ଜାତୀୟ

ନେହେରୁ କେବଳ ବଡ଼ ବଡ଼ କଥା କହିନାହାଁନ୍ତି, ନିଷ୍ପତ୍ତି ମଧ୍ୟ ନେଇଛନ୍ତି: ଜୟରାମ ରମେଶ

ନୂଆଦିଲ୍ଲୀ,୨୮।୮: ଭାରତୀୟ ମହାକାଶ ଗବେଷଣା ଏଜେନ୍ସି (ଆଇଏସଆରଓ) ଗଠନରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅବଦାନକୁ ହଜମ କରିବାରୁ ନ ଥିବା ଭାଜପାକୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଏମ୍‌ପି ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ। ଜୟରାମ ରମେଶ…

‘ଅଧାଥିବା ଶୋଭାଯାତ୍ରାକୁ ପୂରଣ କରିବ ବିଶ୍ୱ ହିନ୍ଦୁ ପରିଷଦ’, ନୁହରେ ଉତ୍ତେଜନା ମଧ୍ୟରେ କହିଲେ ଭିଏଚପି ନେତା

ନୁହ,୨୮।୮: ହରିୟାଣାର ନୁହରେ ଗତ ମାସରେ ହୋଇଥିବା ହିଂସା ପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ପୁଣିଥରେ ଘୋଷଣା କରିଛି କି ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରାକୁ ପୂରଣ କରାଯିବ। ତେବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏଥିପାଇଁ ଅନୁମତି ଦେଇନାହାଁନ୍ତି। ଏହା…

ଏନଡିଏ ଏମୋଇବା ଭଳି, ଏହାର କୌଣସି ଆକାର ନାହିଁ: ଭାଜପାକୁ ଉଦ୍ଧବଙ୍କ ଜବାବ…

ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ ଏନଡିଏକୁ ଏମୋଇବା ସହ ତୁଳନା କରି କହିଛନ୍ତି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର କୌଣସି ସ୍ଥିର ରୂପ ନାହିଁ। ବିରୋଧୀ ଦଳକୁ ଅହଂକାରୀ ଏବଂ “ଇଣ୍ଡିଆନ ମୁଜାହିଦ୍ଦିନ” ବୋଲି କହି…

ଅଗଷ୍ଟ ୩୧ରେ ଉନ୍ମୋଚିତ ହେବ ‘ଇଣ୍ଡିଆ’ ଲୋଗୋ

ନୂଆଦିଲ୍ଲୀ,୨୮।୮:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ଦଳ ‘ଇଣ୍ଡିଆ’ର ତୃତୀୟ ବୈକ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠରେ ‘ଇଣ୍ଡିଆ’ର ଲୋଗୋ ମଧ୍ୟ ଉନ୍ମୋଚିତ ହେବ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି।…

‘ଏପଟ ସେପଟ ନ କହି କୁହନ୍ତୁ କାରଗିଲକୁ କିଏ ଲୁଟିଛି’, ନ୍ୟାଶନାଲ କନଫରେନ୍ସ କଂଗ୍ରେସକୁ ଟାର୍ଗେଟ କଲେ ଭାଜପା ଏମପି

ନୂଆଦିଲ୍ଲୀ,୨୮।୮: କାରଗିଲ ହିଲ ଡେଭଲପମେଣ୍ଟ କାଉନସିଲ ପାଇଁ ଆସନ୍ତା ମାସ ଅର୍ଥାତ୍‌ ସେପ୍ଟେମ୍ବରରେ ନିର୍ବାଚନ ହେବ। ଏହାକୁ ନେଇ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ରବିବାର ଭାଜପା ଏମପି ଜାମିଆଙ୍ଗ ସେରିଙ୍ଗ ନାମଗ୍ୟାଲ ଜାତୀୟ ସମ୍ମିଳନୀ ତଥା କଂଗ୍ରେସ ମିଳିତ ମଞ୍ଚ…

