ଜାତୀୟ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ୩ୟ ପ୍ରାର୍ଥୀ ତାଲିକା

ଭୋପାଳ,୨୬।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ପ୍ରକାଶିତ ତୃତୀୟ ତାଲିକାରେ କେବଳ ଜଣେ ପ୍ରାର୍ଥୀଙ୍କ ନାମ ରହିଛି। ଏହି ତାଲିକାରେ ଭାଜପା ମୋନିକା ବଟ୍ଟୀଙ୍କୁ ମଧ୍ୟପ୍ରଦେଶର…

ମୁଁ ଶିକ୍ଷା ବିଭାଗରେ ଘୁରି ବୁଲୁଛି ଆପଣଙ୍କର ଖୋଜ ଖବର ନାହିଁ: ଶିକ୍ଷାମନ୍ତ୍ରୀଙ୍କୁ ନୀତୀଶଙ୍କ ଫୋନ…

ପାଟନା,୨୬।୯ : ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ ମୁଖ୍ୟ ସଚିବାଳୟ ପରିବର୍ତ୍ତେ ବିକାଶ ଭବନରେ ପହଞ୍ଚି ଶିକ୍ଷା ବିଭାଗର ହାଲଚାଲ ବୁଝିଥିଲେ। ଏହା ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଲୋଡ଼ନ…

ଫୋନ କରି ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ମାଧ୍ୟମରେ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂଙ୍କୁ ଜନ୍ମଦିନରେ ଶୁଭେଚ୍ଛା…

ହରିୟାଣା ମୁଖ୍ୟମନ୍ତ୍ରୀ ବୁଲେଟ ଚଳାଇ ପାଳନ କଲେ କାର ଫ୍ରି ଡେ…

କରନାଲ,୨୬।୯ : କରନାଲରେ ଏକ ଦିନ ରହିବା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସିଏମ କାର୍‌ ମୁକ୍ତ ଦିବସ (କାର ଫ୍ରି ଡେ )ପାଳନ କରି ସକାଳେ ପିଡବ୍ଲ୍ୟୁଡି ବିଶ୍ରାମ…

ଆତଙ୍କବାଦୀ କରନବୀରଙ୍କ ନାଁରେ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲର ସଦସ୍ୟ କରନବୀର ସିଂଙ୍କ ବିରୋଧରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ୍‌) ରେଡ୍‌ କର୍ନର ନୋଟିସ୍‌ ଜାରି କରିଛି। ପଞ୍ଜାବର ମୂଳ ବାସିନ୍ଦା କରନବୀର ସିଂ ଏବେ ପାକିସ୍ତାନରେ ରହୁଥିବା ଜଣାପଡିଛି।…

କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଏକ୍ସାଇଜ ପଲିସି ମାମଲାରେ ବିଆରଏସ ନେତା କେ. କବିତାଙ୍କୁ ନଭେମ୍ବର ୨୦ ପର୍ଯ୍ୟନ୍ତ ପଚରାଉଚରା ପାଇଁ ଡକାଯିବ ନାହିଁ ବୋଲି ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛି। ସୂଚନାଯୋଗ୍ୟ, ନଭେମ୍ବର ୨୦ ରେ ସୁପ୍ରିମକୋର୍ଟ କବିତାଙ୍କ ଆବେଦନର…

ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି

ଲକ୍ଷ୍ନୌ,୨୬।୯: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଆଶିଷ ମିଶ୍ରାଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦେଇଛନ୍ତି। ତାଙ୍କର ଅସୁସ୍ଥ ମା’…

ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି: କହିଲା ଆମକୁ ଉଭୟଙ୍କର ଚିନ୍ତା ଘାରିଛି…

ଓ୍ବାଶିଂଟନ,୨୬।୯: ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି ହୋଇଛି। ଜଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି କହିଛନ୍ତି ଆମେରିକା ଉଭୟ ଭାରତ ଏବଂ କାନାଡା ସହ ସମ୍ପର୍କକୁ ଗୁରୁତ୍ୱ ଦେଉଛି। ମଙ୍ଗଳବାର ସେ ଗଣମାଧ୍ୟମକୁ କହିଛନ୍ତି ଆମେ ଉଭୟ ଦେଶ ବିଷୟରେ ଚିନ୍ତା…

ୱାହିଦା ରେହମାନଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ବଲିଉଡର ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଅଭିନେତ୍ରୀ ୱାହିଦା ରେହମାନ ଚଳିତ ବର୍ଷ…

୫୧ ମିନିଟର ଭାଷଣରେ ୪୪ ଥର କଂଗ୍ରେସ ନାମ ନେଇଛନ୍ତି ମୋଦି: ପଓ୍ବନ ଖେରା

ନୂଆଦିଲ୍ଲୀ,୨୬।୯: ମଧ୍ୟପ୍ରଦେଶରେ ୫୧ ମିନିଟର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ୪୪ ଥର କଂଗ୍ରେସ ନାମ ନେଇଛନ୍ତି, ଅର୍ଥାତ ତାଙ୍କ ସରକାରଙ୍କ ସଫଳତା ବିଷୟରେ କହିବାକୁ କିଛି ତାଙ୍କ ପାଖରେ ନାହିଁ। ତେଣୁ ସେ କଂଗ୍ରେସ ନାଁ ଏତେଥର ନେଉଛନ୍ତି। ଆରଏସଏସ ଶାଖାରେ…

ଶୋ’ରୁମ କାନ୍ଥ ଭାଙ୍ଗି ନେଇଗଲେ ୨୫ କୋଟିର ଅଳଙ୍କାର

ନୂଆଦିଲ୍ଲୀ,୨୬।୯: ଜାତୀୟ ରାଜଧାନୀ ଦିଲ୍ଲୀର ଏକ ଜୁଏଲରୀ ଶୋ’ରୁମରେ କୋଟି କୋଟି ମୂଲ୍ୟର ଚୋରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଭୋଗଲ ଅଞ୍ଚଳ ସ୍ଥିତ ଉମରାଓ ଜୁଏଲରୀ ଶୋ’ରୁମରେ ଘଟିଛି। ଲୁଟେରାମାନେ କାନ୍ଥ ଭାଙ୍ଗି ଶୋ’ରୁମ୍‌ ଲକରରେ ପ୍ରବେଶ କରିଥିଲେ।…

ରାଜସ୍ଥାନରେ ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ସହ ଜଡିତ କମ୍ପାନୀ ଉପରେ ଇଡିର ଚଢାଉ

ଜୟପୁର,୨୬।୯: ରାଜସ୍ଥାନରେ ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ସହ ଜଡିତ କମ୍ପାନୀଗୁଡିକ ଉପରେ ମଙ୍ଗଳବାର ଇଡି ଚଢାଉ କରିଛି। ଦିଲ୍ଲୀରୁ ଆସିଥିବା ଇଡି ଟିମ୍‌ କୋଟପୁତଲି ଏବଂ ବହରୋଡରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିଛି ଦିନ ପୂର୍ବରୁ ଆୟକର ବିଭାଗ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?