ଉତ୍ତରପ୍ରଦେଶରେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା
ମୋରଦାବାଦ,୧୧।୮: ଉତ୍ତରପ୍ରଦେଶରେ ଜଣେ ଭାଜପା ନେତାକୁ ଗୁଳିକରି ହତ୍ୟା କରାଯାଇଛି। ସେ ହେଲେ ଅନୁଜ ଚୌଧାରୀ। ୩୪ ବର୍ଷୀୟ ଅନୁଜ ମୋରଦାବାଦ ସ୍ଥିତ ବାସଭବନ ବାହାରେ ବୁଲୁଥିଲେ। ସେତିକିବେଳେ ବାଇକ୍ରେ ୩ଜଣ ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ…
ଇସିଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ଉଠିଲା ବିବାଦ: ଆଡଭାନୀଙ୍କ ୧୧ ବର୍ଷ ପୁରୁଣାପତ୍ର ଦେଖାଇଲା କଂଗ୍ରେସ
ନୂଆଦିଲ୍ଲୀ,୧୧।୮: ଦେଶର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଭୂମିକା ରଦ୍ଦ କରିବାକୁ ବିରୋଧୀମାନେ କ୍ରମାଗତ ଭାବରେ ଦାବି କରିଆସୁଛନ୍ତି। ଏହି ସମୟରେ, କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଶୁକ୍ରବାର ଭାଜପାର ତତ୍କାଳୀନ…
ସାବଧାନ! ଆପଣଙ୍କ ପିଲା ଖାଉନାହାନ୍ତି ତ ଏହି ଚକୋଲେଟ୍, ହୋଇପାରେ ଏହି ଅଦ୍ଭୁତ ରୋଗ
ବେଙ୍ଗାଲୁରୁ,୧୧ା୮: କର୍ନାଟକର ରାଇଚୁର ପରେ ଏବେ ମାଙ୍ଗାଲୁରୁରେ ଚକୋଲେଟ୍ରେ ଡ୍ରଗ୍ସ ବିକ୍ରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ଜଣାପଡ଼ିଥିଲା ଯେ, ପିଲାମାନେ ଏହି ପ୍ରକାର ଚକୋଲେଟକୁ ବହୁତ ଭଲ ପାଆନ୍ତି ଏବଂ ମାତାପିତାଙ୍କ ନିକଟରେ…
ରାହୁଲଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ, ସେ ୫୦ ବର୍ଷର ବୃଦ୍ଧାଙ୍କୁ ଫ୍ଲାଇଂ କିସ୍ କାହିଁକି ଦେବେ? ଏପରି କହି…
ନୂଆଦିଲ୍ଲୀ,୧୧।୮: ଲୋକ ସଭାରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧିଙ୍କ ଫ୍ଲାଇଂ କିସ୍କୁ ନେଇ ନୂଆ ବିବାଦ ଦେଖାଦେଇଛି। ରାହୁଲଙ୍କ ପାଖରେ ଝିଅମାନଙ୍କ ଅଭାବ ନାହିଁ । ଏଣୁ ସେ ୫୦ ବର୍ଷର ବୃଦ୍ଧା ମହିଳାଙ୍କୁ ଏଭଳି ଚୁମ୍ବନ କାହିଁକି ଦେବେ ବୋଲି…
‘ନୀରବର ଅର୍ଥ ଶାନ୍ତ, ଏତେ ଛୋଟ ମାମଲାରେ କିଏ ନିଲମ୍ବିତ କରେ’, ଅଧୀରଙ୍କ ନିଲମ୍ବନକୁ ନେଇ କହିଲେ ଖାର୍ଗେ
ନୂଆଦିଲ୍ଲୀ,୧୧।୮: ଲୋକ ସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ପ୍ରସଙ୍ଗ ମଧ୍ୟ ରାଜ୍ୟ ସଭାରେ ଉଠିଛି। ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର କହିଛନ୍ତି ଯେ, ଆପଣ ଆମ ନେତାଙ୍କୁ ନିରବ ମୋଦିଙ୍କ ନାମ ନେଇଥିବାରୁ…
‘ଆସାମ ରାଇଫଲ୍ସକୁ ହଟା ନ ଯାଉ’, ମୋଦିଙ୍କୁ ପତ୍ର ଲେଖିଲେ କୁକି ବିଧାୟକ, ମୋତେଇ ସମ୍ପ୍ରଦାୟ କରୁଛି ବିରୋଧ
ଇମ୍ଫାଲ,୧୧।୮: ମଣିପୁରରେ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ଜାତିଗତ ହିଂସା ମଧ୍ୟରେ ଦେଶର ସର୍ବ ପୁରାତନ ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍ସକୁ ନେଇ ବିବାଦ ଆରମ୍ଭ ହୋଇଛି। ବିରୋଧୀ ଏପରି ଯେ ରାଜ୍ୟର ଦୁଇ ପ୍ରମୁଖ ସମ୍ପ୍ରଦାୟ…