ହିମାଚଳ ପ୍ରଦେଶରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କୌଣସି ଔପଚାରିକ ସ୍ବାଗତ ସମାରୋହ ହେବ ନାହିଁ: ସୁଖୁ ସରକାର

ଶିମଲା,୨୮।୮: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରବିବାର କହିଛନ୍ତି କି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି କି ଅଫିସିୟାଲ କାର୍ଯ୍ୟକ୍ରମ ସମୟରେ ଗଣମାନ୍ୟ ଲୋକଙ୍କୁ ଶାଲ, ପଗଡି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ସ୍ବାଗତ କରିବାର ପରମ୍ପରା…

‘ଶରଦ ପାଓ୍ବାରଙ୍କ କୃପାରୁ ଅଜିତ ୪ଥର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି’

ମୁମ୍ବାଇ,୨୮।୮: ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମଧ୍ୟରେ ଚାଲିଥିବା କଳହକୁ ନେଇ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମଧ୍ୟ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଦଳର ମୁଖପତ୍ର ସାମ୍‌ନାରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…

ପୁଣି ଭାଜପାକୁ ଟାର୍ଗେଟ୍‌ କଲେ ଓଓ୍ବାଇସି

ନୁହ,୨୮।୮: ହରିୟାଣାର ନୁହରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଜଳାଭିଷେକ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ରାଷ୍ଟ୍ରୀୟ ସଭାପତି ଅସଦୁଦ୍ଦିନ ଓୱାଇସି ଏହି ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ହରିୟାଣାର…

ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୮: ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡରେ ୮୮.୧୭ ମିଟର ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ସହ ସେ ବିଶ୍ୱ…

ଆଦାନୀଙ୍କୁ ଅଧିକ ୩,୮୦୨ କୋଟି ଦେଇଛି ଜିୟୁଭିଏନ୍‌ଏଲ୍‌

ଅହମଦାବାଦ,୨୮ା୮: ଗୁଜରାଟ ଉର୍ଜା ବିକାଶ ନିଗମ ଲିମିଟେଡ୍‌ (ଜିୟୁଭିଏନ୍‌ଏଲ୍‌) ଆଦାନୀ ପାଓ୍ବାର ମୁନ୍ଦ୍ରା ଲିଃ (ଏପିଏମ୍‌ୟୁଏଲ୍‌)କୁ ଗତ ୫ ବର୍ଷ ମଧ୍ୟରେ ବିଦ୍ୟୁତ୍‌ ଦେୟ ବାବଦକୁ ପ୍ରାୟ ୩,୮୦୨ କୋଟି ଟଙ୍କା ଅଧିକ ପଇଠ କରିଥିବା ବିରୋଧୀ କଂଗ୍ରେସ ଅଭିଯୋଗ ଆଣିଛି।…

ମଣିପୁରରେ ୩ ଘର ଜାଳିଦେଲେ

ଇମ୍ଫାଲ,୨୮।୮: କିଛି ଦିନର ଅନ୍ତରାଳ ପରେ ମଣିପୁରରେ ରବିବାର ପୁଣି ହିଂସାକାଣ୍ଡ ଘଟିଛି। ନୂଆ ଲମ୍ବୁଲେନ୍‌ ଅଞ୍ଚଳରେ ଥିବା ୩ ଘରକୁ ଅଜ୍ଞାତ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ପରେ ସ୍ଥାନୀୟ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ୍‌ ବନ୍ଦ

ଲକ୍ଷ୍ନୌ,୨୮ା୮: ଉତ୍ତରପ୍ରଦେଶ ମୁଜାଫରପୁରର ଯେଉଁ ସ୍କୁଲ୍‌ର ଶିକ୍ଷୟିତ୍ରୀ ଜଣେ ମୁସଲମାନ ଛାତ୍ରଙ୍କୁ ତାଙ୍କ ସହପାଠୀମାନଙ୍କ ଦ୍ୱାରା ମାଡ଼ ମରାଇଥିଲେ, ତାହାକୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଶିକ୍ଷା ବିଭାଗ ଏନେଇ ସ୍କୁଲ୍‌ ପରିଚାଳନା କମିଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?