ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ଉପହାର

ଭୋପାଳ,୨୭।୮: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ବାଚନ ବର୍ଷରେ ପ୍ରିୟ ଭଉଣୀମାନଙ୍କ ପାଇଁ ଉପହାରର ବାକ୍ସ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ତାଙ୍କ ସରକାରଙ୍କ ‘ଲାଡଲି ବେହନା’ ଯୋଜନା ଅଧୀନରେ ଆୟୋଜିତ ଏକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଶ୍ରାବଣ…

ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ

ମୁମ୍ବାଇ,୨୭।୮: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି…

‘ଆମର ବିଶ୍ୱାସ ବିକାଶର ପବନ ଏବେ ଚନ୍ଦ୍ରରେ ପହଞ୍ଚିଛି’, ଚନ୍ଦ୍ରାୟନ-୩ର ପ୍ରଶଂସା କଲେ ନଡ୍ଡା

ନୂଆଦିଲ୍ଲୀ,୨୭।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଗସ୍ତରେ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ହରିଦ୍ୱାରରେ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବସୁଧୈବ କୁଟୁମ୍ବକମ ବ୍ୟାଖ୍ୟାନ ଶୃଙ୍ଖଳାରେ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ସମୟରେ ସେ…

ପ୍ରଥମରେ ୧୫, ଦ୍ୱିତୀୟରେ ୨୬, ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ବଢିବକି ବିରୋଧୀ ମେଣ୍ଟର ସଂଖ୍ୟା

ନୂଆଦିଲ୍ଲୀ,୨୭।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଅଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ଅଗଷ୍ଟ ୩୧ରେ ଏହି ବୈଠକ ଅନୁଷ୍ଠିତ ହେବ। ଜୁନ ୨୩ରେ ପାଟନାରେ ‘ଇଣ୍ଡିଆ’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୋଟ ୧୫ ଟି ଦଳ ମିଳିତ ମଞ୍ଚରେ…

ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଷ୍ଟେଶନରେ ଖଲିସ୍ତାନ ସମର୍ଥନ ଲେଖା…

ନୂଆଦିଲ୍ଲୀ,୨୭।୮ : ଜି -୨୦ ଶିଖର ସମ୍ମିଳନୀ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଠାରେ ସାରା ବିଶ୍ୱରୁ ବହୁ ବିଦେଶୀ ଅତିଥି ଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ ଅନେକ ଦେଶର ଜାତୀୟ ରାଷ୍ଟ୍ରପତି…

ଅଜିତ ପାଓ୍ବାରଙ୍କୁ ସ୍ବାଗତ କରିବାକୁ କ୍ରେନରେ ୪୫ ମିନିଟ ଲଟକି ରହିଲେ ସମର୍ଥକ

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ ପାଓ୍ବାର ପ୍ରଥମଥର ଲାଗି ପିମ୍ମରି-ଛିଂଦଓ୍ବାଡା ପହଞ୍ଚିଥିଲେ, ସେଠାରେ ତାଙ୍କ ସମର୍ଥକମାନେ ତାଙ୍କୁ ଜୋରସୋରରେ ସ୍ବାଗତ କରିଥିଲେ। ତାଙ୍କୁ ସ୍ବାଗତ କରିବାକୁ ସମର୍ଥକମାନେ ଅନେକ ପ୍ରସ୍ତୁତି କରିଥିଲେ। ତାଙ୍କ ସମର୍ଥକମାନେ ପିମ୍ମରିରେ…

ଭିଏଚ୍‌ପିର ଘୋଷଣା: ପ୍ରତି ଜିଲାରେ ବାହାରିବ ଜଳାଭିଷେକ ଯାତ୍ରା

ଚଣ୍ଡିଗଡ,୨୭।୮: ହରିୟାଣା ସରକାର ଅଗଷ୍ଟ ୨୮ରେ ପୁନର୍ବାର ଜଳାଭିଷେକ ଯାତ୍ରା କରିବାକୁ ଅନୁମତି ଦେଇନାହାଁନ୍ତି। ତେବେ କେତେକ ସଂଗଠନ ଏହି ଯାତ୍ରାକୁ ନେଇ ଜିଦ ଧରିଛନ୍ତି। ଅନ୍ୟପକ୍ଷରେ, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ସମ୍ବନ୍ଧରେ…

