ଜାତୀୟ

ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ଛତ୍ରପୁର,୩।୧୦(ଦିଲିପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଘଡଘଡ଼ାପଲ୍ଲୀ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘଡଘଡ଼ାପଲ୍ଲୀ ଗ୍ରାମର ଏସ. କୁରମେୟା ପାତ୍ର (୬୮)। ସେ ଗତକାଲି ସନ୍ଧ୍ୟାରେ ପୋଖରୀକୁ…

ଆମେରିକା-ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନ୍‌ସର ରୋଗୀ

ନୂଆଦିଲ୍ଲୀ,୩।୧୦: ଆମେରିକା ଏବଂ ଚାଇନା ପରେ ଭାରତରେ ବିଶ୍ୱର ସର୍ବାଧିକ କ୍ୟାନସର୍‌ ରୋଗୀ ଅଛନ୍ତି। ୨୦୨୦ରେ ୧.୯୩ କୋଟି ନୂତନ କ୍ୟାନସର୍‌ ରୋଗୀ ଚିହ୍ନଟ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ଭାରତୀୟ। କେବଳ ଏତିକି ନୁହେଁ, ଭାରତରେ ବାର୍ଷିକ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିବା ଉପହାର ଇ-ନିଲାମ

ନୂଆଦିଲ୍ଲୀ,୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ କିଛି ଦିନ ହେବ ମିଳିଥିବା ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ଏବଂ ଚିତ୍ତୌଗଡ଼ର ବିଜୟ ସ୍ତମ୍ଭ ଏବଂ ବାରାଣସୀର ଏକ ଘାଟର ପେଣ୍ଟିଂ ସମେତ ୯୧୨ରୁ ଅଧିକ ଉପହାର ଏବଂ ସ୍ମରଣିକା ଇ-ନିଲାମ…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ଟିଡିପି ନେତା ଗିରଫ

ହାଇଦ୍ରାବାଦ୍‌,୩।୧୦: ଆଜିକାଲି ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟିର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ସମୟରେ ଗୁଣ୍ଟୁର ପୋଲିସ ଟିଡିପି ନେତା ତଥା ପୂର୍ବତନ ମନ୍ତ୍ରୀ ବନ୍ଦାରୁ ସତ୍ୟନାରାୟଣ ମୁର୍ତ୍ତୀଙ୍କୁ ଗିରଫ କରିଛି। ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଜଗନ…

ଇସ୍ରୋର ୯ ବୈଜ୍ଞାନିକଙ୍କୁ ସମ୍ମାନୀତ କଲେ ଷ୍ଟାଲିନ୍‌: ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଚେନ୍ନାଇ,୩।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରେ କାର୍ଯ୍ୟ କରୁଥିବା ରାଜ୍ୟର ନଅ ଜଣ ବୈଜ୍ଞାନିକଙ୍କୁ ସମ୍ମାନିତ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଏହି ବୈଜ୍ଞାନିକମାନଙ୍କ ସମ୍ମାନାର୍ଥେ…

ଆତଙ୍କବାଦୀ-ସୁରକ୍ଷା ବାହିନୀ ମୁହାଁମୁହିଁ: ୩ ଯବାନ ଆହତ

ଶ୍ରୀନଗର,୩।୧୦:ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଜମ୍ମୁ କଶ୍ମୀରର ରାଜୌରୀ ଜିଲାର କାଲାକୋଟେ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେଶନ ବେଳେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ୯ ପାରା କମାଣ୍ଡୋ ସ୍ପେଶାଲ ୟୁନିଟର ୩ ସୈନିକ ଆହତ ହୋଇଛନ୍ତି। ପୋଲିସ ଅଧିକାରୀମାନେ…

ମଧୁମେହ ଚିକିତ୍ସାରେ ସହାୟକ ହେବ ସୂର୍ଯ୍ୟାଲୋକ

ନୂଆଦିଲ୍ଲୀ,୩ା୧୦: ଟାଇପ୍‌-୨ ମଧୁମେହ ଚିକିତ୍ସା ଓ ପ୍ରତିକାରରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଜର୍ମାନୀରେ ଅକ୍ଟୋବର ୨ରୁ ୬ ଅନୁଷ୍ଠିତ ହେଉଥିବା ୟୁରୋପିଆନ୍‌ ଆସୋସିଏଶନ ଫର୍‌ ଦି ଷ୍ଟଡି ଅଫ୍‌ ଡାଇବେଟିସ୍‌ (ଇଏଏସ୍‌ଡି)ର ବାର୍ଷିକ ବୈଠକରେ…

