ରାମମନ୍ଦିର ଉଦଘାଟନ ସମୟରେ ହୋଇପାରେ ଗୋଧ୍ରା ଭଳି କାଣ୍ଡ: ଉଦ୍ଧବଙ୍କ ଆଶଙ୍କା…
ମୁମ୍ବାଇ,୧୧।୯ : ଅନେକ ଦଶନ୍ଧି ଧରି ଚାଲିଥିବା ଆଇନଗତ ଯୁଦ୍ଧ ପରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ସପକ୍ଷରେ ଏହି ରାୟ ଦେଇଥିଲେ, ଯେହେତୁ ଏହି ମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି। ଇସଲାମିକ ଷ୍ଟେଟ (ଆଇଏସ), ଅଲ କାଏଦା ଭଳି…
ବିମାନରେ ପୁଣି ମହିଳା ଯାତ୍ରୀଙ୍କୁ ଦୁର୍ବବ୍ୟହାର
ନୂଆଦିଲ୍ଲୀ,୧୧।୯: ଉଡନ୍ତା ବିମାନରେ ମହିଳାଙ୍କ ପ୍ରତି ଦୁର୍ବବ୍ୟହାର ଘଟଣା ଯେମିତି ଥମିବାର ନାଁ ନେଉନାହିଁ। ଏବେ ମୁମ୍ବାଇରୁ ଗୁଆହାଟି ଯାଉଥିବା ଇଣ୍ଡିଗୋ ବିମାନରେ ମହିଳା ଯାତ୍ରୀଙ୍କ ସହ ଦୁର୍ବବ୍ୟହାର ହୋଇଥିବା ଖବର ଆସିଛି। ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି। ମୁମ୍ବାଇରୁ ଗୁଆହାଟୀ…
ଏକ ଦେଶ ଏକ ନିର୍ବାଚନ ୫ ରାଜ୍ୟର ନିର୍ବାଚନ ଟାଳିବାକୁ ଏକ ଷଡ଼ଯନ୍ତ୍ର: ପ୍ରଶାନ୍ତ ଭୂଷଣ…
ନୂଆଦିଲ୍ଲୀ,୧୧।୯ : ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ପ୍ରଶାନ୍ତ ଭୂଷଣ ଏକ ଦେଶ, ଏକ ନିର୍ବାଚନ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୫ ରାଜ୍ୟରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାହୁଁଥିବାରୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ପ୍ରଚାର କରୁଛନ୍ତି ବୋଲି ସେ…
କଂଗ୍ରେସକୁ ବଡ଼ ଝଟ୍କା
ଜୟପୁର,୧୧।୯: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଦଳର ବରିଷ୍ଠ ନେତା ତଥା ନାଗୋରର ପୂର୍ବତନ ଏମ୍ପି ନାଥୁରାମ ମିର୍ଦ୍ଦାଙ୍କ ନାତୁଣୀ ଜ୍ୟୋତି ମିର୍ଦ୍ଦା କଂଗ୍ରେସ ଛାଡି ଭାଜପାରେ ଯୋଗଦେବେ। ପଶ୍ଚିମ ରାଜସ୍ଥାନର ଜାଟ ନେତ୍ରୀଙ୍କୁ ଦଳକୁ…
ସନାତନ ବିବାଦରେ ଛନ୍ଦି ହେଲେ ପ୍ରକାଶ ରାଜ…
ଚେନ୍ନାଇ,୧୧।୯ : ତାମିଲନାଡୁର ମନ୍ତ୍ରୀ ତଥା ସିଏମ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ପରେ ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ପ୍ରକାଶ ରାଜ ମଧ୍ୟ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଷ୍ଟାଲିନଙ୍କ ପୁଅର ବିବୃତ୍ତିକୁ ସମର୍ଥନ କରି ପ୍ରକାଶ ରାଜ ଏହାକୁ…
‘ଇଣ୍ଡିଆ’ର ନାମ ରଖାଯିବ ‘ଭାରତ’: ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଦେଶ ଛାଡି ପଳାନ୍ତୁ: ଦିଲୀପ ଘୋଷ
ନୂଆଦିଲ୍ଲୀ,୧୧।୯: ଦେଶର ନାମ ‘ଇଣ୍ଡିଆ’ ଏବଂ ‘ଭାରତ’ ଉପରେ ରାଜନୀତି ଚାଲିଛି। ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ କେନ୍ଦ୍ର ସରକାର ‘ଇଣ୍ଡିଆ’ ବଦଳରେ ‘ଭାରତ’ ନାମକୁ ପ୍ରୋତ୍ସାହିତ କରିଥିଲେ। ଏନେଇ ବିରୋଧୀ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ସେପଟେ…