ଚନ୍ଦ୍ରୟାନ-୩ର ସଫଳତା ପରେ ମନ୍ଦିରରେ ପହଞ୍ଚିଲେ ଇସ୍ରୋ ମୁଖ୍ୟ

ଥିରୁଭାନନ୍ତପୁରମ୍‌,୨୭।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ ଚନ୍ଦ୍ରୟାନ-୩ର ସଫଳତା ପରେ ରବିବାର କେରଳର ଏକ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ ପୂଜା-ଅର୍ଚ୍ଚନା କରିଥିଲେ। ଇସ୍ରୋ ମୁଖ୍ୟ ସୋମନାଥ ଥିରୁଭାନନ୍ତପୁରମର ପୁର୍ଣ୍ଣାମିକାଭୁ ଭଦ୍ରକାଳୀ ମନ୍ଦିରରେ ପ୍ରାର୍ଥନା କରିଥିଲେ।…

ଗରିବଙ୍କ ପାଇଁ କାମ କରୁଛନ୍ତି ସରକାର: ମୋଦି

ନୂଆଦିଲ୍ଲୀ,୨୭।୮: ଆସନ୍ତା ବର୍ଷରେ ଭାରତରେ ସର୍ବବୃହତ ମଧ୍ୟବିତ୍ତ ଶ୍ରେଣୀ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାର ଗରିବଙ୍କ ଅନୁଯାୟୀ ନୀତି ପ୍ରସ୍ତୁତ କରୁଛନ୍ତି ଏବଂ ଏହି କାରଣରୁ ଦେଶରେ ନୂତନ ମଧ୍ୟବିତ୍ତ ସୃଷ୍ଟି…

ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ନୀତିଶ କଲେ ବଡ଼ ଖୁଲାସା

ପାଟନା,୨୭।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ବୈଠକ ହେବାକୁ ଯାଉଛି। ଏହାପୂର୍ବରୁ ଦୁଇଥର ବିରୋଧୀ ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ପାଟନାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ତୃତୀୟ ବୈଠକ ପାଇଁ…

କୁନି ଝିଅଠାରୁ ଅଟୋଗ୍ରାଫ୍‌ ନେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୭।୮: କଂଗ୍ରେସର ପୂର୍ବତନ ସଭାପତି ତଥା ଏମ୍‌ିପି ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ତାମିଲନାଡୁର ନୀଳଗିରି ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଓଟିରେ ଥିବା ଏକ ଚକୋଲେଟ କାରଖାନା ପରିଦର୍ଶନ କରିଥିଲେ। ଏହି ବିଷୟରେ ସେ ଟୁଇଟ୍‌ରରେ ଏକ…

‘ଶିବଶକ୍ତି ପଏଣ୍ଟ’ ଚାରିପାଖେ ଘୂରୁଛି ପ୍ରଜ୍ଞାନ ରୋଭର, ଇସ୍ରୋ ଜାରି କଲା ଭିଡିଓ

ନୂଆଦିଲ୍ଲୀ,୨୭।୮: ଚନ୍ଦ୍ରାବତରଣ କରିଛି ଚନ୍ଦ୍ରାୟନ ୩। ରୋଭର ପ୍ରଜ୍ଞାନ ସଠିକ ଭାବରେ କାମ କରୁଛି। ଏନେଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଏକ ଭିଡିଓ ଜାରି କରିଛି। ଇସ୍ରୋ ଟ୍ବିଟ୍‌ କରି କହିଛି, ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ‘ଶିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?