ଜାତୀୟ

୪ବର୍ଷର ଶିଶୁକୁ ଏସଆଇ ବଳାତ୍କାର କରିଥିବା ଅଭିଯୋଗ, ଗେହେଲୋଟ ସରକାରଙ୍କୁ ଟାର୍ଗେଟ କଲା ଭାଜପା

ଦୌସା,୧୧।୧୧: ରାଜସ୍ଥାନ ଦୌସା ଜିଲାର ଲାଲସୋଟରେ ଜଣେ ସବ ଇନ୍ସପେକ୍ଟର (ଏସଆଇ) ଜଣେ ୪ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ପୀଡିତା ଜଣକ ତାଙ୍କ ମା’ଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ, ଝିଅଟିର ପିତା ଏକ ମାମଲା ରୁଜୁ…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ବ୍ରାଜିଲର ରାଷ୍ଟ୍ରପତି, କହିଲେ ପଶ୍ଚିମ ଏସିଆରେ…

ନୂଆଦିଲ୍ଲୀ,୧୧।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡି ସିଲଭା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ଲୁଇଜ ଇନାସିଓ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ସେଠାରେ ଆତଙ୍କବାଦ, ହିଂସା…

ଫାଇଲ୍‌ ଚାପିଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୧୧ା୧୧: ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ୨୦୨୩ ଜୁନ୍‌ ୧୯ ଓ ୨୦ରେ ଅନୁଷ୍ଠିତ ବିଧାନସଭା ଅଧିବେଶନକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟପାଳ…

ଲଢୁଆ ଯାନ ନିର୍ମାଣ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ,୧୧ା୧୧: ପ୍ରତିରକ୍ଷା ଶିଳ୍ପ ସହଯୋଗର ଅଂଶବିଶେଷ ଭାବେ ଭାରତ ଏବଂ ଆମେରିକା ମିଳିତ ଭାବେ ଲଢ଼ୁଆ ଯାନ ନିର୍ମାଣ କରିବେ ବୋଲି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ ଶୁକ୍ରବାର କହିଛନ୍ତି। ଏହା ବ୍ୟତୀତ ଆମେରିକା ଭାରତକୁ ୩୧ଟି ଏମ୍‌କ୍ୟୁ-୯ବି ଡ୍ରୋନ୍‌…

ମାନ୍‌ଝୀଙ୍କ ଚାଞ୍ଚଲ୍ୟକର ବୟାନ: ନୀତୀଶ କୁମାରଙ୍କ ଭୋଜନରେ ମିଶାଯାଉଛି ପାଗଳ କରିଦେଉଥିବା ‘ବିଷାକ୍ତ ପଦାର୍ଥ’, ଯାଞ୍ଚ କରାଯାଉ

ପାଟନା,୧୦।୧୧: ହିନ୍ଦୁସ୍ତାନୀ ଆବାମ୍‌ ମୋର୍ଚ୍ଚା ପ୍ରମୁଖ ଜିତନ ରାମ ମାନ୍‌ଝୀ ଶୁକ୍ରବାର ବଡ଼ ବୟାନ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପରସା ଯାଉଥିବା ଭୋଜନରେ ବିଷାକ୍ତ ପଦାର୍ଥ ମିଶାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ତାଙ୍କ ପଦକୁ ହାତେଇବାକୁ ଚାହୁଁଥିବା…

କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ ଜଳିଗଲା, ୩୬ ଆହତ

ପାରାଦୀପ, ୧୦ା୧୧(ଶରତ ରାଉତ)କୋଲକାତାର ବାବୁଘାଟ ବସ୍‌ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍‌ ‘ଶିବମ୍‌ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି। ପଶ୍ଚିମବଙ୍ଗର ଖଡ଼ଗପୁର ଥାନା ଅନ୍ତର୍ଗତ ମାଡ଼ପୁରଠାରେ ଏହି ଘଟଣା…

ଇସ୍ରୋ ବୈଜ୍ଞାନିକଙ୍କ ବଦାନ୍ୟତା: ଦାନ କରିଦେଲେ ୨୫ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୦।୧୧: ଚନ୍ଦ୍ରାୟାନ-୩ର ସଫଳ ଲ୍ୟାଣ୍ଡିଂ ପରେ ସାରା ବିଶ୍ୱରେ ଭାରତର ଚର୍ଚ୍ଚା ଲାଗି ରହିଥିଲା। ଏନେଇ ISRO ବୈଜ୍ଞାନିକଙ୍କୁ ପ୍ରଶଂସା କରାଯାଇଥିଲା। ଚନ୍ଦ୍ରାୟାନ ୩ର ସପ୍ଟ ଲ୍ୟାଣ୍ଡିଂ ପଛରେ ଥିବା ନିର୍ଦ୍ଦେଶର୍ଦ୍ଦେ ଇସ୍ରୋ ବୈଜ୍ଞାନିକ ଡ. ପି ଭେରାମୁଥୁଭେଲଙ୍କ ବଡ ଅବଦାନ…

