ଜାତୀୟ

ଇଡି, ସିବିଆଇ ମାଧ୍ୟମରେ ନିର୍ବାଚନ ଜିତିବାକୁ ଚାହୁଁଛି ଭାଜପା: ସଞ୍ଜୟ

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଭାଜପା ୨୦୨୪ ସାଧାରଣ ନିର୍ବାଚନରେ ନିଜ ବିରୋଧୀଙ୍କ ଉପରେ ଇଡି, ସିବିଆଇ ଚଢାଉ କରି ଜିତିବାକୁ…

ବିଳାସପୂର୍ଣ୍ଣ ହେବ ଟ୍ରେନ ଯାତ୍ରା; ଆସୁଛି ବନ୍ଦେ ଭାରତ ସ୍ଲିପର କୋଚ୍‌

ନୂଆଦିଲ୍ଲୀ,୪।୧୦: ଦେଶର ବିଳାସପୂର୍ଣ୍ଣ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ବର୍ତ୍ତମାନ ଅଧିକ ଆରାମଦାୟକ ହେବାକୁ ଯାଉଛି। ଯାତ୍ରୀମାନେ ଖୁବ ଶୀଘ୍ର ଏହି ଟ୍ରେନରେ ସ୍ଲିପର ଯାତ୍ରାକୁ ମଧ୍ୟ ଉପଭୋଗ କରିପାରିବେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର…

ସଞ୍ଜୟ ସିଂଙ୍କ ଘରୁ ଟଙ୍କାଟିଏ ମିଳିଲା ନାହିଁ: କେଜ୍‌ରିୱାଲ

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କ ବାସଭବନରେ ହୋଇଥିବା ଚଢାଉରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଗତ ଏକ ବର୍ଷ ଧରି ମଦ ଦୁର୍ନୀତି ଦେଖୁଛୁ। କୌଣସି…

ସ୍କୁଲରେ ହିନ୍ଦୁ ଛାତ୍ରଙ୍କୁ ପଢିବାକୁ ଦିଆଗଲା ନମାଜ, ଉତ୍ତେଜନା ବଢିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଅହମ୍ମଦାବାଦ,୪।୧୦: ଅହମ୍ମଦାବାଦର ଏକ ଘରୋଇ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ସମୟରେ ହିନ୍ଦୁ ଛାତ୍ରମାନଙ୍କୁ ନମାଜ ପାଠ କରିବାକୁ କୁହାଯିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ବର୍ତ୍ତମାନ ଗୁଜରାଟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣପନ୍ଥୀ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ…

ସରକାରୀ ଡାକ୍ତରଖାନାରେ ମୃତ୍ୟୁର ତାଣ୍ଡବ: ନାଗପୁରରେ ୨୪ଘଣ୍ଟାରେ ୨୫ ରୋଗୀଙ୍କ ମୃତ୍ୟୁ

ନାଗପୁର,୪।୧୦: ମହାରାଷ୍ଟ୍ରର ନନ୍ଦେଡ ଓ ଔଉରାଙ୍ଗବାଦ ପରେ ନାଗପୁରର ସରକାରୀ ଡାକ୍ତରଖାନାରେ ୨୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ୨୪ଘଣ୍ଟା ଭିତରେ ଦୁଇଟି ଭିନ୍ନ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି। ଏହାପୂର୍ବରୁ ମହାରାଷ୍ଟ୍ରର ଛତ୍ରପତି ସମଭାଜିନଗରସ୍ଥିତ ସରକାରୀ ମେଡିକାଲ…

ମର୍ମନ୍ତୁଦ ଦୁର୍ଘଟଣା, ୮ ମୃତ

ଲକ୍ଷ୍ନୌ,୪।୧୦: ବାରଣାସୀର ସୁରହି ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ପିଲିଭିତ ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ସୂଚନାନୁସାରେ, ସମସ୍ତେ ବାରଣାସୀକୁ ଦର୍ଶନ…

