ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଅକ୍ଟୋବର ୧ରୁ ଏସବୁ ଗାଡ଼ିକୁ ମିଳିବନି ପେଟ୍ରୋଲ-ଡିଜେଲ କି CNG, ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ,୪।୬: ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (NCR) ରେ ବାୟୁ ପ୍ରଦୂଷଣ ବିରୋଧରେ ଏକ ର୍ନିଣ୍ଣାୟକ ଏବଂ ବଡ଼ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ‘No PUCC, No Fuel’ (ନୋ ପିୟୁସିସି, ନୋ ଫ୍ୟୁଏଲ) ନିୟମ ଲାଗୁ କରିବାକୁ ବଡ଼…

ଖାନ୍‌ ସାରଙ୍କ ସୁରକ୍ଷାକର୍ମୀ କରିଥିଲେ ଫାୟାରିଂ, ନୂଆ ଭିଡିଓରେ ସାଂଘାତିକ ଖୁଲାସା!

ପାଟନା,୪।୬: ବିହାରର ରାଜଧାନୀ ପାଟନାରେ ଜୁନ ୨ ତାରିଖ ବିଳମ୍ୱିତ ସଂଧ୍ୟାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏକ ନୂଆ ମୋଡ଼ ଆସିଛି। ସୋସିଆଲ ମିଡିଆରେ ଗୁଳିବିନିମୟର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି,…

କଂଗ୍ରେସକୁ ଫେରିବେ ଅମରିନ୍ଦର ସିଂ! ଭାଜପାକୁ ଲାଗିବ ଶକ୍ତ ଝଟକା, ଜାଣନ୍ତୁ ପଞ୍ଜାବ ରାଜନୀତିର ଭିତିରି କଥା

ଚଣ୍ଡିଗଡ଼,୪।୬: ପଞ୍ଜାବରେ ରାଜନୈତିକ କାର୍ଯ୍ୟକଳାପ ପୁଣି ଥରେ ତୀବ୍ର ହୋଇଛି। ଗୁଜବ ଉଠୁଛି ଯେ କଂଗ୍ରେସ ଦଳ ରାଜ୍ୟରେ ନିଜର ହଜିଯାଇଥିବା ଜନ ଆଧାର ପୁନରୁଦ୍ଧାର କରିବା ପାଇଁ ଏକ ପ୍ରମୁଖ ରଣନୀତି ପ୍ରସ୍ତୁତ କରିଛି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ…

ମମତା ବାନାର୍ଜୀଙ୍କ ବିରୋଧରେ ପୁଣି FIR, ଅମିତ ଶାହାଙ୍କ ନାଁରେ ଆଣିଥିଲେ ଗୁରୁତର ଅଭିଯୋଗ

କୋଲକାତା,୪।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଆଇନଗତ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ ହୋଇଛି । ଦେଶ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ମମତା ବାନାର୍ଜୀଙ୍କ…

ଦିଦିଙ୍କ ସବୁଠୁ ମଜଭୁତ ଗଡ଼ରେ ଫାଟ! ଏହି ୧୭ ବିଧାୟକ ସ୍ଥିର କରିବେ ମମତାଙ୍କ ରାଜନୈତିକ ଭବିଷ୍ୟତ

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତି ପ୍ରାୟତଃ ବିଦ୍ରୋହ, ଗୋଷ୍ଠୀବାଦ ଏବଂ ନେତା ପରିବର୍ତ୍ତନର ମଧ୍ୟ ସାକ୍ଷୀ ହୋଇଛି। କିନ୍ତୁ ଏଥର, ଏହା କେବଳ ଅସନ୍ତୋଷର ବିଷୟ ନୁହେଁ। ତୃଣମୂଳ କଂଗ୍ରେସ ଭିତରେ ସୃଷ୍ଟି ହୋଇଥିବା ଅଶାନ୍ତି ସିଧାସଳଖ ମମତା ବାନାର୍ଜୀଙ୍କ ସବୁଠାରୁ ଶକ୍ତିଶାଳୀ…

ସିନିୟର ସିଟିଜେନଙ୍କ ପାଇଁ ଖୁସି ଖବର; ଏତିକି ବୟସରେ ମିଳିବ ୧୦୦% ପେନଶନ!

