ଜାତୀୟ

ଭାରତ-କାନାଡା ବିବାଦ: ବ୍ୟକ୍ତିଗତ ଆଲୋଚନା କରି ବିବାଦର ସମାଧାନ ଚାହୁଁଛି କାନାଡା

ଅଟାଓ୍ବା,୪।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ଭାରତ ନିଜର ୪୧ଜଣ କୂଟନୀତଜ୍ଞଙ୍କୁ କାନାଡା ଛାଡିବାକୁ ନିର୍ଦ୍ଦେଶ ଦେଇଛି। ତେବେ ଏତେସବୁ ବିବାଦ ଭିତରେ କାନାଡା ଭାରତ ପ୍ରତି ନରମ ସ୍ବଭାବ ଆପଣାଉଥିବା…

ଜମି ବଦଳରେ ଚାକିରି ମାମଲା: ଆଜି କୋର୍ଟରେ ହାଜର ହେବେ ଲାଲୁ

ନୂଆଦିଲ୍ଲୀ,୪।୧୦: ଜମି ବଦଳରେ ଚାକିରି ଦେବା ମାମଲାର ଶୁଣାଣି ବୁଧବାର ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟରେ ହେବ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଙ୍ଗଳବାର ସନ୍ଧ୍ୟାରେ ପାଟନାରୁ ଦିଲ୍ଲୀରେ ପହଞ୍ଚିଛନ୍ତି। ମାମଲାରେ…

ତ୍ରିପୁରାର ଏନ୍‌ଏଲ୍‌ଏଫ୍‌ଟି, ଏଟିଟିଏଫ୍‌ ନିଷିଦ୍ଧ ଘୋଷିତ

ନୂଆଦିଲ୍ଲୀ,୪ା୧୦(ପି.ଟି.): କେନ୍ଦ୍ର ସରକାର ମଙ୍ଗଳବାର ନ୍ୟାଶନାଲ ଲିବରେଶନ୍‌ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଏନ୍‌ଏଲ୍‌ଏଫ୍‌ଟି) ଏବଂ ଅଲ୍‌ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ୍‌)କୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ୨ ଉଗ୍ରପନ୍ଥୀ ସଙ୍ଗଠନ ଓ ଏହା ସହ ଅନୁବନ୍ଧିତ ଗୋଷ୍ଠୀଗୁଡ଼ିକ ଉପରେ ମଧ୍ୟ…

ସଞ୍ଜୟ ସିଂଙ୍କ ବାସଭବନରେ ଇଡି

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପହଞ୍ଚିଛି। ଇଡି ଟିମ ଦ୍ୱାରା ଏଏପି ନେତାଙ୍କ ବାସଭବନରେ ସର୍ଚ୍ଚ ଅପରେଶନ ଚାଲିଛି। ସଞ୍ଜୟ ସିଂ ନିଜେ ଖବରଦାତାମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି।…

୧୦୭ ଏମ୍‌ପି, ବିଧାୟକଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୪ା୧୦(ପି.ଟି.): ଦେଶର ୧୦୭ ପାର୍ଲାମେଣ୍ଟ ସଦସ୍ୟ (ଏମ୍‌ପି) ଏବଂ ବିଧାୟକଙ୍କ ନାମରେ ଘୃଣା ମନ୍ତବ୍ୟ ମାମଲା ରୁଜୁ ହୋଇଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୪୮୦ ଜଣ ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ ଅନୁରୂପ ମାମଲା ହୋଇଥିବା ନିର୍ବାଚନୀ…

ସିରମର ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓର ବ୍ୟବହାର ଅନୁମତି

ପୁଣେ, ୪ା୧୦: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ମ୍ୟାଲେରିଆ ଟିକା (R21/Matrix-M)କୁ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)। ଏହି ଟିକା ସମ୍ପର୍କରେ ଆବଶ୍ୟକ…

ଏନ୍‌ଡିଏରେ ମିଶିବାକୁ ଚାହୁଁଥିଲେ କେସିଆର୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ,୪ା୧୦: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ୨୦୨୦ ପୌର ନିର୍ବାଚନ ପରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ମିଶିବାକୁ ଚାହୁଁଥିଲେ। ଏନେଇ ସେ ଅନେକ ଥର ଅନୁରୋଧ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ…

ନ୍ୟୁଜ୍‌କ୍ଲିକ୍‌ ଅଫିସ ସିଲ୍‌

ନୂଆଦିଲ୍ଲୀ,୪ା୧୦: ଭାରତରେ ଚାଇନା ସପକ୍ଷବାଦୀ ପ୍ରଚାର ଅଭିଯାନ ଚଳାଇବା ପାଇଁ ପାଣ୍ଠି ଗ୍ରହଣ ଅଭିଯୋଗରେ ଅନ୍‌ଲାଇନ୍‌ ନ୍ୟୁଜ୍‌ ପୋର୍ଟାଲ ନ୍ୟୁଜ୍‌କ୍ଲିକ୍‌ ଉପରେ ମଙ୍ଗଳବାର ଦିଲ୍ଲୀ ପୋଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ପୋଲିସର ସ୍ପେଶାଲ ସେଲ୍‌ ପକ୍ଷରୁ ୫ ସହରର ୧୦୦…

ଭାରତ ବିରୋଧରେ ପାକିସ୍ତାନର ୩ ଷଡ଼ଯନ୍ତ୍ର: ଲୁଟ-ସୁନ୍ଦରୀ ଯୁବତୀ-ଆତଙ୍କବାଦ…

ନୂଆଦିଲ୍ଲୀ,୩।୧୦ : କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାକିସ୍ତାନର ଉଦ୍ଦେଶ୍ୟ ବୁଝି ସାରିଛି, କିନ୍ତୁ ନିକଟ ଅତୀତରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି ଯାହା ଆଶ୍ଚର୍ଯ୍ୟଜନକ। ଯେତେବେଳେ ପାକିସ୍ତାନ ପାଇଁ ଭାରତ ସୀମା ପାର ହୋଇ ଯୁଦ୍ଧ କରିବା କଷ୍ଟସାଧ୍ୟ…

ରାସ୍ତା ମଝିରେ କାର ଉପରେ ଠିଆ ହୋଇ ବିଡା ବିଡା ଟଙ୍କା ଉଡାଇଲେ ଯୁବକ, ସୋସିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୩।୧୦ : ରାଜସ୍ଥାନର ରାଜଧାନୀ ଜୟପୁରର ବଜାର ମଝିରେ ଜଣେ ଯୁବକ ବିଡା ବିଡା ଟଙ୍କା ଉଡାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୪୨ ସେକେଣ୍ଡର ଏହି ଭିଡିଓରେ ମାସ୍କ ପିନ୍ଧିଥିବା ଜଣେ ଯୁବକ କାରର ଛାତ ଉପରେ…

ଏନଡିଏରେ ଯୋଗଦେବାକୁ ଚାହୁଁଥିଲେ କେସିଆର, ଆମେ ମନା କଲୁ: ମୋଦି…

ହାଇଦ୍ରାବାଦ,୩।୧୦ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଏକ ରାଲି କରିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାକୁ ଗୁଜରାଟର ପୁଅ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ବାଧୀନତା ପ୍ରଦାନ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ…

ପଞ୍ଜାବରେ ବଢୁଛି ଋଣ, ମୋଦିଙ୍କୁ ମନାଇବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମାନ…

ଚଣ୍ଡିଗଡ଼,୩।୧୦ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସ୍ବୀକାର କରିଛନ୍ତି ତାଙ୍କ ସରକାର ରାଜ୍ୟ ଉପରେ ଋଣ ଭାର ବଢ଼ାଇ ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳର ୧୮ ମାସ ମଧ୍ୟରେ ୪୭,୧୦୭ କୋଟି ଟଙ୍କାର ଋଣ ଗ୍ରହଣ ହୋଇଛି। ରାଜ୍ୟପାଳ ବନୱାରିଲାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?