ଜାତୀୟ

ଭାରତୀୟ କୁସ୍ତି ସଂଘ ନିର୍ବାଚନ ପ୍ରସଙ୍ଗ: ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୮: ଭାରତୀୟ କୁସ୍ତି ସଂଘର ନିର୍ବାଚନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ୧୧ ଅଗଷ୍ଟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ବାଚନ ଉପରେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଥିଲେ।…

ଭାଜପା ଏକୁଟିଆ ଗୋଟିଏ ବି ଆସନ ବି ଜିତିପାରିବ ନାହିଁ: ନିଜ ଦଳକୁ ଚେତାଇଲେ ଭାଜପା ବିଧାୟକ

ଗ୍ୟାଙ୍ଗଟକ୍‌,୨୯।୮: ଆସନ୍ତା ବର୍ଷ ସିକ୍କିମରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଗ୍ୟାଙ୍ଗଟକ୍‌ରୁ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଓ୍ବାଇ.ଟି ଲେପଚା ଦାବି କରିଛନ୍ତି ଯେ, ଯଦି ଏହି…

ଦେଶରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ: ନୀତୀଶ କୁମାର

ନାଳନ୍ଦା,୨୯।୯: ଦେଶରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଦୋହରାଇଛନ୍ତି। ମଙ୍ଗଳବାର ନାଲନ୍ଦାରେ ସେ କହିଛନ୍ତି ଯେ ନିର୍ବାଚନ ଠିକ ସମୟରେ ହେବା ଜରୁରୀ ନୁହେଁ, କେନ୍ଦ୍ର ଏହା ପୂର୍ବରୁ ମଧ୍ୟ କରିପାରିବ।…

ୟୁପିର କେଉଁ ଲୋକ ସଭା ଆସନରୁ ନିର୍ବାଚନ ଲଢିବେ ପ୍ରିୟଙ୍କା, ୫ ଆସନ ଉପରେ କଂଗ୍ରେସର ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୨୯।୮: ଲୋକ ସଭା ନିର୍ବାଚନ ୨୦୨୪ କଂଗ୍ରେସ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୦ବର୍ଷ ଧରି କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ଦଳ ଏଥର ପୂର୍ଣ୍ଣ ପ୍ରସ୍ତୁତି ସହ ନିର୍ବାଚନ ମଇଦାନକୁ ପ୍ରବେଶ କରିବାକୁ ଚାହୁଁଛି। ସେଥିପାଇଁ ଦଳ…

ସର୍ଜିକାଲ ଷ୍ଟ୍ରାଇକ, ଗୋଧ୍ରା ଭଳି ଘଟଣା ଘଟାଇପାରେ ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୯।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି , ନିର୍ବାଚନରେ ଜିତିବା ପାଇଁ ଭାଜପା କିଛି ବି କରିପାରେ। ସର୍ଜିକାଲ ଷ୍ଟ୍ରାଇକ ଏବଂ ଗୋଧ୍ରା ଭଳି ଘଟଣା ବି ଘଟାଇପାରେ। ସଞ୍ଜୟ କହିଛନ୍ତି, ଲୋକଙ୍କ ମନରେ…

ହିଂସା ପରେ ପ୍ରଥମ ଥର ବସିବ ବିଧାନସଭା ଅଧିବେଶନ, କୁକି ସମ୍ପ୍ରଦାୟର ବିଧାୟକ ଅଧିବେଶନକୁ କଲେ ବର୍ଜନ

ଇମ୍ଫାଲ,୨୯।୮: ମଣିପୁର ହିଂସା ପରେ ପ୍ରଥମ ଥର ପାଇଁ ରାଜ୍ୟର ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଫେବୃୟାରୀ ଏବଂ ମାର୍ଚ୍ଚରେ ବିଧାନସଭାର ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଣିପୁର ବିଧାନସଭା ବାଚସ୍ପତି ଥୋକଚୋମ ସତ୍ୟବ୍ରତ ସିଂ କହିଛନ୍ତି ଯେ, ଏକ…