ଶିଳରେ ବାଟୁଥିଲେ ମା’; କଷ୍ଟ ଦେଖି କୁମ୍ପି ଭାଙ୍ଗି ଧନତେରସରେ ଗ୍ରାଇଣ୍ଡର ଉପହାର ଦେଲେ କୁନି ଝିଅ

ପ୍ରେମଚନ୍ଦଙ୍କ କାହାଣୀ ‘ଇଦ୍‌ଗାହ’ ନିଜର ସାରକଥାକୁ ନେଇ ଆଜିବି ଜନମାନସରେ ଲୋକପ୍ରିୟ ହୋଇ ରହିଛି। ଯେବେ ବି କେହି ଏହି କାହାଣୀ ପଢ଼େ, ହୃଦୟକୁ ଛୁଇଁଯାଏ। ଏହି କାହାଣୀରେ ଜଣେ ପୁଅ ନିଜ ମା’ଙ୍କୁ ଉପହାର ଦେବାକୁ ଏକ ଚିମୁଟା ଦେଇଥିଲେ।…

ହିରୋ ମୋଟୋକୋର୍ପ ଅଧ୍ୟକ୍ଷ ପଓ୍ବନ ମୁଞ୍ଜାଲଙ୍କ ୨୪.୯୫ କୋଟିର ସମ୍ପତ୍ତି ଆଟାଚ୍‌ କଲା ଇଡି

ନୂଆଦିଲ୍ଲୀ,୧୦।୧୧: ମନି ଲଣ୍ଡରିଂ ଘଟଣାରେ ତଦନ୍ତର ଅଂଶ ଭାବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ହିରୋ ମୋଟୋକର୍ପ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଓ୍ବନ କାଣ୍ଟ ମୁଞ୍ଜାଲଙ୍କ ୨୪.୯୫ କୋଟି ଟଙ୍କା ମୂଲ୍ୟର ତିନୋଟି ଅସ୍ଥାବର ସମ୍ପତ୍ତିକୁ ଆଟାଚ୍‌ କରିଛି। ଏନେଇ ଶୁକ୍ରବାର ସରକାରୀ ଏଜେନ୍ସି…

ଦେଶରେ ଆରମ୍ଭ ହେବ ଏଆର ଟ୍ୟାକ୍ସି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ-ଏନିସିଆର ଆକାଶରେ ଉଡିବ ଟ୍ୟାକ୍ସି। ଟ୍ୟାକ୍ସ କେମିତି ଉଡିବ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି! ଏହା ଟ୍ୟାକ୍ସି ନୁହେଁ ତ ଏଆର ଟ୍ୟାକ୍ସି। ଇଣ୍ଡିଗୋ କମ୍ପାନୀର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜ ଦେଶରେ ଅଲ ଇଲେକ୍ଟ୍ରି ଏଆର ଟ୍ୟାକ୍ସି ସେବା ଆରମ୍ଭ…

ଦିଲ୍ଲୀରେ ଲାଗୁ ହେବ ନାହିଁ ଅଡ୍‌-ଇଭିନ୍‌ ନିୟମ

ନୂଆଦିଲ୍ଲୀ,୧୦।୧୧: କୃତିମ ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ କିଛି ମାତ୍ରାରେ ସୁଧାର ଆସିଛି।ଦିଲ୍ଲ-ଏନସିଆରରେ ବର୍ଷା ହେବାରୁ ଏକ୍ୟୁଆଇ ଆଗ ଅପେକ୍ଷ କମିଛି। ଏହି କ୍ରମରେ ଦିଲ୍ଲୀ ସରକାର ଅଡ୍‌-ଇଭିନ୍‌ ନିୟମ ଲାଗୁ କରିବା ନିଷ୍ପତ୍ତିକୁ ଏଡାଇ ଦେଇଛନ୍ତି। ଦିଲ୍ଲୀ…

ଧନତେରସରେ ରେକର୍ଡ ସ୍ତରରେ ସୁନା ବିକ୍ରି, ୨୭ହଜାର କୋଟି ଟଙ୍କାର ହେଲାଣି ସୁନା ବ୍ୟବସାୟ

ନୂଆଦିଲ୍ଲୀ,୧୦।୧୧: ଧନତେରସ ଉପଲକ୍ଷେ ଲୋକ ସୁନା-ରୁପା କିଣୁଛନ୍ତି। ଏନେଇ ଜୁଏଲରୀ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆଜିର ଦିନରେ ଜୁଏଲାରୀ ଦୋକାନୀମାନେ ରେକର୍ଡ ସ୍ତରର ବ୍ୟବସାୟ କରିଛନ୍ତି। ଅଲ ଇଣ୍ଡିଆ ଜ୍ୱେଲର୍ସ ଆଣ୍ଡ ଗୋଲ୍ଡସ୍ମିଥ୍‌ ଫେଡେରଶନର ରାଷ୍ଟୟୀୟ ଅଧ୍ୟକ୍ଷ ପଙ୍କଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?