ଜାତୀୟ

Video: ତାମିଲନାଡୁ ମନ୍ଦିରରେ ଗଜରାଜଙ୍କଠାରୁ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ, ଖୁଆଇଲେ ଗୁଡ଼

ନୂଆଦିଲ୍ଲୀ,୨୦।୧: ଶନିବାର ତିରୁଚିରାପଲ୍ଲୀରେ ତାମିଲନାଡୁର ରଙ୍ଗନାଥସ୍ୱାମୀ ମନ୍ଦିର ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହାତୀଠାରୁ ଆଶୀର୍ବାଦ ଲୋଡିଛନ୍ତି। ହାତୀର ପ୍ରଧାନମନ୍ତ୍ରୀଙ୍କୁ ତାର ଶୁଣ୍ଢରେ ଆଶୀର୍ବାଦ ଦେଉଥିବା ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଏକ...

Ram Mandir Fake QR Codes Scam: ରାମ ମନ୍ଦିର ନାମରେ ହେଉଛି ଠକେଇ, ସରକାର ଜାରି କଲେ ସତର୍କ ସୂଚନା…

ନୂଆଦିଲ୍ଲୀ,୨୦।୧ : ରାମ ମନ୍ଦିର ଉଦଘାଟନ ଜାନୁଆରୀ ୨୨ରେ ହେବାକୁ ଯାଉଛି। ଏହା ସହିତ ବିଭିନ୍ନ ସାଇବର ଠକେଇ ଏହି ଧାର୍ମିକ ଉତ୍ସବ ସହିତ ଆରମ୍ଭ ହୋଇଛି। ଲୋକଙ୍କ ବିଶ୍ୱାସ ସହିତ ସାଇବର ଠକମାନେ ଖେଳିବା ଆରମ୍ଭ କରିଛନ୍ତି। ସାଇବର...

ରାମ ମନ୍ଦିରକୁ ଦାନ କଲେ ଟ୍ୟାକ୍ସ ହେଉଛି ଫ୍ରି!

ନୂଆଦିଲ୍ଲୀ,୨୦।୧: ଭାରତ ସରକାରଙ୍କ ଦ୍ୱାରା ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ଏକ ଅଥୋରାଇଜଡ ସଂସ୍ଥା ଅଟେ। ରାମ ମନ୍ଦିର ପାଇଁ ଟଙ୍କା ଦାନ କରିବାକୁ ଚାହୁଁଥିଲେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର...

ଅନଲାଇନରେ ରାମ ମନ୍ଦିର ପ୍ରସାଦ ନେଇ ଅଡୁଆରେ ଆମାଜନ: ନୋଟିସ ଜାରି କରି ୭ ଦିନରେ ଜବାବ ତଲବ କଲେ ସରକାର…

ନୂଆଦିଲ୍ଲୀ,୨୦।୧ : ଅନଲାଇନରେ ଅଯୋଧ୍ୟାର ରାମ ମନ୍ଦିର ପ୍ରସାଦ ନାମରେ ମିଠା ବିକ୍ରି ସମ୍ପର୍କରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନକୁ ଏକ ନୋଟିସ ଜାରି କରାଯାଇଛି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଏହି ନୋଟିସ ଜାରି କରାଯାଇଛି।...

CBSE Board Exam: ବର୍ଷରେ ୨ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା, କ’ଣ ରହିଛି ନିୟମ ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧ : ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ତ୍ତମାନ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ...

Republic Day 2024: ଗଣତନ୍ତ୍ର ଦିବସ ପାଇଁ ସୁରକ୍ଷା ନେଇ ଦିଲ୍ଲୀ ପୋଲିସ ଆଲର୍ଟ, ଫେବୃଆରୀ ୧୫ ପର୍ଯ୍ୟନ୍ତ ଏସବୁ ଉପରେ କଟକଣା…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୬ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି। ସୁରକ୍ଷାକୁ ନେଇ ଦିଲ୍ଲୀ ପୋଲିସ ନିୟମକୁ କଡାକଡି କରିଛି। ଏଥିପାଇଁ ଅତିରିକ୍ତ ପ୍ରସ୍ତୁତି ଚାଲିଛି। ଦିଲ୍ଲୀ ପୋଲିସ ୧୫...

