ଜାତୀୟ

ଆଣ୍ଡାମାନ ସାଗରରେ ଭୂକମ୍ପ, ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ,୧୨।୯: ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି। ଏନସିଏସ ଅନୁଯାୟୀ ଆଣ୍ଡାମାନ ସାଗରରେ ୩ଟା ୨୯ ମିନିଟ ୩୦ସେକେଣ୍ଡରେ ଏହି ଭୂକମ୍ପ ଘଟିଛି। ଏହାର ତୀବ୍ରତା ରିକ୍ଟର…

କୋଟିଆ ବିବାଦ: ଆନ୍ଧ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୯:କୋଟିଆର କେତେକ ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଛି। ଓଡ଼ିଶା ସରକାରଙ୍କ ମୂଳ ପିଟିଶନ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ହୋଇ ନ ଥିବାରୁ…

ଆସନ୍ତାବର୍ଷ ସମୁଦ୍ରାୟନ ‘ମତ୍ସ୍ୟ’

ନୂଆଦିଲ୍ଲୀ,୧୨ା୯:ଚନ୍ଦ୍ର ମିଶନର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନେ ଏବେ ସମୁଦ୍ରାୟନ ପ୍ରୋଜେକ୍ଟ ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ୩ଜଣ ଲୋକଙ୍କୁ ସମୁଦ୍ରର ୬ହଜାର ମିଟର ଗଭୀରକୁ ଏକ ବୁଡ଼ା ଜାହାଜ ସାହଯ୍ୟରେ ଛଡ଼ାଯିବ। ଏହି ଯନ୍ତ୍ରର ନାମ ‘ମତ୍ସ୍ୟ…

ବିନା ଅନୁମତିରେ ବାବୁଙ୍କ ବିରୋଧରେ ହେବ ମାମଲା

ନୂଆଦିଲ୍ଲୀ,୧୨ା୯(ପି.ଟି.):କେନ୍ଦ୍ର ସରକାରଙ୍କ ଅଧୀନରେ ନିଯୁକ୍ତ ଯୁଗ୍ମ ସଚିବ ଓ ତଦୂର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ଦୁର୍ନୀତିରେ ସମ୍ପୃକ୍ତ ଥିଲେ, କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେମାନଙ୍କ ବିରୋଧରେ ତଦନ୍ତ କରାଯିବା ସହ ମାମଲା ରୁଜୁ କରାଯାଇପାରିବ। ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଏହି ରାୟକୁ ୨୦୦୩…

ଆଜିଠାରୁ ରାଷ୍ଟ୍ରପତିଙ୍କ ୨ ଦିନିଆ ଗୁଜରାଟ ଗସ୍ତ

ନୂଆଦିଲ୍ଲୀ,୧୨।୯: ସେପ୍ଟେମ୍ବର ୧୨ ଅର୍ଥାତ୍‌ ଆଜିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ସରକାରୀ ବିବୃତ୍ତି ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ଗାନ୍ଧିନଗରରେ ପହଞ୍ଚିବେ। ପରଦିନ ଅର୍ଥାତ୍‌ ୧୩ ସେପ୍ଟେମ୍ବରରେ ସେ ନ୍ୟାଶ୍‌ନାଲ୍‌ ଇ-ବିଧାନ ଆପ୍ଲିକେଶନ୍‌…

ଜି-୨୦ର ସଫଳ ଆୟୋଜନକୁ ନେଇ ଭାରତକୁ ବିଶ୍ୱରେ ପ୍ରଶଂସା: ଆମେରିକା କହିଲା,ଏହା ଏକ ବଡ଼ ସଫଳତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୯: ଜି-୨୦ ଶିଖର ସମ୍ମିଳନୀକୁ ସଫଳତାର ସହ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ଅଧିକାଂଶ ବିଶ୍ୱ ଗଣମାଧ୍ୟମ ଭାରତର ବଢୁଥିବା ଆଭିମୁଖ୍ୟକୁ ବିଶ୍ୱ ଦକ୍ଷିଣର ସ୍ବର ଭାବରେ ପ୍ରଶଂସା କରିଛନ୍ତି।…

ଟୟୋଟା ରୁମିଅନ୍‌ର ଅନାବରଣ

ଭୁବନେଶ୍ୱର,୧୨।୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଟୟୋଟା ରୁମିଅନ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଇସପିରିଟ ଟୟୋଟା (ଫିଲ୍‌ଡ…

ଭାଜପା ପିଠିରେ ଛୁରାମାଡ଼ କରିଥିଲେ ଶରଦ ପାଓ୍ବାର: ଗିରିଶ ମହାଜନ

ପୁଣେ,୧୨।୯: ଜାତୀୟ ବିଧାନସଭା ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ସହ ଚାରିଟି ବୈଠକ କରି ୨୦୧୯ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ଗଠନ କରିଥିଲେ। କିନ୍ତୁ ଶେଷରେ ସେ ଭାଜପା…

ସ୍ତ୍ରୀଙ୍କ ମୃତଦେହ ସହ ୩୬ ଘଣ୍ଟା ବିତାଇଲେ ସ୍ବାମୀ

ନୂଆଦିଲ୍ଲୀ,୧୨।୯: ବଙ୍ଗଳା ବିକ୍ରି କରିବାକୁ ମନା କରିବାରୁ ଆଇନଜୀବୀ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ। ନୂଆଦିଲ୍ଲୀର ନୋଏଡ଼ା ସେକ୍ଟର-୩୦ରେ ଏଭଳି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ରେଣୁ ସିହ୍ନାଙ୍କ ନୋଏଡ଼ା ସେକ୍ଟର-୩୦ ଅଞ୍ଚଳରେ…

ଜି୨୦ ଘୋଷଣାନାମାକୁ ଚାଇନାର ପ୍ରଶଂସା

ବେଜିଂ,୧୧ା୯: ଜି୨୦ ସମିଟ୍‌ ଅବସରରେ ନୂଆଦିଲ୍ଲୀ ଘୋଷଣାନାମାକୁ ଚାଇନା ପ୍ରଶଂସା କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୈଶ୍ୱିକ ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଅର୍ଥନୀତିରେ ସୁଧାର ପାଇଁ ହାତ ମିଳାଇଥିବାରୁ ଏହା ଏକ ସକାରାତ୍ମକ ସଙ୍କେତ ଦେଉଛି ବୋଲି ସୋମବାର ବେଜିଂ କହିଛି।…

୧୨ ବୈଜ୍ଞାନିକଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ସମ୍ମାନ

ନୂଆଦିଲ୍ଲୀ,୧୨।୯: ଆଗକୁ କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍‌ଆଇଆର୍‌)ର ପ୍ରତିଷ୍ଠା ଦିବସ ରହିଛି। ଏହି ଅବସରରେ ଦେଶର ୧୨ଜଣ ଯୁବ ବୈଜ୍ଞାନିକ ମାନଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ସମ୍ମାନ-୨୦୨୨ ପ୍ରଦାନ ଲାଗି ସୋମବାର ସିଏସ୍‌ଆଇଆର୍‌ ପକ୍ଷରୁ ଘୋଷଣା କରାଯାଇଛି। ୪୫ବର୍ଷରୁ…

‘ଇଣ୍ଡିଆ’ ସମନ୍ବୟ ସମିତି ବୈଠକରେ ପ୍ରଚାର, ରାଲି ନେଇ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୯: ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ସମନ୍ବୟ ସମିତିର ପ୍ରଥମ ବୈଠକ ଆସନ୍ତା ୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବାସଭବନରେ ହେବାକୁ ଥିବା ବୈଠକରେ ମେଣ୍ଟର ରଣନୀତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri