ଜାତୀୟ

ଗଣତନ୍ତ୍ରକୁ ହତ୍ୟା କରୁଛି ଭ୍ରଷ୍ଟାଚାର: ଧନଖର

ନୂଆଦିଲ୍ଲୀ,୨୯।୯: ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର ରାଜସ୍ଥାନ ଗସ୍ତରେ ଯାଇଥିଲେ। ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଗଣତନ୍ତ୍ର, ରାଜନୀତି ଏବଂ ଭ୍ରଷ୍ଟାଚାର ବିଷୟରେ କଥାବାର୍ତ୍ତା କରି କହିଛନ୍ତି, ଭ୍ରଷ୍ଟାଚାର ପ୍ରକୃତରେ ଗଣତନ୍ତ୍ର ଏବଂ…

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାଜପାର ‘ମାଷ୍ଟର ପ୍ଲାନ’ ପ୍ରସ୍ତୁତ, ଏହି ଫର୍ମୁଲାରେ ବଛାଯିବେ ନେତା

ନୂଆଦିଲ୍ଲୀ,୨୯।୯: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟ (ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ) ରେ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବରରେ ଯେକୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। ସେପଟେ ଗୁରୁବାର ରାତିରେ ଭାଜପାର ବରିଷ୍ଠ ନେତାମାନେ ଏକ…

ବଢୁଛି ଆଜମଙ୍କ ଅଡୁଆ

ନୂଆଦିଲ୍ଲୀ,୨୯।୯: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ରାଷ୍ଟ୍ରୀୟ ମହାସଚିବ ଆଜମ ଖାନଙ୍କ ଅଧିକାରରୁ ଜୌହର ରିସର୍ଚ୍ଚ ଇନଷ୍ଟଚ୍ୟୁଟର କୋଠା ଖାଲି କରିବା ପରେ ବର୍ତ୍ତମାନ ଏସପି କାର୍ଯ୍ୟାଳୟ ଖାଲି କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ଜିଲା ମାଜିଷ୍ଟ୍ରେଟ ସରକାରଙ୍କୁ ଏକ…

ନିପା ଭାଇରସରେ ଚିକିତ୍ସିତ ହେଉଥିବା ୪ ବ୍ୟକ୍ତି ହେଲେ ସୁସ୍ଥ

ଥିରୁଭାନନ୍ତପୁରମ୍‌,୨୯।୯: କେରଳରେ ନିପା ଭାଇରସ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, କୋଝିକୋଟରେ ନିପା ଭାଇରସରେ ଚିକିତ୍ସିତ ହେଉଥିବା ଜଣେ ନଅ ବର୍ଷର ଶିଶୁଙ୍କ ସମେତ ସମସ୍ତ ଚାରିଜଣ ସୁସ୍ଥ ହୋଇଛନ୍ତି। ଏହି…

କର୍ନାଟକରେ ସ୍କୁଲ-କଲେଜ ବନ୍ଦ, ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ

ବେଙ୍ଗାଲୁରୁ,୨୯।୯: କାବେରୀ ଜଳ ବିବାଦକୁ ନେଇ କର୍ନାଟକ ଏବଂ ତାମିଲନାଡୁ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥି ସହିତ ଶୁକ୍ରବାର ଅନେକ ସଂଗଠନ କର୍ନାଟକରେ ଏକ ବନ୍ଦ ଡାକରା ଦେଇଛନ୍ତ, ଯେଉଁଥିରେ ବିଭିନ୍ନ ସଂଗଠନ ରାସ୍ତାରେ ବିରୋଧ କରୁଛନ୍ତି।…

କର୍ନାଟକରେ ବନ୍ଦର ପ୍ରଭାବ, ବେଙ୍ଗାଲୁରୁରେ ୪୪ ବିମାନ ରଦ୍ଦ

ବେଙ୍ଗାଲୁରୁ,୨୯।୯: ତାମିଲନାଡୁକୁ କାବେରୀ ନଦୀର ଜଳ ଦେବାକୁ ବିରୋଧ କରି କର୍ନାଟକରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କନ୍ନଡ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ବନ୍ଦର ପ୍ରଭାବ ମଧ୍ୟ ଦେଖାଯାଇଛି। ଶୁକ୍ରବାର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ…

