। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ସେବା ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ବ୍ରିଜ ମଣ୍ଡଳର ଜଳାଭିଷେକ ଯାତ୍ରାକୁ ନେଇ…

ଶିକ୍ଷୟିତ୍ରୀଙ୍କୁ କୋର୍ଟ ଚାଲାଣ କରାଯିବ ନା’ ଘୃଣା ସଂସ୍କୃତି ବଢ଼ିବାକୁ ଦିଆଯିବ: ମୋଦିଙ୍କୁ ସିବଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୮ : ରାଜ୍ୟସଭା ଏମପି କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର କଡା ସମାଲୋଚନା କରିଛନ୍ତି। ଊତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ସଂଖ୍ୟାଲଘୁ ଛାତ୍ରଙ୍କ ପ୍ରତି କରିଥିବା ଅନ୍ୟାୟ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସର୍ବସାଧାରଣରେ ନିନ୍ଦା କରି ଶିକ୍ଷକଙ୍କୁ…

ମୁଖ୍ୟମନ୍ତ୍ରୀ ବିଜୟନ-ଝିଅଙ୍କୁ ଆଶ୍ୱସ୍ତି: କୋର୍ଟରେ ଅଭିଯୋଗ ଖାରଜ…

ଥିରୁଭାନନ୍ତପୁରମ,୨୬।୮ : କେରଳର ଭିଜିଲାନ୍ସ କୋର୍ଟ ପିନାରାଇ ବିଜୟନ ଏବଂ ତାଙ୍କ ଝିଅଙ୍କୁ ଆଶ୍ୱସ୍ତି ମିଳିଛି। ସିଏମଆରଏଲ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ଆଇଟି କମ୍ପାନୀ ଉପରେ ଆର୍ଥିକ କାରବାର ଯାଞ୍ଚ ପାଇଁ କୋର୍ଟ ତାଙ୍କ ବିରୋଧରେ ହୋଇଥିବା ଏକ ଆବେଦନକୁ…

ଏନସିପିରେ କୌଣସି ବିଭାଜନ ନାହିଁ: ଶରଦ ପାଓ୍ବାର…

ମୁମ୍ବାଇ,୨୬।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଶନିବାର ତାଙ୍କ ଦଳରେ ବିଭାଜନକୁ ଏଡ଼ାଇ ଦେଇ କହିଛନ୍ତି ୍‌ ଏହା ସତ କଥା କିଛି ବିଧାୟକ ଦଳ ଛାଡିଛନ୍ତି, କିନ୍ତୁ କେବଳ ବିଧାୟକମାନେ ସମଗ୍ର ରାଜନୈତିକ ଦଳର ଅର୍ଥ…

ମୁମ୍ବାଇ-ଜୟପୁର ଏକ୍ସପ୍ରେସରେ ୪ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କନଷ୍ଟେବଳଙ୍କର ହେବ ନାହିଁ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ,୨୬।୮: ଗତ ମାସରେ ଅର୍ଥାତ୍‌ ଜୁଲାଇ ୩୧ରେ ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ)ର ଜଣେ କନଷ୍ଟେବଳ ଚେତନ ସିଂ ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଅଭିଯୁକ୍ତଙ୍କ ବ୍ରେନ୍‌ ମ୍ୟାପିଂ ଏବଂ ନାର୍କୋ ଟେଷ୍ଟ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର…

ହିନ୍ଦୁସ୍ତାନ, ଇଣ୍ଡିଆ ରଖାଯାଇ ପାରିଥାଆନ୍ତା, ‘ଶିବଶକ୍ତି’ କାହିଁକି,ଚନ୍ଦ୍ରାୟନ-୩ ଲ୍ୟାଣ୍ଡିଂ ପଏଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ମୌଲାନା ସୈଫ

ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଛି। ଚନ୍ଦ୍ରାୟାନ-୩ ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡିଂ କରି ଭାରତକୁ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ଦେଶ ଭାବେ ପରିଚିତ କରାଇଲା। ଏହାସହ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶର ମାନ୍ୟତା ପାଇଲା ଭାରତ। ଏହି…

ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପହଞ୍ଚିଛନ୍ତି, ଯେଉଁଠାରେ ପାଲମ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ଛିଡା ହୋଇଥିବା ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି- ଆଜି ଗ୍ରୀସରୁ ଫେରିବା ପରେ ମୁଁ ବୈଜ୍ଞାନିକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?