ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବ ଇସ୍କନ କୋଲକାତା
କୋଲକାତା,୨୯।୯: ଇସ୍କନ ବିରୋଧରେ ଦେଇଥିବା ବୟାନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ସମସ୍ୟା ବଢିପାରେ। ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ, ସେ ମାନେକା ଗାନ୍ଧୀ ଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନିର ଦାବି…
ପନ୍ନୁଙ୍କ ବିରୋଧରେ ଏଫଆଇଆର ରୁଜୁ, କ୍ରିକେଟ ଓ୍ବାଲର୍ଡ କପ ୨୦୨୩କୁ କହିଲେ ‘ବିଶ୍ୱ ଆତଙ୍କବାଦୀ କପ’
ଅହମ୍ମଦବାଦ,୨୯।୯:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚକୁ ଖଲିସ୍ତାନୀ ଆତଙ୍କବାଦୀ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହାକୁ ‘ବିଶ୍ୱ ଆତଙ୍କବାଦୀ କପ’ଭାବେ ଆଖ୍ୟା ଦେଇଛନ୍ତି। ଏନେଇ…
ଏଏପି ଇଣ୍ଡିଆ ମେଣ୍ଟ ସହ ଅଛି: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୯।୯: ୨୦୧୫ ଡ୍ରଗ୍ସ ମାମଲାରେ ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ଗିରଫ କରିଛି। ଏହି ଗିରଫ ପରେ ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଏବଂ କଂଗ୍ରେସ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଛି। ଉଭୟ ଦଳ…
ବିରୋଧୀ ମେଣ୍ଟରେ ମତଭେଦ ହେବାର ସମ୍ଭାବନା ଉପରେ ଶରଦ ପାୱାରଙ୍କ ବଡ ବୟାନ, କହିଲେ ସତର୍କ ରହିବା ଅତ୍ୟନ୍ତ ଜରୁରୀ
ମୁମ୍ବାଇ,୨୯।୯: ଏନସିପି ମୁଖ୍ୟ ଶରଦ ପାୱାର ଆଗାମୀ ଦିନରେ ଇଣ୍ଡିଆ ମେଣ୍ଟର ଦଳ ମଧ୍ୟରେ ମତଭେଦ ହେବାର ସମ୍ଭାବନାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭବିଷ୍ୟତରେ ଇଣ୍ଡିଆ ମେଣ୍ଟରେ କୌଣସି ପ୍ରକାରର ବିବାଦ ନ ହେବ ସେ…
ପ୍ରଶାନ୍ତଙ୍କ କଟାକ୍ଷ, ମୁଖ୍ୟମନ୍ତ୍ରୀ ଯେମିତି ବିହାରକୁ ଆମେରିକା କରି ଦେଇଛନ୍ତି
ପାଟନା,୨୯।୯: ଆରଜେଡି ଓ ଜେଡିୟୁର ଅନେକ ନେତା କହି ସାରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ ସମସ୍ତ ଗୁଣ ରହିଛି। ଆରଜେଡି ବିଧାୟକ ଭାଇ ବିରେନ୍ଦ୍ରଙ୍କ ବୟାନ ଉପରେ ଆଲୋଚନା ହେଉଛି ଯେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…
ସୁଖବୀର ବାଦଲ, ପୂର୍ବତନ ଡିଜିପି ସମେତ ୫ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି, ହାଇକୋର୍ଟରୁ ମିଳିଲା ଜାମିନ
ଚଣ୍ଡିଗଡ଼,୨୯।୯: ୨୦୧୫ର କୋଟକପୁରା ଗୁଳକାଣ୍ଡ ଘଟଣାରେ ପଞ୍ଜାବ ହରିୟାଣା ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ, ପୂର୍ବତନ ଡିଜିପି ସୁମେଧ ସାଇନି, ପରମରାଜ ଉମରାନଙ୍ଗଲ, ଅମର ସିଂ ଚହଲ ଏବଂ ସୁଖମନ୍ଦର ସିଂଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି। ଅଗ୍ରୀମ…
