ଜାତୀୟ

କଂଗ୍ରେସ ବିଧାୟକ ସୁଖପାଲଙ୍କ ଗିରଫକୁ ନେଇ ଆକ୍ସନରେ ରାଜ୍ୟପାଳ, ଡିଜିପିଙ୍କୁ ମାଗିଲେ ଜବାବ

ଚଣ୍ଡିଗଡ଼,୨।୧୦: ପଞ୍ଜାବର ଭୁଲଥା ବିଧାନସଭାର ବିଧାୟକ ସୁଖପାଲ ସିଂ ଖଇରା ଗିରଫ ହେବା ପରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ କଳହ ଲାଗି ରହିଛି। ଏହି ସମୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ମଧ୍ୟ ଏହି ପ୍ରସଙ୍ଗରେ…

ଆନ୍ଧ୍ର ପ୍ରଦେଶରେ ହେବ ଟିଡିପି-ଜେଏସପି ସରକାର: ପଓ୍ବନ କଲ୍ୟାଣ

ଅମରାବତୀ,୨।୧୦: ଜନ ସେନା ପାର୍ଟି (ଜେଏସପି) ନେତା ତଥା ଅଭିନେତା ପୱନ କଲ୍ୟାଣ କହିଛନ୍ତି ଯେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ତାଙ୍କ ଦଳ ଆନ୍ଧ୍ରପ୍ରଦେଶରେ ପରବର୍ତ୍ତୀ ସରକାର ଗଠନ କରିବେ। ରବିବାର ତାଙ୍କ ଭାରାହି ଯାତ୍ରାର ଚତୁର୍ଥ ପର୍ଯ୍ୟାୟରେ…

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ପାଞ୍ଚ ବର୍ଷର ମ୍ୟାଟରନିଟି ଲିଭ ପଲିସି

ନୂଆଦିଲ୍ଲୀ,୨।୧୦: ବେସରକାରୀ କ୍ଷେତ୍ରରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଏକ ବଡ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହି ଘରୋଇ କମ୍ପାନୀ ମହିଳା କର୍ମଚାରୀଙ୍କ ପାଇଁ ଏକ ନୂତନ ମାତୃତ୍ୱ ନୀତି ପ୍ରଣୟନ କରିଛି। ଏହି ପାଞ୍ଚ ବର୍ଷର ନୀତି ପ୍ରଣୟନ କରାଯାଇଛି, ଯେଉଁଥିରେ…

ବିକ୍ରମ-ପ୍ରଜ୍ଞାନ କେବେ ହେବେ ଜାଗ୍ରତ, ଅପକ୍ଷା କରିଛନ୍ତି ପୃଥିବୀବାସୀ…

ହାଇଦ୍ରାବାଦ,୨।୧୦ : ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଦ୍ୱାରା ନିର୍ମିତ ଚନ୍ଦ୍ରୟାନ -୩ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଦୃଢ଼ ଭାବରେ ଠିଆ ହୋଇଛି। ଅବତରଣର ପ୍ରଥମ ୧୪ ଦିନ ଧରି, ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ ପୂର୍ଣ୍ଣ…

ଲୋକ ସଭା ନିର୍ବାଚନ ପାଇଁ ଆକ୍ସନ ମୁଡରେ ରାଜ ଠାକରେ

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ ବା ମନସେ) ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜ ଠାକରେ ଏମଏନଏସ ନେତାଙ୍କ ଏକ ବୈଠକ ଡାକିଛନ୍ତି। ଏମଏନଏସ ନେତା ରାଜ ଠାକରେ ଏମଏନଏସ…

ସମୁଦ୍ରରେ ୨୪ ଘଣ୍ଟା: ଗଣେଶଙ୍କ ମୂର୍ତ୍ତି ଯୋଗୁ ବଞ୍ଚିଲା ୫ମ ଶ୍ରେଣୀ ଛାତ୍ରଙ୍କ ଜୀବନ…

ଅହମଦାବାଦ,୨।୧୦ : ସୁରଟର ଏକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଡୁମାସ ବେଳାଭୂମିରେ ଥିବା ମନ୍ଦିରକୁ ଯାଇଥିଲେ। ଲଖନ ନାମକ ଏହି ବାଳକ ସମୁଦ୍ର କୂଳରେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ପାଇଁ ଅଜାଣତରେ ଗଭୀର ଜଳକୁ ପଳାଇ ଯାଇଥିଲେ। ପରଦିନ…