ଦେଶରେ ଆଫଗାନ ଦୂତାବାସର ପରିଚାଳନା ବନ୍ଦ

ନୂଆଦିଲ୍ଲୀ,୨୯।୯: ଭାରତରେ ଥିବା ଆଫଗାନିସ୍ତାନ ଦୂତାବାସ ଏହାର କାର୍ଯ୍ୟ ବନ୍ଦ କରିବାକୁ ଏକ ଚିଠି ଜାରି କରିଥିବା ଜଣାଯାଇଛି ଏବଂ ଏହାର ସତ୍ୟତା ଉପରେ ନୂଆଦିଲ୍ଲୀ ଅନୁସନ୍ଧାନ କରୁଛି। ଏହି ସୂଚନା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ନ୍ୟୁଜ ଏଜେନ୍ସି ପିଟିଆଇ…

ମଧ୍ୟପ୍ରଦେଶରେ ଅଧିକ ଏମ୍‌ପିଙ୍କ ଉପରେ ବାଜି ଲଗାଇପାରେ ଭାଜପା, ତୃତୀୟ ତାଲିକା ପାଇଁ ଏହି ନାଁ ଉପରେ ଚର୍ଚ୍ଚା

ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ନିର୍ବାଚନରେ ଭାରତୀୟ ଜନତା ଦଳର ଆଉ କିଛି ଏମ୍‌ପିଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଯାଇପାରେ ବୋଲି କୁହାଯାଉଛି। ଭାଜପା ତୃତୀୟ ତାଲିକାରେ ଏହି ନାମ ଘୋଷଣା କରିପାରେ। ଅକ୍ଟୋବର ୧ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୋପାଳ…

ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂଙ୍କ ନାଁରେ ମାମଲା, ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଧମକ ଦେଇଥିବା ଅଭିଯୋଗ

ଅହମ୍ମଦାବାଦ,୨୯।୯: ଆଇସିସି ବିଶ୍ୱକପ୍‌ ୨୦୨୩ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ପୂର୍ବରୁ ଧମକ ଦେବା ମାମଲାରେ ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରାଯାଇଛି।

ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହେବେ କି ବସୁନ୍ଧରା

ଜୟପୁର,୨୯।୯: ରାଜସ୍ଥାନରେ ଚଳିତ ବର୍ଷ ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏବେ ଏହାକୁ ନେଇ ସାରା ରାଜ୍ୟରେ ରାଜନୀତି ହୋଇଛି ସରଗରମ।ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ପୂର୍ବତନ ଭାଜପା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ…

ମଧ୍ୟପ୍ରଦେଶ ନିର୍ବାଚନରେ ସିନ୍ଧିଆଙ୍କୁ ମିଳିପାରେ ତୃତୀୟ ତାଲିକାରେ ବିଧାୟକର ଟିକେଟ

ଭୋପାଳ,୨୯।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇପାରେ। ଏକ ସୂତ୍ରରୁ ଏହା ଜଣାପଡିଛି। ମଧ୍ୟପ୍ରଦେଶର ତୃତୀୟ ତାଲିକାରେ ଆଉ କିଛି ଏମ୍‌ପିଙ୍କ ନାମ ମଧ୍ୟ ଆସିପାରେ। ତୃତୀୟ ତାଲିକା…

ସାତଜନ୍ମରେ ଭାଜପା ସହ ମେଣ୍ଟ କରିବେ ନାହିଁ ନୀତୀଶ: ଲଲନ ସିଂ

ପାଟନା,୨୯।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ପୂର୍ଣ୍ଣ ଗ୍ରାଣ୍ଡ ଆଲାଇନ୍ସ ‘ଇଣ୍ଡିଆ‘ ସହ ଅଛନ୍ତି ଏବଂ ସାତ ଜନ୍ମରେ ମଧ୍ୟ ଭାଜପା ସହ ମେଣ୍ଟ କରିବେ ନାହିଁ ବୋଲି ଜେଡିୟୁ ସଭାପତି ଲଲନ ସିଂ କହିଛନ୍ତି। ନୀତୀଶ କୁମାର ତାଙ୍କ ମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?