ମୁନ ମିଶନ: ଚନ୍ଦ୍ରାୟନ-୩ ପରେ ରୁଷିଆର ଲୁନା-୨୫ ଲଞ୍ଚ, ଇସ୍ରୋ ଜଣାଇଲା ଶୁଭେଚ୍ଛା
ନୂଆଦିଲ୍ଲୀ,୧୧।୮: ଭାରତ ପରେ ଏବେ ରୁଷିଆ ଲୁନର ମିଶନ ଲୁନା-୨୫ ଲଞ୍ଚ କରିଛି। ୪୭ ବର୍ଷ ପରେ ରୁଷିଆ ଏହାକୁ ପଠାଇଛି। ଶୁକ୍ରବାର ଲଞ୍ଚ ହେବାକୁ ଥିବା ଏହି ଚନ୍ଦ୍ରାୟନ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ରୁଷିଆ ମହାକାଶ…
ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ୟାନେଲରେ ସିଜେଆଇଙ୍କୁ ରଖିବାକୁ ଦାବି କରିଥିଲେ ଆଡଭାନୀ
ନୂଆଦିଲ୍ଲୀ,୧୧।୮: ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୦ ଗୁରୁବାର ପାର୍ଲାମେଣ୍ଟରେ ଏକ ବିଲ ଉପସ୍ଥାପନ ହୋଇଥିଲା, ଯେଉଁଥିରେ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଏକ ହାଇ ପାଓ୍ବାର କମିଟି ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ…
ମଣିପୁରରେ କେହି ପ୍ରଧାନମନ୍ତ୍ରୀ ମୋଦି, ଶାହଙ୍କୁ ଦୋଷୀ ବୋଲି କହୁନାହାନ୍ତି: ହିମନ୍ତ ବିଶ୍ୱ ଶର୍ମା
ଗୁଆହାଟୀ,୧୧।୮: ଗତ ଚାରି ମାସ ଧରି ମଣିପୁରରେ ହିଂସା ଚାଲିଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି ଯେ ହିଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ…
ମଣିପୁର ଆଦିବାସୀ ମ୍ୟାନମାରର ଲୋକେ ନୁହଁନ୍ତି
ନୂଆଦିଲ୍ଲୀ,୧୧।୮: ଗୁରୁବାର ରାଜ୍ୟ ସଭା ପ୍ରକ୍ରିୟା ସମୟରେ ଏକ ଏନଡିଏ ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ଏମପିଙ୍କ ମାଇକ ବନ୍ଦ ହେବାପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଏମଏନଏଫ ଏମପି ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଏହାପୂର୍ବରୁ…
ନୂଆ ଏରିସ ଭାରିଆଣ୍ଟ ଉପରେ ଡବ୍ଲୁଏଚ୍ଓର ନଜର, ଭାରତକୁ ଆସିସାରିଛି ଏକ ମାମଲା
ଜେନେଭା/ନୂଆଦିଲ୍ଲୀ,୧୧।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏରିସ ଉପରେ ଯାଞ୍ଚ ଆରମ୍ଭ କରିଛି। ବର୍ତ୍ତମାନ ଡବ୍ଲୁଏଚ୍ଓଏହାକୁ ଭାରିଆଣ୍ଟ ଅଫ ଇଣ୍ଟ୍ରେସ ବର୍ଗରେ ଅନ୍ତର୍ଭୁକ୍ତ କରିଛି। ଏହା ଜାଣିବାକୁ ମିଳିଛି ଯେ ଗତ ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ…
ରାଜସ୍ଥାନ ଯାଉଥିବା ଟ୍ରେନ୍ ଆଉ ଦିଲ୍ଲୀ ଷ୍ଟେଶନ ଆସିବ ନାହିଁ
ନୂଆଦିଲ୍ଲୀ,୧୧ା୮: ଦିଲ୍ଲୀରେ ରହୁଥିବା ଲୋକଙ୍କୁ ଖୁବ୍ଶୀଘ୍ର ରାଜସ୍ଥାନ ଏବଂ ଏଠାରୁ ଯାଉଥିବା ଟ୍ରେନ୍ ଧରିବାକୁ ନୂଆଦିଲ୍ଲୀ ଷ୍ଟେଶନକୁ ଆସିବାକୁ ପଡ଼ିବ ନାହିଁ। ରେଳ ମନ୍ତ୍ରଣାଳୟ ସେହି ପାର୍ଶ୍ୱକୁ ଯାଉଥିବା ଟ୍ରେନ୍ ପାଇଁ ଏକ ରେଳ ଷ୍ଟେଶନକୁ ପୁନଃ ନିର୍ମାଣ କରିବାକୁ ଯାଉଛି।…
Archives