ଛତିଶଗଡ଼ର ସମସ୍ତ ଆସନ ପାଇଁ ନାମ ଚୁଡାନ୍ତ, ରାଜସ୍ଥାନର ୫୪ ପ୍ରାର୍ଥୀଙ୍କ ନାମରେ ଲାଗିଲା ମୋହର

ନୂଆଦିଲ୍ଲୀ,୨।୧୦: ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ରାଜସ୍ଥାନ ପାଇଁ ପ୍ରାୟ ୫୪ଜଣ ପ୍ରାର୍ଥୀଙ୍କ ନାମରେ ମୋହର ଲଗାଇଛି। ସୂଚନାନୁସାରେ, ଏମପିମାନେ ପ୍ରାୟ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇପାରିବେ। ରାଜସ୍ଥାନର ନିର୍ବାଚନ କମିଟିରେ ଆଲୋଚନା ହୋଇଥିବା ଆସନଗୁଡ଼ିକ ହେଉଛି ବି…

ଦିଲ୍ଲୀ ପୋଲିସକୁ ସଫଳତା: ମୋଷ୍ଟଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୨।୧୦: ଦିଲ୍ଲୀ ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ତାଲିକାରେ ମୋଷ୍ଟଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଥିବା ଶାହନଓ୍ବାଜଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ୍‌ ସେଲ୍‌ ଗିରଫ କରିଛି। ଶାହନଓ୍ବାଜଙ୍କ ଉପରେ ଏନଆଇଏ ୩ ଲକ୍ଷ ଟଙ୍କା ପୁରସ୍କାର…

ମେଲ୍‌ର ଜବାବ ନ ଦେବାରୁ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ହେବ ଆପଲ୍‌

ବେଙ୍ଗାଲୁରୁ,୨।୧୦: ମେଲ୍‌ର ଜବାବ ନ ଦେବାରୁ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ହେବ ଆପଲ୍‌ ଷ୍ଟୋର। ବେଙ୍ଗାଲୁରୁର ଫ୍ରେସର ଟାଉନର ବାସିନ୍ଦା ଆଭେଜ ଖାନଙ୍କୁ ଆପଲ ଷ୍ଟୋର ୧ ଲକ୍ଷ ଟଙ୍କା ଦେବ। ୩୦ ବର୍ଷୀୟ ଆଭେଜ୍‌ ୨୦୨୧ ଆପଲ ଷ୍ଟୋରରୁ…

ପୁର୍ବ ଶତ୍ରୁତାରୁ ୬ ଜଣଙ୍କୁ ନିର୍ମମ ହତ୍ୟା

ଲକ୍ଷ୍ନୌ,୨।୧୦: ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରୁଦ୍ରପୁର ନିକଟ ଫତେହପୁର ଗ୍ରାମରେ ପୁରୁଣା ଶତ୍ରୁତା କାରଣରୁ ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା ମାମଲା ସାମ୍ନାକୁ ଆସିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ଏଣିକି ରାଶନରେ ମିଳିବ ୨ ଲିଟର ସୋରିଷ ତେଲ

ଚଣ୍ଡିଗଡ,୨।୧୦: ହରିୟାଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସମସ୍ତ ବିପିଏଲ ରାଶନ କାର୍ଡ ଧାରକ ପରିବାର ପ୍ରତିମାସରେ ଦୁଇ ଲିଟର ମାଗଣା ସୋରିଷ ତେଲ ପାଇବେ। ଏହାଦ୍ୱାରା ରାଜ୍ୟର ପ୍ରାୟ ୨୮ ଲକ୍ଷ ଲୋକ ଉପକୃତ ହେବେ। ଫରିଦାବାଦର…

ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ରେ ଶ୍ରେଷ୍ଠ ୫୦ରେ ଦୁଇଜଣ ଭାରତୀୟ…

ନୂଆଦିଲ୍ଲୀ,୨।୧୦ : ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀପ ନାରାୟଣ ନାୟକ ଏବଂ ଆନ୍ଧ୍ରପ୍ରଦେଶର ଇଂଲିଶ ଶିକ୍ଷକ ହରି କୃଷ୍ଣ ପଟାଚାରୁ ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ପାଇଁ ମନୋନୀତ ହୋଇଥିବା ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୟୁନେସ୍କୋ ସହଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?