ଶେୟାର ବଜାର ଉପର ମୁହାଁ, ସେନସେକ୍ସରେ ୩୪୫ ଅଙ୍କ ବୃଦ୍ଧି,ନିଫ୍ଟି ୧୯୯୦୦ ଟପିଲା…
ମୁମ୍ବାଇ,୧୧।୯ : କ୍ରମାଗତ ସପ୍ତମ ଦିନ ପାଇଁ ଷ୍ଟକ ମାର୍କେଟରେ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି। ସୋମବାର ପ୍ରମୁଖ ସୂଚକାଙ୍କ ଜୋରଦାର କାରବାର କରୁଛି। ପୂର୍ବାହ୍ନ ୯ଟା ୨୦ରେ, ସେନସେକ୍ସ ୬୬,୮୪୪.୨୮ ସ୍ତରରେ ୨୪୫.୩୭ ଅଙ୍କ (୦.୩୬ ପ୍ରତିଶତ) ଅଙ୍କ ବୃଦ୍ଧି…
ଜେଲ୍ ଯିବେ ଅଖିଳେଶ, ଶିବପାଲ: ରାଜଭର
ଲକ୍ଷ୍ନୌ,୧୧।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି ସଭାପତି ଓମ ପ୍ରକାଶ ରାଜଭର ନିଜ ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଘୋସି ଉପନିର୍ବାଚନରେ ଭାଜପାର ପରାଜୟ ପରେ ସମାଜବାଦୀ ପାର୍ଟି(ଏସ୍ପି) ସୁପ୍ରିମୋ ଅଖିଳେଶ ଯାଦବକୁ ଟାର୍ଗେଟ୍ କରିଛନ୍ତି। ରାଜଭର କହିଛନ୍ତି…
ରାଷ୍ଟ୍ରପତି ଭବନରେ ସୌଦି କ୍ରାଉନ ପ୍ରିନ୍ସଙ୍କୁ ଔପଚାରିକ ସ୍ବାଗତ
ନୂଆଦିଲ୍ଲୀ,୧୧।୯: ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଭାରତକୁ ସରକାରୀ ଗସ୍ତ ସୋମବାର ଆରମ୍ଭ ହୋଇଛି। ସୋମବାର ସକାଳେ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ…
ଝିଅଙ୍କର କାନ୍ଧରେ ହାତ ରଖିବା, ପୋଷାକ ଟାଣିବା , ପୋକ୍ସୋ ଅନୁସାରେ ମନ୍ଦ ଉଦ୍ଦେଶ୍ୟର ପ୍ରମାଣ: ହାଇକୋର୍ଟ…
ଭୋପାଳ,୧୧।୯ : ମଧ୍ୟପ୍ରଦେଶ ହାଇକୋର୍ଟ ପୋକ୍ସୋ ଆକ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଠାଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ କହିଛନ୍ତି ଜଣେ ବ୍ୟକ୍ତି ଝିଅଙ୍କର ପୋଷାକ ଟାଣି କାନ୍ଧରେ ହାତ ରଖିବା ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦର୍ଶାଇଥାଏ। ଜଷ୍ଟିସ ପ୍ରେମ…
ଜି-୨୦ରେ ଭାରତ-ସୌଦି ଆରବ ଚୁକ୍ତିରେ ଚକିତ ହୋଇଛି ପାକିସ୍ତାନ, ସୋସିଆଲ ମିଡିଆରେ ଲୋକେ କହୁଛନ୍ତି ଆମେ ଲଜ୍ଜିତ
ନୂଆଦିଲ୍ଲୀ,୧୧।୯: ଭାରତରେ ପ୍ରଥମ ଥର ପାଇଁ ସଫଳ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି। ଏଥିରେ ଅଂଶଗ୍ରହଣ କରିବା ପରେ ବିଶ୍ୱ ସ୍ତରର ସମସ୍ତ ନେତା ଭାରତର ହୋଷ୍ଟିଂ ଏବଂ ଶିଖର ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ…
ବାଲ୍ୟ ବିବାହ ଉପରେ ଅଙ୍କୁଶ: ଆଗାମୀ ୧୦ ଦିନରେ ହେବେ ୩ ହଜାର ଗିରଫ, ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶ…
ଗୁଆହାଟୀ,୧୧।୯ : ଆସାମରେ ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚେତାବନୀ ଦେଇଛନ୍ତି। ଭାଜପା ମହିଳା ମୋର୍ଚ୍ଚାର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ସମାପ୍ତ ସମାରୋହରେ ସିଏମ…
Archives