ଅଭିଷେକଙ୍କୁ ଗିରଫ କରିପାରେ ଇଡି, ମମତାଙ୍କ ଏଭଳି ଆଶଙ୍କା ଉପରେ ଭାଜପା ନେତା ନେତା କହିଲେ ଭ୍ରଷ୍ଟାଚାରୀଙ୍କୁ ଜେଲ ହେବା ଉଚିତ୍‌

କୋଲକାତା,୨୯।୮: ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ଯେଉଁଥିରେ ଟିଏମସି ନେତାଙ୍କୁ ଇଡି ଗିରଫ କରିପାରେ ବୋଲି ମମତା କହିଥିଲେ। ଯାହାକୁ ନେଇ ଭାଜପା ନେତା ଶୁଭେନ୍ଦୁ…

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ମିଳିଲା ସୂଚନା

ଚେନ୍ନାଇ,୨୯।୮: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ସୂଚନା ମିଳିଛି। ତେବେ ଅନୁସନ୍ଧାନ ପରେ ଏହି ସୂଚନା ମିଥ୍ୟା ବୋଲି ଜଣାପଡିଛି ଏବଂ ବିମାନବନ୍ଦରରେ କୌଣସି ସନ୍ଦେହଜନକ ତଥ୍ୟ ମିଳନାହିଁ। ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ…

ଇଣ୍ଡିଆ ମେଣ୍ଟରେ ଭାଜପାର ଏଜେଣ୍ଟ ହେଉଛି ଏଏପି: କଂଗ୍ରେସ ନେତା

ନୂଆଦିଲ୍ଲୀ,୨୯।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁମ୍ବାଇ ବୈଠକର ଦୁଇ ଦିନ ପୂର୍ବରୁ ଦିଲ୍ଲୀ କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ସନ୍ଦୀପ ଦୀକ୍ଷିତ ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି। ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରି ସେ…

ପ୍ରଗତି ମଇଦାନରେ ପ୍ରତିଷ୍ଠା ହେବ ଅସ୍ଥାୟୀ ହସ୍ପିଟାଲ

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଙ୍ଗଳବାର ଏହାର ଯାଞ୍ଚ କରିବେ। ଏହି ଅସ୍ଥାୟୀ ହସ୍ପିଟାଲରେ ଉଚ୍ଚମାନର ଆମ୍ବୁଲାନ୍ସ ସହିତ…

ହିନ୍ଦୁଙ୍କୁ ଦୁର୍ବ୍ୟବହାର କରିବା ଏକ ଫ୍ୟାଶନ ହୋଇଗଲାଣି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌

ଲକ୍ଷ୍ନୌ,୨୯।୮:ସମାଜବାଦି ପାର୍ଟି(ଏସ୍‌ପି)ର ଜାତୀୟ ସାଧାରଣ ସମ୍ପାଦକ ସ୍ବାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ରାମଚରିତମାନସ ଏପିସୋଡ ପରେ ସେ ହିନ୍ଦୁ ଧର୍ମକୁ ଏକ ପ୍ରତାରଣା ବୋଲି କହିଛନ୍ତି। ଯେଉଁଥିପାଇଁ ରାଜ୍ୟର ରାଜନୀତି ସରଗରମ ହୋଇଛି। ଏଥି ସହିତ…

ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ମାମଲାରେ ନୂଆମୋଡ଼

ଲକ୍ଷ୍ନୌ,୨୯।୮: ପ୍ରେମ ସମ୍ପର୍କ ଏବଂ ଦୁର୍ନୀତି ସମେତ ଅନେକ ଗୁରୁତର ଅଭିଯୋଗରେ ଘେରି ରହିଥିବା ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କୁ ଆଶ୍ୱସ୍ତି ମିଳିଛି। ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ତାଙ୍କ ବିରୋଧରେ ସ୍ବାମୀ ଆଲୋକ ମୌର୍ଯ୍ୟ ଆଣିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?