ଆତଙ୍କବାଦୀ ଆକ୍ରମଣ ବନ୍ଦ ନ ହେଲେ ପାକିସ୍ତାନ ସହ କ୍ରିକେଟ ମ୍ୟାଚ ହେବ ନାହିଁ: ଅନୁରାଗ ଠାକୁର
ନୂଆଦିଲ୍ଲୀ,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜଣେ ଡିଏପି ଶହୀଦ ହୋଇଛନ୍ତି। ତେବେ ଏନେଇ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ଏକ…
ଅନନ୍ତନାଗ ଅପରେଶନ: ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ରକେଟ ଲଞ୍ଚର ହେଲା ନିୟୋଜନ
ଶ୍ରୀନଗର,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ତିନ ଯବାନ ଶହୀଦ ହୋଇଛନ୍ତି। ତେବେ ଏନେଇ ଅନନ୍ତନାଗ ଅପରେଶନ ଆରମ୍ଭ ହୋଇଛି। ଜିଲାର ପାହାଡିଆ ଅଞ୍ଚଳର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅପରେଶନ ଜାରି ରହିଛି। ଅପରେଶନରେ…
ଶନିବାର ବସିବ କଂଗ୍ରେସର ପ୍ରଥମ ସିଡବ୍ଲୁସିି ବୈଠକ
ନୂଆଦିଲ୍ଲୀ,୧୫।୯: କଂଗ୍ରେସର ନୂତନ କାର୍ଯ୍ୟ କମିଟି (ସିଡବ୍ଲୁସି)ର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହେବ। ଯେଉଁଥିରେ ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି, ବିରୋଧୀ ମେଣ୍ଟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା…
ଚନ୍ଦ୍ରପୃଷ୍ଠରେ କେମିତି ସୃଷ୍ଟି ହେଉଛି ଜଳ, ଆମେରିକା ବୈଜ୍ଞାନିକଙ୍କ ବଡ ଖୁଲାସା
ଓ୍ବାଶିଂଟନ୍,୧୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି। ତେବେ ଭାରତର ପ୍ରଥମ ମୁନ ମିଶନ ଚନ୍ଦ୍ରାୟାନ ୧କୁ ନେଇ…
ଗାଭାସ୍କରଙ୍କ ଦାବି ଧୋନି, ଇସ୍ରୋ ମୁଖ୍ୟଙ୍କୁ ଦିଆଯାଉ ଓ୍ବାର୍ଲଡ କପର ଗୋଲଡେନ ଟିକେଟ
ନୂଆଦିଲ୍ଲୀ,୧୫।୯: ଅକ୍ଟୋବର ୧ରୁ ଦେଶରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ପ୍ରଶଂସକମାନେ କ୍ରିକେଟର ସବୁଠାରୁ ବଡ ମହାକୁମ୍ବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ…
୨ ଦିନିଆ ରିମାଣ୍ଡରେ କଂଗ୍ରେସ ବିଧାୟକ, ନୁହ ହିଂସା ମାମଲାରେ ହୋଇଥିଲେ ଗିରଫ
ଚଣ୍ଡିଗଡ,୧୫।୯: ହରିୟାଣାର ନୁହରେ ଘଟିଥିବା ହିଂସା ଘଟଣାରେ ଗୁରୁବାର ଗିରଫ ହୋଇଥିବା କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଶୁକ୍ରବାର ମାମନ ଖାନଙ୍କୁ କୋର୍ଟରେ ହାଜର କରାଯାଇଛି। ଯେଉଁଠାରେ କୋର୍ଟ ତାଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ହେଲେ ପୋଲିସ ୭…
ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ଦେଶ:ଆଲମ
ଲକ୍ଷ୍ନୌ,୧୫।୯: ଉତ୍ତରପ୍ରଦେଶ କଂଗ୍ରେସର ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶାହନୱାଜ ଆଲମ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ‘ଇଣ୍ଡିଆ’ ମେଣ୍ଟର ସ୍ବାଭାବିକ ନେତା। ଦେଶର ଲୋକମାନେ ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି।…
ତାମିଲନାଡ଼ୁରେ ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି ୩ ମହିଳା
ହାଇଦ୍ରାବାଦ,୧୫।୯: ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ମହିଳାମାନେ ହେଲେ କ୍ରିଷ୍ଣାଭେନୀ, ଏସ୍ ରାମ୍ୟା ଏବଂ…
ଥମୁନି ସନାତନ ଧର୍ମ ବିବାଦ, ସୁପ୍ରିମକୋର୍ଟରେ ପିଟିଶନ ଦାଖଲ
ନୂଆଦିଲ୍ଲୀ,୧୫।୯: ସନାତନ ଧର୍ମକୁ ନେଇ ତାମିଲନାଡୁ ସରକାରରେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ଏମ୍ପି ଏ ରାଜାଙ୍କ ବୟାନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଚେନ୍ନାଇର ଜଣେ ଓକିଲ ଏହି ଆବେଦନ କରିଛନ୍ତି। ଡିଏମକେ ନେତା ତଥା…
୭୦ ବର୍ଷ ହେବ ‘ହିନ୍ଦୁ ବିରୋଧୀ’ ଅଭିଯାନ ଚଳାଉଛି ଡିଏମ୍କେ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଏମକେ ସମେତ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ହିନ୍ଦୁ ଏବଂ ସନାତନ ଧର୍ମ ବିରୋଧୀ ବୋଲି କହିଛନ୍ତି। ଶୁକ୍ରବାର ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ, ଡିଏମକେ ନେତା ତଥା ମନ୍ତ୍ରୀ (ତାମିଲନାଡୁ)…
ସୁପ୍ରିମକୋର୍ଟରୁ କବିତାଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଆରଏସ ନେତା କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଇଡିର ସମନ ବିରୋଧରେ କବିତାଙ୍କ ପିଟିଶନ ଉପରେ ଶୁଣାଣି ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ ଏହି ପ୍ରସଙ୍ଗରେ ଇଡି ସୁପ୍ରିମକୋର୍ଟଙ୍କୁ କହିଛି…
୧.୬୫ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ: ଜଣେ ଗିରଫ
ଆଇଜଲ,୧୫।୯:ମିଜୋରାମର ଚମ୍ପାଇ ଜିଲାର ଜୋଖୱାଥର୍ ଅଞ୍ଚଳରୁ ଆସାମ ରାଇଫଲ୍ସ ଅଧିକାରୀ ପ୍ରାୟ ୧.୬୫ କୋଟି ଟଙ୍କା ମୂଲ୍ୟର ୨୩୭ ଗ୍ରାମ ହେରୋଇନ୍ ଜବତ କରିଛନ୍ତି। ଏହାସହ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ନିଷିଦ୍ଧ ପଦାର୍ଥ ନିଜ ପାଖରେ ରଖିବା ଅଭିଯୋଗରେ ଗିରଫ…
Archives


