ମୋଦି ସରକାର ଏକ ମାଷ୍ଟରପ୍ଲାନ: ୨୦୨୯ ନିର୍ବାଚନ ପୂର୍ବରୁ ବଦଳିଯିବ…
ନୂଆଦିଲ୍ଲୀ,୫।୬: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ, ଭାରତୀୟ ରାଜନୀତିର ସମଗ୍ର ମାନଚିତ୍ର ଏବଂ ଲୋକସଭା ଆସନର ଗଣିତକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଦେଶରେ ନିର୍ବାଚନମଣ୍ଡଳୀ ପୁନଃନିର୍ମାଣ କିମ୍ବା ସୀମା ନିର୍ଦ୍ଧାରଣ ପାଇଁ ପ୍ରୟାସକୁ ଯଥେଷ୍ଟ…
ମୋଦିଙ୍କୁ ନେଇ ଏମିତି କହିଲେ ଆନ୍ନାମଲାଇ, ହେଲାଣି ଚର୍ଚ୍ଚା
ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଘୋଷଣା କରିବା ସହିତ ଏକ ନୂତନ ରାଜନୈତିକ ଯାତ୍ରା ଆରମ୍ଭ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଏକ…
ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ଼: ବଢ଼ିବ ମୁଦ୍ରାସ୍ଫୀତି, ଚମକାଇଲା RBIର ଆକଳନ
ନୂଆଦିଲ୍ଲୀ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ହାର ଉପରେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥର, ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୫.୨୫%ରେ ଅପରିବର୍ତ୍ତିତ ରଖିଛି। କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭…
ପ୍ରେମ-ପ୍ରତାରଣା… ଅଫିସ ଭିତରେ ପଶି ପୂର୍ବତନ ପ୍ରେମିକାଙ୍କୁ ଛୁରାମାଡ଼, ତାଜୁବ ହୋଇ ରହିଗଲେ କର୍ମଚାରୀ
ନୂଆଦିଲ୍ଲୀ,୫।୬: ଚଣ୍ଡିଗଡ଼ ସ୍ଥିତ ମୋହାଲି ସେକ୍ଟର ୬୬, ଫେଜ୍ ୧୧ରେ ଏକ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଅଫିସରେ ପ୍ରବେଶ କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ, ଅଭିଯୁକ୍ତ ମଧ୍ୟ ଆତ୍ମହତ୍ୟା କରିବାକୁ…
ମମତା ବାନାର୍ଜୀଙ୍କ ପାଇଁ Shocking News! ‘ଟିଏମସିର ୧୯+୯ ଏମ୍ପି…’
କୋଲକାତା, ୫।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଗୋଟିଏ ପଟେ ନିଜର ୫୮ ଜଣ ବିଦ୍ରୋହୀ ବିଧାୟକଙ୍କୁ ପୁଣି ଏକାଠି କରିବା ପାଇଁ ପ୍ରୟାସ କରୁଛନ୍ତି, ଅନ୍ୟପଟେ ଖୁବ ଶୀଘ୍ର ତାଙ୍କ ସାଂସଦମାନଙ୍କ ମଧ୍ୟରେ ବିଭାଜନ (ଦଳ ବଦଳ) ହେବା…
ଭାରତ ଆସିବା ପୂର୍ବରୁ କକ୍ରୋଚ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦିପ୍କେଙ୍କ ୟୁ ଟର୍ନ, ୬ ଜୁନକୁ ନେଇ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୫।୬: ଅଭିଜିତ କହିଛନ୍ତି ଯେ ୬ ଜୁନରେ ଦିଲ୍ଲୀ ଏୟାରପୋର୍ଟରେ ସେ ପହଞ୍ଚିବା ସମୟରେ କେହି ଭିଡ଼ ଜମାନ୍ତୁ ନାହିଁ। ତାଙ୍କ ଆନ୍ଦୋଳନକୁ ମିଳୁଥିବା ଜନସମର୍ଥନ ତାଙ୍କ ଆଶାଠାରୁ ବହୁତ ଅଧିକ, କିନ୍ତୁ ଏୟାରପୋର୍ଟରେ ପ୍ରବଳ ଭିଡ଼ ହେବା ଦାରା ସାଧାରଣ…