ନୂଆଦିଲ୍‌ଲୀ,୪।୬: ଫିଟମେଣ୍ଟ ଫ୍ୟାକ୍ଟର ଏବଂ ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ, ଏଥର ୮ମ ବେତନ କମିଶନ (8th Pay Commission) ଆଲୋଚନାରେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ନୂତନ ପେନସନ ବ୍ୟବସ୍ଥା ମଧ୍ୟ ଏକ ବଡ଼ ପ୍ରସଙ୍ଗ ସାଜିଛି। ଅବସର…

ଫେସବୁକରୁ ପ୍ରେମ…ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ଉପଜିଲାପାଳଙ୍କ ନାଁରେ ବଳାତ୍କାର ଅଭିଯୋଗ

ଭୋପାଳ,୪।୬: ମଧ୍ୟପ୍ରଦେଶର ମୋରେନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଉପଜିଲାପାଳଙ୍କ ବିରୋଧରେ ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ବଳାତ୍କାର କରିବାର ଗୁରୁତର ଅଭିଯୋଗ ଆସିଛି । ପୀଡିତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ…

ମମତାଙ୍କୁ ବଡ଼ ଝଟକା: ୨୮ ବର୍ଷର ଇତିହାସରେ ଯାହା ଘଟିନଥିଲା ତାହା ଘଟିଲା…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ, ତୃଣମୂଳ କଂଗ୍ରେସ (TMC) ଏବଂ ମମତା ବାନାର୍ଜୀ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି। ୨୮ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ, ତୃଣମୂଳ କଂଗ୍ରେସ ବିଭାଜିତ ହୋଇଛି, ଏବଂ ୫୮ ଜଣ…

ଚମକାଇଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କୋର୍ଟରେ ଏବେ ଏଆଇରେ ହେବ ସବୁ କାମ

ନୂଆଦିଲ୍ଲୀ,୪।୬: ସୁପ୍ରିମକୋର୍ଟଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କମିଟି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁସେଜ ଇନ କୋର୍ଟସ ୨୦୨୬’ (Artificial Intelligence Usage in Courts 2026) ର ଏକ ଚିଠା (Draft) ଜାରି କରିଛନ୍ତି। ଏଥିରେ ରହିଯାଇଥିବା ତ୍ରୁଟିଗୁଡ଼ିକୁ ଦୂର କରି ଏହାକୁ…

ଖୋଲିଲା କେନ୍ଦ୍ରର ପାଣ୍ଠି: ଓଡ଼ିଶା ସମେତ ୫ ରାଜ୍ୟ ପାଇଁ ବଡ଼ ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁରୁଣା ଯାନବାହନକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ପାଇଁ ସରକାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି।…

ଜଣାପଡିଲା କିଏ ଫସାଇଲା ମମତାଙ୍କୁ? ପଶ୍ଚିମବଙ୍ଗ ରାଜନୀତିରେ ଚହଳ!

କୋଲକାତା,୪।୬: ରୀତାବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଧାୟକମାନଙ୍କର ଏକ ଗୋଷ୍ଠୀ ଦ୍ୱାରା ବଡ଼ ବିଦ୍ରୋହର ଖବର ପରେ ଟିଏମସି (TMC) ମଧ୍ୟରେ ରାଜନୈତିକ ହଲଚଲ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଦଳର ପରାଜୟ ପରେ ବିଦ୍ରୋହୀ ଗୋଷ୍ଠୀ ଦାବି କରିଛନ୍ତି ଯେ…

ଶେଷ ହେଲା ଅପେକ୍ଷା! କେରଳମ୍ ଛୁଇଁଲା ମୌସୁମୀ, ଏହି ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ

ନୂଆଦିଲ୍ଲୀ,୪।୬: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD । କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ନଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?