ରାମଙ୍କ ଆଖି ଖୋଲା ହେଲେ ଭାଙ୍ଗିଯିବ ଦର୍ପଣ, ଘଟିଥାଏ ଆଲୌକିକ ଘଟଣା

ଯୋଧ୍ୟା,୨୦।୧: ରାମଙ୍କୁ ନେଇ ଉତ୍ସବମୁଖର ସାରା ଦେଶ। ଅପେକ୍ଷାର ଅନ୍ତ କରି ଅଯୋଧ୍ୟାରେ ବିରାଜିବେ ରାମଲଲାଙ୍କ କିଶୋର ରୂପ। ଏହାରି ଭିତରେ ଜ୍ୟୋତିଷଙ୍କ ମତକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ, ରାମଙ୍କ ଆଖି ଖୋଲିବା ପରେ...

ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ

ଦିଶପୁର,୨୦।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ହୋଇଛି ଆକ୍ରମଣ। ଆସାମର ଉତ୍ତର ଲକ୍ଷ୍ମୀପୁରରେ ଏହି ଆକ୍ରମଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଯାତ୍ରାବେଳେ ଭାଜପାକର୍ମୀ ବହୁ ସଂଖ୍ୟାରେ...

ଜାନୁଆରୀ ୨୨ରେ ବନ୍ଦ ରହିବ କି ବ୍ୟାଙ୍କ? ଆରବିଆଇ କଲା ବଡ ଘୋଷଣା

ନୂଆଦିଲ୍ଲୀ,୨୦।୧: ଆଉ କେଇଟା ଦିନ ପରେ ଅଯୋଧ୍ୟାରେ ବିଜେ କରିବେ ଶ୍ରୀରାମ। ଏଥିପାଇଁ ସାରା ଅଯୋଧ୍ୟାରେ ଖୁସିର ମାହୋଲ ଜାରି ରହିଛି। ଏହି ଦିନକୁ ଅନେକ ରାଜ୍ୟ ଛୁଟି ଘୋଷଣା କରିଥିାବେଳେ କେନ୍ଦ୍ର ସରକାର ଓ ଓଡିଶା ସରକାର ଏହିଦିନକୁ...

୫୦୦ଟଙ୍କିଆ ନୋଟ୍‌ରେ ରହିବ ଶ୍ରୀରାମଙ୍କ ଫଟୋ! ୨୨ରେ ଜାରି କରିବ ଆରବିଆଇ

ନୂଆଦିଲ୍ଲୀ,୨୦।୧: ସବୁ ଅଶା ଆକାଂକ୍ଷାର ଅବସାନ ଘଟାଇ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ଏହାରି ଭିତରେ ଶ୍ରୀରାମଙ୍କ କମନୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆରବିଆଇ ପକ୍ଷରୁ ରାମଙ୍କ ପ୍ରତିମୂର୍ତ୍ତି ଥିବା ୫୦୦ଟଙ୍କିଆ ନୋଟ୍‌...

୩ ଫେବୃଆରୀ ପର୍ଯ୍ୟନ୍ତ ସିସୋଡିଆ-ସଞ୍ଜୟଙ୍କ ବୃଦ୍ଧି ହେଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୩ ଫେବୃଆରୀ ପର୍ଯ୍ୟନ୍ତ ଏଏପି ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ...

ମୈଥିଲୀ ଠାକୁରଙ୍କ ଗୀତ ଶେୟାର କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ରୀତିନୀତି କରୁଛନ୍ତି। ଅନେକ ରାମ ଭଜନ ଶେୟାର ପରେ ଶନିବାର ପ୍ରଧାନମନ୍ତ୍ରୀ ମା ଶବରୀ ପ୍ରସଙ୍ଗ ସହ ଜଡିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri