ଜାତୀୟ

ମୁଣ୍ଡରୁ ପାଦ ଯାଏ ଦୁର୍ନୀତିରେ ବୁଡି ରହିଛନ୍ତି ମୋଦି: କେଜରିଓ୍ବାଲ…

ନୂଆଦିଲ୍ଲୀ,୫।୧୦ : ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଅରବିନ୍ଦ କେରିୱାଲ ତାଙ୍କ ବାସଭବନ ପରିଦର୍ଶନ କରିଥିଲେ। ୧୦…

ନିଆଁ ସହ ଖେଳୁଛନ୍ତି ରାହୁଲ ଗାନ୍ଧୀ: କିରେନ ରିଜିଜୁ

ନୂଆଦିଲ୍ଲୀ,୫।୧୦: ଜନସଂଖ୍ୟା ଅନୁଯାୟୀ ଜଣେ ସମାନ ଅଧିକାର ପାଇବା ଉଚିତ ବୋଲି କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ଏମ୍‌ପି ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲଙ୍କ ଏହି ବିବୃତ୍ତିରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ରିଜିଜୁ ଚେତାବନୀ…

ଲୋକସଭାରେ ଏମପି ପଦ ହରାଇଲେ ଏନସିପି ନେତା ମହମ୍ମଦ ଫୈଜଲ

ନୂଆଦିଲ୍ଲୀ,୫।୧୦: ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମହମ୍ମଦ ଫୈଜଲଙ୍କ ଲୋକସଭାର ଏମପି ପଦ ରଦ୍ଦ ହୋଇଛି। ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବୁଲେଟିରେ କୁହାଯାଇଛି ଯେ, କେରଳ ହାଇକୋର୍ଟର…

ମମତା ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଇଡି ଚଢାଉ

କୋଲକାତା,୫।୧୦: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଚଢାଉ କରିଛି। ମଧ୍ୟମଗ୍ରାମ ପୌରପାଳିକାରେ ନିଯୁକ୍ତି ସ୍କାମ ସମ୍ପର୍କରେ ଏହି ଚଢାଉ କରାଯାଉଛି। ରଥିନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଇଡି ଚଢାଉ…

ବିପର୍ଯ୍ୟୟ ଯୋଗୁ ପ୍ରତିବର୍ଷ ୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ହେଉଛି ନଷ୍ଟ: ସିଡିଆରଆଇ ରିପୋର୍ଟ…

ନୂଆଦିଲ୍ଲୀ,୫।୧୦ : ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ପ୍ରତିବର୍ଷ ୩୦ ହଜାର କୋଟି ଡଲାର(ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା)ର ଭିତ୍ତିଭୂମି ନଷ୍ଟ ହେଉଛି। ସେପ୍ଟେମ୍ବର ୨୦୧୯ରେ ମିଳିତ ଜାତିସଂଘର ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ…

ପୁଣେରେ ୮୮ ପ୍ରତିଶତଙ୍କ ଶରୀରରେ ଡେଙ୍ଗୁ ଆଣ୍ଟିବଡି…

ମୁମ୍ବାଇ,୫।୧୦ : ଡେଙ୍ଗୁ ମହାରାଷ୍ଟ୍ରର ପୁଣେ ସହରରେ ଆତଙ୍କ ସୃଷ୍ଟି କରିଛି। ତେବେ ସେରୋ ସର୍ଭେରୁ ଜଣାପଡ଼ିଛି ୮୮ ପ୍ରତିଶତ ଲୋକଙ୍କ ମଧ୍ୟରେ ଡେଙ୍ଗୁ ଆଣ୍ଟିବଡି ଚିହ୍ନଟ କରାଯାଇଛି। ଏହି ଫଳାଫଳକୁ ଆଧାର କରି ଇଣ୍ଡିଆନ ସେଣ୍ଟର ଫର ମେଡିକାଲ ରିସର୍ଚ୍ଚ…

