ଜାତୀୟ

ଚା’ ପାର୍ଟି ପାଇଁ ମମତାଙ୍କୁ ନିମନ୍ତ୍ରଣ କଲେ ବିଗ୍‌ ବି’

ଅମିତାଭ ବଚ୍ଚନ ଆଜିକାଲି କୌନ ବନେଗା କରୋଡପତି ୧୫ତମ ସିଜିନ ଆୟୋଜନ କରୁଥିବା ଦେଖିବାକୁ ମିଳିଛି। ବିଗ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଘରେ ଚା’ ପାର୍ଟି ପାଇଁ ନିମନ୍ତ୍ରଣ କରିଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧…

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୮: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଏଠାରେ ସାବରମତି ସେଣ୍ଟ୍ରାଲ ଜେଲରେ ଥିବା ଏକ ହାଇ ସୁରକ୍ଷା ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ୧୯୫ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ତାଙ୍କର…

ସହମତିରେ ବିବାହକୁ ସର୍ବସାଧାରଣ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୮: ସହମତିରେ ବିବାହକୁ ସର୍ବସାଧାରଣ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ, ଜଣେ ଯୋଡି ପରସ୍ପରକୁ ଫୁଲମାଳ ପିନ୍ଧାଇ କିମ୍ବା ମୁଦି ଲଗାଇବାର ଏକ ସରଳ ସମାରୋହ ମାଧ୍ୟମରେ ଓକିଲମାନଙ୍କ…

୩୭୦ ଉଚ୍ଛେଦ ବିରୋଧରେ ବୟାନ: ଅଧ୍ୟାପକ ନିଲମ୍ବିତ

ନୂଆଦିଲ୍ଲୀ,୨୯ା୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିବା ଜଣେ ଅଧ୍ୟାପକଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ନିଲମ୍ବନ କରିଥିବାରୁ ଏହା ଉପରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ଅନୁଧ୍ୟାନ କରିବା ଲାଗି ଶୀର୍ଷ ଅଦାଲତ…

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା, ଓଏସ୍‌ଡିଙ୍କୁ ଇଡି ଜେରା

ରାୟପୁର,୨୯ା୮: ବେଆଇନ ବେଟିଂ ଓ ଗାମ୍ବ୍‌ଲିଂ ଆପ୍‌ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ରାଜନୈତିକ ପରାମର୍ଶଦାତା ବିନୋଦ ବର୍ମା ଏବଂ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି)…

ହିନ୍ଦୁ ସଂଗଠନର ଶୋଭାଯାତ୍ରା ପାଇଁ ନୁହରେ କଡ଼ା ସୁରକ୍ଷା

ନୁହ(ହରିୟାଣା),୨୯ା୮: ହରିୟାଣାର ନୁହଠାରେ ସର୍ବଜାତୀୟ ହିନ୍ଦୁ ମହାପଞ୍ଚାୟତ ପକ୍ଷରୁ ‘ଶୋଭାଯାତ୍ରା’ଲାଗି ଆହ୍ବାନ ଦିଆଯାଇଥିବାବେଳେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉକ୍ତ ଅଞ୍ଚଳ ସୁରକ୍ଷା ବଳ ଛାଉଣୀରେ ପରିଣତ ହୋଇଥିବାବେଳେ ଚାରିଆଡ଼ ଖାଁଖାଁ ଲାଗୁଛି। ନୁହରେ ଦଙ୍ଗାନିରୋଧୀ ଯାନ…

ଜି୨୦ ସମ୍ମିଳନୀରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଯୋଗଦେବେ

ନୂଆଦିଲ୍ଲୀ,୨୯ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରି ଦିଲ୍ଲୀରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ଯୋଗଦେବାକୁ ଅସମର୍ଥ ବୋଲି ଜଣାଇଛନ୍ତି। ପୁଟିନ୍‌ ତାଙ୍କ ସ୍ଥାନରେ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଜି୨୦ ସମିଟ୍‌କୁ…

ଯାନ, ଔଷଧ, ପର୍ଯ୍ୟଟନ କ୍ଷେତ୍ର ନୂଆ ନିଯୁକ୍ତି ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ା୮: ଭାରତର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏହା ଯୁବବର୍ଗଙ୍କ ଲାଗି ନିଯୁକ୍ତିର ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳାରେ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି ଅବସରରେ ସେ ୫୧…

ପାର୍ଟନରଙ୍କୁ ପ୍ରେସର୍‌ କୁକରରେ ପିଟି ହତ୍ୟା

ବେଙ୍ଗାଲୁରୁ,୨୯।୮: ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହୁଥିବା ଯୁବତୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ସନ୍ଦେହ କରି ପ୍ରେସର୍‌ କୁକରରେ ପିଟି ହତ୍ୟା କରିଛନ୍ତି ପ୍ରେମିକ। ଶନିବାର ରାତିରେ ଏହି ଘଟଣା ଘଟିଥିଲାବେଳେ ପୋଲିସ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ମୃତ…

ୟୁରୋପ ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁରୋପର ପାଞ୍ଚ ଦିନିଆ ଯାତ୍ରା କରିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀ ତାଙ୍କର ବିଦେଶ ଗସ୍ତ ସମୟରେ ବେଲଜିୟମରେ ୟୁରୋପୀୟ କମିଶନ ସାଂସଦଙ୍କୁ ଭେଟିବେ। ଏଥି ସହିତ…

ଚନ୍ଦ୍ରୟାନ ମିଶନକୁ ପୂରଣ ହେଲା ୧୦ ଦିନ, ସମୟ ସହ ଦୌଡୁଛନ୍ତି ବୈଜ୍ଞାନିକ

ଅହମଦାବାଦ,୨୯।୮: ସ୍ପେସ ଆପ୍ଲିକେଶନ ସେଣ୍ଟର ଅହମଦାବାଦର ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ ଚନ୍ଦୟାନ ମିଶନ ୩ଟି ପାର୍ଟ ରହିଛି। ଯାନର ସପ୍ଟ ଲ୍ୟାଣ୍ଡିଂ, ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମଙ୍କ ଠାରୁ ରୋଭର ପ୍ରଜ୍ଞାନର ଆରମ୍ଭ ଏବଂ ମିଶନରେ ଜଡିତ…

ହୋଟେଲରେ ଛକିଥିଲା ମୃତ୍ୟୁ

ଭୁଜ୍‌,୨୮ା୮: ପ୍ରବାସୀ ଭାରତୀୟ କିଷନ ହାଲାଇ ଓ ତାଙ୍କର ୨୫ ବର୍ଷୀୟା ଭାବୀ ସ୍ତ୍ରୀ ରୁପାଲ ଭେକରିଆ ରବିବାର ମୁମ୍ବାଇରୁ ବିମାନ ଯୋଗେ ନାଇରୋବି ଯିବାର ଥିଲା। ହେଲେ ଭାଗ୍ୟ କିଛି ଅଲଗା ଚାହୁଁଥିଲା। ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନ ଛାଡ଼ିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?