ରାଜନୈତିକ ସ୍ବାର୍ଥ ପାଇଁ ଜାତିଗତ ଜନଗଣନା କରିଛନ୍ତି ନୀତୀଶ: ଚିରାଗ ପାସଓ୍ବାନ…

ପାଟନା,୪।୧୦ : ବିହାର ସରକାର ଜାତି ଭିତ୍ତିକ ଗଣନାକୁ ସାର୍ବଜନୀନ କରିଛନ୍ତି, କିନ୍ତୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏଲଜେପି (ରାମ ବିଲାସ) ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଏହି ଗଣନାରେ କେତେକ ଜାତିର ସଂଖ୍ୟା ସରକାରଙ୍କ ପକ୍ଷରୁ ଜାଣିଶୁଣି…

୭ ଦିନିଆ ରିମାଣ୍ଡରେ ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୪।୧୦: ଭାରତରେ ଚାଇନା ସପକ୍ଷବାଦୀ ପ୍ରଚାର ଅଭିଯାନ ଚଳାଇବା ପାଇଁ ପାଣ୍ଠି ଗ୍ରହଣ ଅଭିଯୋଗରେ ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତାଙ୍କୁ ମଙ୍ଗଳବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଥିଲେ। ବର୍ତ୍ତମାନ ପୋଲିସ ନ୍ୟୁଜ୍‌ ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଏବଂ ଏଚ୍‌ଆର ମୁଖ୍ୟ…

ନିର୍ବାଚନ ଲଢ଼ିବି କି ନାହିଁ, ଜନତାଙ୍କୁ ପଚାରିଲେ ଶିବରାଜ…

ଭୋପାଳ,୪।୧୦ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସେହୋର ଜିଲାର ସତ୍ୟଦେବ ଗ୍ରାମରେ ପହଞ୍ଚିଛନ୍ତି। ଏଠାରେ ୧୯ କୋଟିରୁ ଅଧିକ ମୂଲ୍ୟର ନିର୍ମାଣ ଓ ବିକାଶ କାର୍ଯ୍ୟର ମୂଳଦୁଆ ପଡ଼ିଥିଲା। ଏଥି ସହ ମୁଖ୍ୟମନ୍ତ୍ରୀ ଶିବରାଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା…

ଭାରତ-ଜାପାନ ପାଣ୍ଠି ପାଇଁ ୬୦୦ ନିୟୁତ ଡଲାରର ଚୁକ୍ତି ସ୍ବାକ୍ଷର, ଜଳବାୟୁ, ପରିବେଶ ଦିଗରେ ହେବ କାର୍ଯ୍ୟ

ନୂଆଦିଲ୍ଲୀ/ଟୋକିଓ,୪।୧୦: ନ୍ୟାଶନାଲ ଇନଭେଷ୍ଟମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ (ଏନ୍‌ଆଇଆଇଏଫ୍‌) ଜାପାନ ବ୍ୟାଙ୍କ ଫର ଇଣ୍ଟରନ୍ୟାଶନାଲ କୋପରେଶନ (ଜେବିଆଇସି) ସହିତ ୬୦୦ ମିଲିୟନ ଡଲାରର ଭାରତ-ଜାପାନ ଫଣ୍ଡ (ଆଇଜେଏଫ) ଲଞ୍ଚ୍‌ କରିବା ପାଇଁ ଜେବିଆଇସି ଏବଂ ଭାରତ ସରକାରଙ୍କ ଆଙ୍କର ନିବେଶକ ଭାବରେ…

ଲାଲୁ ଯାଦବ, ରାବ୍ରି ଦେବୀ, ତେଜସ୍ବୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୪।୧୦: ଜମି ବଦଳରେ ଚାକିରି ଦେବା ମାମଲାରେ ଲାଲୁଙ୍କ ପରିବାର ସଦସ୍ୟଙ୍କୁ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ରାବ୍ରି ଦେବୀଙ୍କୁ କୋର୍ଟରୁ…

ସିକିମରେ ବାଦଲଫଟା ବର୍ଷା: ଭାସିଗଲେ ୨୩ ଯବାନ, ସନ୍ଧାନ ଜାରି…

ଗାଙ୍ଗଟକ,୪।୧୦ : ଉତ୍ତର ସିକିମର ଲୋନାକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଲାଚେନ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମଙ୍ଗଳବାର-ବୁଧବାର ରାତି ପ୍ରାୟ ୧ ଟା ସମୟରେ ଘଟିଥିବା ବନ୍ୟାରେ ୨୩ ସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?