ଏସ ଜଗତରାସ୍କନଙ୍କ ସହ ଜଡିତ ୪୦ରୁ ଅଧିକ ସ୍ଥାନରେ ଚଢାଉ କଲା ଆୟକର ବିଭାଗ

ଚେନ୍ନାଇ,୫।୧୦: ଆୟକର ବିଭାଗ ଡିଏମକେ ସାଂସଦ ଏସ ଜଗତରାସ୍କନଙ୍କ ସହ ଜଡିତ ୪୦ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ କରିଛନ୍ତି। ଗୁରୁବାର ସକାଳେ ଚେନ୍ନାଇର ଟି-ନଗରରେ ଆୟକର ବିଭାଗର ଅଧିକାରୀମାନେ ଚଢାଉ କରିଥିଲେ। ଏହାପୂର୍ବରୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆମ ଆଦମୀ…

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ସରକାରୀ ଚାକିରିରେ ମହିଳାଙ୍କ ଲାଗି ୩୫% ସଂରକ୍ଷଣ

ଭୋପାଳ,୫।୧୦: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିନେଇ ଯେକୌଣସି ସମୟରେ ତାରିଖ ଘୋଷଣା କରାଯାଇପାରେ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ସମେତ ବହୁ ଭାଜପା ନେତା ରାଲି କରୁଛନ୍ତି।…

ସିକିମରେ ବାଦଲଫଟା ବର୍ଷା: ୧୦୨ନିଖୋଜ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା

ଗାଙ୍ଗଟକ,୫।୧୦: ଉତ୍ତର ସିକିମର ଲୋନାକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଲାଚେନ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ବନ୍ୟା ପାଣି ମାଡି ଆସିବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଖର ବନ୍ୟା ସ୍ରୋତରେ ଭାସିଯାଇ ୨୨ଜଣ…

ସ୍ବାସ୍ଥ୍ୟସେବା ବ୍ୟୟବରାଦ ବିବରଣୀ ମାଗିଲେ ହାଇକୋର୍ଟ

ମୁମ୍ବାଇ,୫ା୧୦ : ମହାରାଷ୍ଟ୍ରର ନାଣ୍ଡେଡ୍‌ସ୍ଥିତ ଏକ ହସ୍ପିଟାଲରେ ଦୁଇ ଦିନରେ ୧୬ ଶିଶୁଙ୍କ ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିବା ପରେ ବମ୍ବେ ହାଇକୋର୍ଟ ବୁଧବାର ନିଜଆଡ଼ୁ ମାମଲା ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଗୁରୁବାର ହେବାକୁ ଥିବାବେଳେ…

ନଭେମ୍ବର ୨୮ରୁ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ

ଡେରାଡୁନ,୫ା୧୦: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ଅନୁଷ୍ଠିତ ହେବ ୬ଷ୍ଠ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଡେରାଡୁନ ସଚିବାଳୟସ୍ଥିତ ମିଡିଆ ସେଣ୍ଟରରେ ମଙ୍ଗଳବାର ଆୟୋଜିତ ଖବରଦାତା…

ବାୟୁସେନାକୁ ମିଳିଲା ପ୍ରଥମ ଟୁଇନ୍‌ ସିଟର ତେଜସ୍‌

ନୂଆଦିଲ୍ଲୀ,୫ା୧୦: ଭାରତୀୟ ବାୟୁ ସେନାରେ ହାଲୁକା ଲଢ଼ୁଆ ଯୁଦ୍ଧବିମାନ (ଏଲ୍‌ସିଏ) ତେଜସ୍‌ର କେତେକ ସ୍କ୍ବାଡ୍ରନ୍‌ ନିୟୋଜିତ ଥିବାବେଳେ ଏହା ପ୍ରତିରକ୍ଷା ପିଏସ୍‌ୟୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌)ରୁ ପ୍ରଥମ ତେଜସ ଟୁଇନ୍‌ ସିଟର ତେଜସ୍‌ ପାଇଛି। ଏହା ଏକ ଦୁଇ ଆସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?