ଭାଜପାରୁ ଅଲଗା ହେବା ପରେ ପ୍ରଥମ ଥର ଲାଗି ନୀତୀଶଙ୍କୁ ଭେଟିବେ ମୋଦି
ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସାରା ଦେଶରେ ଭାଜପା ବିରୋଧୀ ଦଳକୁ ଏକତ୍ର କରି ପାଟନାରେ ବିରୋଧୀ ଏକତାର ପ୍ରଥମ ବୈଠକ ଆୟୋଜନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀଙ୍କ…
ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଦିଲ୍ଲୀ ପହଞ୍ଚିଲେ ଇଟାଲୀ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି। ଏହି ସମ୍ମିଳନୀ ଦିଲ୍ଲୀରେ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ପାଇଁ ଅନେକ ଦେଶର ମୁଖ୍ୟମାନେ ଭାରତ ଆସୁଛନ୍ତି। ଆମେରିକାର ରାଷ୍ଟ୍ରପତି…
ବାଇଡେନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗି ପାରନ୍ତି ମୋଦି
ନୂଆଦିଲ୍ଲୀ,୮ା୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ପହଞ୍ଚିବାକୁ ଯାଉଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଭାରତ ଆସୁଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ବାଇଡେନଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା…
ତ୍ରିପୁରାର ବୋକ୍ସାନଗର, ଧାନପୁର ବିଧାନସଭା ଆସନରେ ବିଜୟୀ ହେଲା ଭାଜପା
ଅଗରତାଲା,୮।୯: ତ୍ରିପୁରାରେ ସେପ୍ଟେମ୍ବର ୫ରେ ବୋକ୍ସନଗର ଓ ଧାନପୁର ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଜୟୀ ହୋଇଛି। ବୋକ୍ସନଗର ଏବଂ ଧାନପୁର ଆସନରେ ଅନୁଷ୍ଠିତ ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଗଣନା ଶେଷ ହୋଇଛି। ନିର୍ବାଚନ…
‘ପ୍ରଧାନମନ୍ତ୍ରୀ ଠିକ କରିଛନ୍ତି’ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ସରକାରଙ୍କ ପକ୍ଷ ନେଲେ ମନମୋହନ
ନୂଆଦିଲ୍ଲୀ,୮।୯: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରୁଷିଆ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି। ଶାନ୍ତି ପାଇଁ ଆବେଦନ କରୁଥିବାବେଳେ ଭାରତ ନିଜର ସାର୍ବଭୌମତ୍ୱ ଏବଂ ଅର୍ଥନୈତିକ ସ୍ବାର୍ଥକୁ ପ୍ରଥମ କରି ଠିକ କାର୍ଯ୍ୟ କରିଛି ବୋଲି ସେ…
ଆମେରିକାକୁ ୩୧ କିଲର ଡ୍ରୋନ୍ ମାଗିଲା ଭାରତ
ନୂଆଦିଲ୍ଲୀ,୮ା୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ଶୁକ୍ରବାର ଭାରତ ଆସୁଛନ୍ତି। ଆଜି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବୈଠକ ପୂର୍ବରୁ ଭାରତ ଆମେରିକା ସରକାରଙ୍କୁ ୩୧ଟି ସଶସ୍ତ୍ର ଏମ୍କ୍ୟୁ୯ବି…
ଭାଜପାର ଜନ ଆଶୀର୍ବାଦର ଜବାବ ଜନ ଆକ୍ରୋଶ ଯାତ୍ରାରେ ଦେବ କଂଗ୍ରେସ
ନୂଆଦିଲ୍ଲୀ,୮।୯: ମଧ୍ୟ ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନକୁ ୧୦୦ ଦିନରୁ କମ ସମୟ ବାକି ରହିଛି। ଏଠାରେ କ୍ଷମତା ପାଇଁ ସଂଗ୍ରାମ ମୁଖ୍ୟତଃ କଂଗ୍ରେସ ଏବଂ ଭାଜପା ମଧ୍ୟରେ ରହିଛି। ଉଭୟ ଦଳ ଭୋଟରଙ୍କୁ ନିଜ ଆଡକୁ କରିବାକୁ କୌଣସି ଉପାୟ…
ଜି -୨୦ ବେଳେ ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୮।୯: ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି। ସୂଚନାନୁସାରେ, ଯେଉଁମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସାମ୍ନାସାମ୍ନି ଆଲୋଚନା କରିବେ ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି…
ଜି -୨୦ ରାତ୍ରୀ ଭୋଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦେବେ ଗୌଡାଙ୍କୁ ପଠାଗଲା ନିମନ୍ତ୍ରଣ
ନୂଆଦିଲ୍ଲୀ,୮।୯: ସେପ୍ଟେମ୍ବର ୯ଏବଂ ୧୦ରେ ଜି -୨୦ଶିଖର ସମ୍ମିଳନୀ ଆୟୋଜନ ହେବା ନେଇ ଜାତୀୟ ରାଜଧାନୀକୁ ଅତି ସୁନ୍ଦର ଭାବରେ ସଜାଯାଇଛି। ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତି ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି। ବର୍ତ୍ତମାନର…
ମମତାଙ୍କୁ ରାଜ ଭବନ ଭିତରେ ବିରୋଧ କରିବାକୁ ନିମନ୍ତ୍ରଣ କଲେ ରାଜ୍ୟପାଳ
କୋଲକାତା,୮।୯: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଗୁରୁବାର ଦିନ ରାଜ ଭବନ ଭିତରେ କୌଣସି ବିରୋଧ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ସମ୍ମାନିତ ଅତିଥି’ ଭାବରେ ନିମନ୍ତ୍ରଣ କରିଛନ୍ତି। ନିକଟରେ ମମତା ବାନାର୍ଜୀ ରାଜଭବନ ବାହାରେ ବିଧାନସଭା ଦ୍ୱାରା ପାରିତ…
ଜି -୨୦ ରାତ୍ରୀ ଭୋଜନରେ ସାମିଲ ହେବେନି ଖାର୍ଗେ
ନୂଆଦିଲ୍ଲୀ,୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଯାଇନାହିଁ। ରିପୋର୍ଟ ଅନୁଯାୟୀ ଖାର୍ଗେଙ୍କ କାର୍ଯ୍ୟାଳୟ ଏହା ନିଶ୍ଚିତ କରିଛି। ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ରାତ୍ରୀ ଭୋଜନ ଆୟୋଜନ…
ଶିର ନାସ୍ତି ଶିରୋପୀଡ଼ା
ନୂଆଦିଲ୍ଲୀ,୮/୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବାଧିକ ଲୋକପ୍ରିୟ ନେତା। ଏଥିରେ ଦ୍ୱିମତ ନାହିଁ। କାରଣ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ଗତ ଦଶନ୍ଧି ମଧ୍ୟରେ ଜିତିଆସିଥିବା ନିର୍ବାଚନଗୁଡ଼ିକରେ ମୋଦିଙ୍କ ଲୋକପ୍ରିୟତା ହିଁ ଗୈରିକ ଦଳର ପୁଞ୍ଜି…
Archives