‘ଆରଜେଡି ଚାହୁଁଛି ନୀତୀଶ ପ୍ରଧାନମନ୍ତ୍ରୀ ହୁଅନ୍ତୁ’
ପାଟନା,୨୯।୯: ଲୋକ ସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି, ବାକ୍ଯୁଦ୍ଧ ମଧ୍ୟ ସେତିକି ବଢିବାରେ ଲାଗିଛି। ଗ୍ରାଣ୍ଡ ଆଲାଇନ୍ସର ନେତାମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସମସ୍ତ ଗୁଣ ଥିବା ଦେଖୁଛନ୍ତି। ନୀତୀଶ କୁମାରଙ୍କ ସମର୍ଥନରେ…
‘ପାରିବ ଯଦି ମୋତେ ଅଟକାଅ’
କୋଲକାତା,୨୯ା୯: ତୃଣମୂଳ କଂଗ୍ରେସ ଏମ୍ପି ଅଭିଷେକ ବାନାର୍ଜୀ ଶୁକ୍ରବାର କହିଛନ୍ତି, ସେ ଅକ୍ଟୋବର ୩ରେ କୋଲକାତାରେ ସ୍କୁଲ ଚାକିରି ଦୁର୍ନୀତିକୁ ନେଇ ଏନ୍ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରଶ୍ନରେ ଯୋଗଦେବେ ନାହିଁ ଏବଂ ଏମ୍ଜିଏନ୍ଆର୍ଇଜିଏ ଅଧୀନରେ ରାଜ୍ୟର ଦେୟ ବନ୍ଦ କରିବାକୁ କେନ୍ଦ୍ରର…
ଦିଲ୍ଲୀ ସରକାର ଜାରି କଲେ ଓ୍ବିଣ୍ଟର ଆକ୍ସନ ପ୍ଲାନ, ଯାଞ୍ଚ ହେବ ଗାଡି, ଫୁଟିବନି ଆତସବାଜି
ନୂଆଦିଲ୍ଲୀ,୨୯।୯: ଦେଶର ରାଜଧାନୀ ଦିଲ୍ଲୀର ଜନତାଙ୍କୁ ବାୟୁ ପ୍ରଦୂଷଣରୁ ଆଶ୍ୱସ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି। ଠିକ ସମୟରେ ରାଜଧାନୀରେ ଘାତକ ପ୍ରଦୂଷଣକୁ ଦୂର କରିବା ପାଇଁ ସେ ଶୁକ୍ରବାର ଦିଲ୍ଲୀ ଶୀତକାଳୀନ…
ଇଡିରେ ହାଜର ହେବେ ନାହିଁ ଅଭିଷେକ
କୋଲକାତା,୨୯।୯: ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ନେତା ଅଭିଷେକ ବାନାର୍ଜୀ ଅକ୍ଟୋବର ୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ ନାହିଁ। ଇଡି ପକ୍ଷରୁ ଶିକ୍ଷକ ଭର୍ତ୍ତି ମାମଲାରେ ଅଭିଷେକଙ୍କୁ ସମନ ଜାରି କରାଯାଇଥିଲା। ଇତିମଧ୍ୟରେ ଦଳର ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…
‘ବିଶ୍ୱ ମୋଦିଙ୍କ ନେତୃତ୍ୱକୁ ଦେଖିବାକେୁ ଚାହୁଁଛି, ୯ ବର୍ଷରେ ବଦଳି ଯାଇଛି ଦେଶ,’ ଅମିତ ଶାହା
ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୭୫ ବର୍ଷ ମଧ୍ୟରେ ଦେଶ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛି। ୭୫ବର୍ଷର ଏହି ଯାତ୍ରାରେ ଦେଶର ଗଣତନ୍ତ୍ର ମଜବୁତ ହୋଇଛି।ସେ କହିଛନ୍ତି ଯେ ଯଦି ଗୋଟିଏ ଦଳର ସରକାର ଦେଶରେ…
ଗଣତନ୍ତ୍ରକୁ ହତ୍ୟା କରୁଛି ଭ୍ରଷ୍ଟାଚାର: ଧନଖର
ନୂଆଦିଲ୍ଲୀ,୨୯।୯: ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର ରାଜସ୍ଥାନ ଗସ୍ତରେ ଯାଇଥିଲେ। ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଗଣତନ୍ତ୍ର, ରାଜନୀତି ଏବଂ ଭ୍ରଷ୍ଟାଚାର ବିଷୟରେ କଥାବାର୍ତ୍ତା କରି କହିଛନ୍ତି, ଭ୍ରଷ୍ଟାଚାର ପ୍ରକୃତରେ ଗଣତନ୍ତ୍ର ଏବଂ…