ଚିନ୍ତା ବଢାଇଲାଣି ଏଲ ନିନୋ! ଭାରତର ମୌସୁମୀ ଉପରେ ବି ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୫।୬: ପ୍ରଶାନ୍ତ ମହାସାଗରରେ ଦ୍ରୁତ ଗତିରେ ବଢୁଥିବା ତାପମାତ୍ରା ଯୋଗୁ ଏଲ ନିନୋ ଆସିଛି। ମେ ମାସରେ, ସମୁଦ୍ରର ତାପମାତ୍ରା ଏଲ ନିନୋ ପାଇଁ ନିର୍ଦ୍ଦିଷ୍ଟ ୦.୫ ଡିଗ୍ରୀ ସେଲସିୟସ ସୀମା ଅତିକ୍ରମ କରିଥିଲା। ୟୁରୋପୀୟ ପାଣିପାଗ ସଂସ୍ଥାର ସଦ୍ୟତମ ଅପଡେଟ…
ଭାରତ ସରକାରଙ୍କ ବଡ ନିଷ୍ପତ୍ତି; ଏମାନଙ୍କୁ ଦେବାକୁ ପଡିବନି ଟିକସ
ନୂଆଦିଲ୍ଲୀ,୫।୬: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି: ବିଦେଶୀ ନିବେଶକ (FII)ମାନଙ୍କୁ ଆଉ ଭାରତୀୟ ସରକାରୀ ବଣ୍ଡ (G-Secs) ରେ ନିବେଶ ଉପରେ ଟିକସ ଦେବାକୁ ପଡିବ ନାହିଁ । ଏହି ମର୍ମରେ ଏକ ଅଧ୍ୟାଦେଶ ଜାରି କରାଯାଇଛି ।…
ଟ୍ରମ୍ପଙ୍କୁ ଚେତାବନୀ ଦେଲେ ପୁଟିନ୍, କହିଲେ ଭାରତ ଉପରେ ଚାପ ପକାଇଲେ…
ମସ୍କୋ,୫।୬: ଋଷିଆ ଭାରତକୁ ଖୋଲାଖୋଲି ଭାବେ ସମର୍ଥନ କରିଛି। ଭାରତର ବୈଦେଶିକ ନୀତି ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ସେ…
ଚାକିରି ଆଶାୟୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏଣିକି ଅଧିକ ଯୋଗ୍ୟତା ଥିବା ପ୍ରାର୍ଥୀ…
ନୂଆଦିଲ୍ଲୀ,୫।୬: ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତିଙ୍କୁ ସେହି ଚାକିରି ପାଇଁ ଚୟନ କରାଯାଇପାରିବ ନାହିଁ, ଯାହା ସ୍ପଷ୍ଟ ଭାବେ କମ୍ ଯୋଗ୍ୟତା ବିଶିଷ୍ଟ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଯଦି…
ଭାଜପାକୁ ବାଏ ବାଏ କହିଲେ କେ. ଆନ୍ନାମଲାଇ: ଏବେ କରିବେ ଏହି କାମ
ଚେନ୍ନାଇ,୫।୬: ତାମିଲନାଡୁରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ତାମିଲନାଡୁର ପୂର୍ବତନ ଭାଜପା ସଭାପତି କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଅଣଦେଖା…
ଦାୟିତ୍ୱ ନେଉ ନେଉ ଶିବ କୁମାରଙ୍କୁ ଶକ୍ତ ଧକ୍କା, ଅସନ୍ତୁଷ୍ଟ ମନ୍ତ୍ରୀଙ୍କ…
ବେଙ୍ଗାଲୁରୁ,୫।୬: କର୍ନାଟକ କ୍ୟାବିନେଟରେ ବିଭାଗ ବଣ୍ଟନ ପରେ କଂଗ୍ରେସ ସରକାର ଭିତରେ ଅସନ୍ତୋଷ ଖୋଲାଖୋଲି ଭାବରେ ଦେଖାଦେଇଛି। ବରିଷ୍ଠ ନେତା ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା…