ସ୍ବର୍ଣ୍ଣମନ୍ଦିରରେ ବାସନ ଧୋଇଲେ ରାହୁଲ

ଅମୃତସର,୩ା୧୦: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ସୋମବାର ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା କରିଛନ୍ତି। ସେଠାର ସଚଖଣ୍ଡ ଶ୍ରୀହରମନ୍ଦିର ସାହିବରେ ଥିବା ଲାଙ୍ଗର (ଗୋଷ୍ଠୀ ପାକଶାଳା)ରେ କଂଗ୍ରେସ ନେତା ସ୍ବେଚ୍ଛାକୃତ ସେବା କରିଥିଲେ। ରାହୁଲ ସେଠାରେ ବାସନ…

ଜାତି ଜନଗଣନା ଦାବି ଜୋର ଧରିଲା

ନୂଆଦିଲ୍ଲୀ/ପାଟନା,୩ା୧୦: ବିହାର ସରକାର ସୋମବାର ଜାତି ସର୍ଭେ ରିପୋର୍ଟ ପ୍ରକାଶ କରିବା ପରେ ଜାତୀୟ ସ୍ତରରେ ଜାତି ଓ ଜନଗଣନା ଦାବି ଜୋର ଧରିଛି। କଂଗ୍ରେସ ରିପୋର୍ଟକୁ ସ୍ବାଗତ କରିବା ସହ କେନ୍ଦ୍ର ସରକାର ଦେଶବ୍ୟାପୀ ଅନୁରୂପ ଜନଗଣନା ତୁରନ୍ତ ଆରମ୍ଭ…

ନିଖୋଜ ଥିଲେ: ଘର ବାକ୍ସରୁ ମିଳିଲା ୩ ଭଉଣୀଙ୍କ ମୃତଦେହ

ଚଣ୍ଡିଗଡ଼,୨ା୧୦: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ କାନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବାକ୍ସରୁ ୩ ଭଉଣୀଙ୍କ ମୃତଦେହ ଜବତ ହୋଇଛି। ମୃତ ୩ ଭଉଣୀ ହେଲେ ଅମ୍ରିତା(୯), ଶକ୍ତି(୭) ଏବଂ କାଞ୍ଚନ(୪)। ମିଳିଥିବା ସୂଚନା ମୁତାବକ, ୩…

ଭାରତରେ ୭୪ ଲକ୍ଷ ଆକାଉଣ୍ଟ ବ୍ୟାନ୍‌ କଲା ହ୍ବାଟ୍ସଆପ୍‌

ଷ୍ଟକ୍‌ହୋମ୍‌,୨ା୧୦: ତ୍ୱରିତ୍‌ ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ଅଗଷ୍ଟ ମାସରେ ଭାରତର ୭୪.୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରିଛି। ପୂର୍ବ ମାସ ତୁଳନାରେ ଏହା ୨ ଲକ୍ଷ ଅଧିକ। ୨୦୨୧ର ନୂଆ ସୂଚନା ପ୍ରଯୁକ୍ତି ନିୟମାବଳୀ ଅନୁଯାୟୀ ହ୍ବାଟ୍ସଆପ୍‌ ବିଭିନ୍ନ ସମୟରେ ଆକାଉଣ୍ଟଗୁଡ଼ିକୁ…

ଜାତିଭିତ୍ତିକ ଜନଗଣନାକୁ ନେଇ କ’ଣ କହିଲେ ରାହୁଲ

ନୂଆଦିଲ୍ଲୀ,୨।୧୦: ବିହାରର ନୀତୀଶ ସରକାର ସୋମବାର ଜାତି ସର୍ଭେ ତଥ୍ୟ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ ବିହାରର ଜନଗଣନା ଅନୁଯାୟୀ ଓବିସି + ଏସସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?