ଜାତୀୟ

ମୋଦି ଜଣେ ବୁଦ୍ଧିମାନ ବ୍ୟକ୍ତି: ପୁଟିନ

ମସ୍କୋ,୫।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ବୁଦ୍ଧିମାନ ବ୍ୟକ୍ତି। ତାଙ୍କ ନେତୃତ୍ୱରେ ଭାରତ ଏହାର ବିକାଶ ଦିଗରେ ଅନେକ ଅଗ୍ରଗତି କରୁଛି ବୋଲି ପୁଟିନ କହିଛନ୍ତି। ଏଥିସହ…

ବିଏସପି ଏମ୍‌ପିଙ୍କ ବିରୋଧରେ ଆପତ୍ତିଜନକ ମାମଲା: ଅକ୍ଟୋବର ୧୦ରେ ବିଶେଷାଧିକାର କମିଟି ସମ୍ମୁଖରେ ପକ୍ଷ ରଖିବେ ରମେଶ ବିଧୁରୀ

ନୂଆଦିଲ୍ଲୀ,୪/୧୦: ବିଏସପି ଏମ୍‌ପି ଦାନିଶ ଅଲୀଙ୍କ ବିରୋଧରେ ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ଭାଜପା ଏମ୍‌ପି ରମେଶ ବିଧୁରୀ ଅକ୍ଟୋବର ୧୦ରେ ଲୋକସଭାର ବିଶେଷାଧିକାର କମିଟି ସମ୍ମୁଖରେ ହାଜର ହେବେ। ଏହି ସମୟରେ ସେ କମିଟି ନିକଟରେ ନିଜ ପକ୍ଷ…

ପ୍ରଧାନମନ୍ତ୍ରୀ ମୋଦି ଜଣେ ମିଥ୍ୟାବାଦୀ ନେତା: ଖାର୍ଗେ

ନୂଆଦିଲ୍ଲୀ,୧୦।୪: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଛତିଶଗଡର ରାୟଗଢରେ ‘ଭରୋସେ କା ସମ୍ମିଳନୀ’ରେ ସେ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଥ୍ୟାବାଦୀ ନେତା ବୋଲି କହିଛନ୍ତି। ଲୋକଙ୍କୁ ବେରୋଜଗାର ରଖିବା ମୋଦିଙ୍କ ଗ୍ୟାରେଣ୍ଟି।…

ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୦: ଚାଇନାରେ ଅନୁଷ୍ଠିତ ହେଉଥିବା ଏସିଆନ୍‌ ଗେମ୍ସରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ ତାଙ୍କ କ୍ୟାରିୟରରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। କିଶୋର ୮୭.୫୪…

ବିଶ୍ୱକପ୍‌ ପୂର୍ବରୁ ଖଲିସ୍ତାନୀ ଷଡଯନ୍ତ୍ର! ଧର୍ମଶାଳାର ସରକାରୀ କୋଠା କାନ୍ଥରେ ଲେଖାଯାଇଛି ବିବାଦୀୟ ସ୍ଲୋଗାନ

ଧର୍ମଶାଳା,୪।୧୦: ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି। ଏନେଇ ଜଣାପଡ଼ିବା…

ବନ୍ଦ ହେବ ନାହିଁ ଆମେଠିର ସଞ୍ଜୟ ଗାନ୍ଧୀ ହସ୍ପିଟାଲ, ୟୁପି ସରକାରଙ୍କ ଆଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶର ଆମେଠି ଜିଲାରେ ଅବସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ବନ୍ଦ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆଦେଶ ଉପରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇଛନ୍ତି। ବୁଧବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଡାକ୍ତରଖାନା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ବିନା ପ୍ରମାଣରେ ସଞ୍ଜୟ ସିଂଙ୍କୁ କରାଯାଇଛି ଗିରଫ: ଏଏପି

ନୂଆଦିଲ୍ଲୀ,୪।୧୦: ଏମ୍‌ପି ସଞ୍ଜୟ ସିଂଙ୍କ ଗିରଫ ପରେ ଆମ ଆଦମୀ ପାର୍ଟିର ପ୍ରଥମ ପ୍ରତିକ୍ରିୟା ଆସିଛି। ବିନା ପ୍ରମାଣରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତି…

୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। କଶ୍ମୀର ଜୋନ ପୋଲିସ କହିଛି ଯେ, କୁଲଗାମର କୁଜଗର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଠାରେ…

ଏଏପି ଏମ୍‌ପି ସଞ୍ଜୟ ସିଂ ଗିରଫ

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ସକାଳେ ଚଢାଉ ଆରମ୍ଭ କରିଥିଲା। ଦୀର୍ଘ ୧୦ ଘଣ୍ଟା…

ଅଜିତ ପାଓ୍ବାର ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ ନେତା…

ମୁମ୍ବାଇ,୪।୧୦ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଙ୍ଗଳବାର କ୍ୟାବିନେଟ ବୈଠକରେ ଯୋଗ ନ ଦେବା ପରେ ରାଜ୍ୟ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିବା ଜଣାପଡିଛି। ଚର୍ଜା ହେଉଛି ଚାଚା ଶରଦ ପାୱାରଙ୍କଠାରୁ ଅଲଗା ହୋଇ ଭାଜପା ଶିବିରରେ…

ରଣବୀର କପୁରଙ୍କୁ ଇଡି ସମନ, ଅକ୍ଟୋବର ୬ ରେ ଅନଲାଇନ ଗେମିଂ ମାମଲାରେ ପଚରାଉଚରା…

ନୂଆଦିଲ୍ଲୀ/ମୁମ୍ବାଇ,୪।୧୦ : ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଳ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ଏହି ଫିଲ୍ମ ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି, କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ରଣବୀର କପୁରଙ୍କୁ ଇଡିରୁ…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ,୪।୧୦: ମୋଦି କ୍ୟାବିନେଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ପାଇଁ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?