୮୦ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ଦିପାବଳୀ ବୋନସ
ନୂଆଦିଲ୍ଲୀ,୬।୧୧: ଦିପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୮୦ ହଜାର କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା କରିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀ…
ଲୋକଙ୍କୁ ଚା’ବାଣ୍ଟିଲେ ରାହୁଲ ଗାନ୍ଧୀ
ଡେରାଡୁନ,୬।୧୧: ପାଞ୍ଚଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। କେଦାରନାଥ ଧାମରେ ପ୍ରାର୍ଥନା କରିବା ପରେ ସେ ଲୋକଙ୍କ ସହ ସମୟ ବିତାଇବା ସହ ଚା’ ପାର୍ଟି ମଧ୍ୟ ଉପଭୋଗ କରିଛନ୍ତି। ଏହି ସମୟ…
ଭାଜପାରେ ମିଶିବେ ୫୦ କଂଗ୍ରେସ ବିଧାୟକ: ଭାଜପା ନେତାଙ୍କ ଦାବି ନେଇ ରାଜନୀତି ସରଗରମ
ବେଙ୍ଗାଲୁରୁ,୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ବିଧାୟକ ମୁରୁଗେଶ ନିରାନୀଙ୍କ ଦାବି କର୍ନାଟକ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଜୟପୁରରେ ସେ କହିଛନ୍ତି,ଅତି କମରେ ୫୦ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର ଭାଜପାରେ…
୩୫ ବର୍ଷ ବୟସ୍କା ପ୍ରଫେସର ୨୦ ବର୍ଷ ବୟସ୍କ ଛାତ୍ରଙ୍କୁ କଲେ ବିବାହ, ବଳାତ୍କାର ମାମଲାରେ ଜାମିନ ପ୍ରଦାନ କଲେ କୋର୍ଟ…
ନୂଆଦିଲ୍ଲୀ,୬।୧୧ : ପ୍ରେମ, ଯୌନ ସମ୍ପର୍କ ଏବଂ ପ୍ରତାରଣା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ମାମଲାରେ ଜଣେ ୩୫ ବର୍ଷ ବୟସ୍କା ପ୍ରଫେସର ଜଣେ ୨୦ ବର୍ଷ ବୟସ୍କ…
ମଶା କାମୁଡିଲେ ୩ ମିଲିମିଟର କ୍ଷତ ହେବା ଅସମ୍ଭବ, ୨୩ ମାସର ଶିଶୁକନ୍ୟାଙ୍କ ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କଲେ କୋର୍ଟ…
ମୁମ୍ବାଇ,୬।୧୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟକ୍ତିଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରି କହିଛନ୍ତି ମଶା କାମୁଡ଼ିବା ଦ୍ୱାରା ୩ ମିଲିମିଟର କ୍ଷତ ସୃଷ୍ଟି ହୋଇପାରିବ ନାହିଁ। ୨୧ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୨୩ ମାସର ଭାଣିଜୀକୁ ବଳାତ୍କାର…
ପ୍ରମାଣ ମାଗିଲା ଭାରତ
ନୂଆଦିଲ୍ଲୀ,୬ା୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜର ହତ୍ୟାକାଣ୍ଡରେ ନୂଆଦିଲ୍ଲୀର ସମ୍ପୃକ୍ତି ଥିବା ପ୍ରମାଣ ଦେବାକୁ କାନାଡାରେ ଭାରତର ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମା ଓଟ୍ଟାଓ୍ବାକୁ କହିଛନ୍ତି। କାନାଡ଼ାସ୍ ଗ୍ଲୋବ୍ ଆଣ୍ଡ ମେଲ୍ ଖବରକାଗଜକୁ ଏକ ସାକ୍ଷାତକାର ଦେଇ ବର୍ମା କହିଛନ୍ତି,…
ବିଶ୍ୱର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ
ନୂଆଦିଲ୍ଲୀ,୬ା୧୧: ଦିଲ୍ଲୀର ବାୟୁ ମାନ ରବିବାର ପୁଣିଥରେ ଅତି ଉତ୍କଟ ସ୍ତରରେ ପହଞ୍ଚତ୍ଛି। ଫଳରେ ଜାତୀୟ ରାଜଧାନୀ ଦେଶର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ରାଜଧାନୀର ବିଭିନ୍ନ ଭାଗରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୫୫୦ରୁ ଅଧିକ ରହିଛି। ଓ୍ବାଜିରପୁର…
ନେପାଳ ପାଇଁ ବନ୍ଧୁତ୍ୱର ହାତ ବଢାଇଲା ଭାରତ, ପଠାଇଲା ୧୦ କୋଟି ଟଙ୍କାର ରିଲିଫ ସାମଗ୍ରୀ
ନୂଆଦିଲ୍ଲୀ/କାଠମାଣ୍ଡୁ,୫।୧୧: ଶୁକ୍ରବାର ନେପାଳରେ ଘଟିଥିବା ବଡ଼ ଧରଣର ଭୂକମ୍ପ ବିନାଶର କାରଣ ହୋଇଛି। ପଶ୍ଚିମ ନେପାଳରେ ହୋଇଥିବା ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୧୫୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ବହୁ ସଂଖ୍ୟକ ଲୋକ ବାସିହୀନ…
୭ରେ ମହୁଆଙ୍କ ଉପରେ ଆସିବ ଚୂଡ଼ାନ୍ତ ରିପୋର୍ଟ
ନୂଆଦିଲ୍ଲୀ,୫ା୧୧: ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଟିଏମ୍ସି ଏମ୍ପି ମହୁଆ ମୋଇତ୍ରଙ୍କ ବିରୋଧରେ ଲୋକ ସଭା ଏଥିକ୍ସ କମିଟି ବୈଠକ ଆସନ୍ତା ୭ ତାରିଖରେ ବସିବ। ବୈଠକରେ ରିପୋର୍ଟ ଉପରେ ବିଚାର କରାଯାଇ ଗୃହୀତ ହେବ। ଭାଜପା…
ମହାଦେବ ସମେତ ୨୨ ଆପ, ଓ୍ବେବସାଇଟକୁ ବେଆଇନ ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ପ୍ରତିବନ୍ଧକ
ନୂଆଦିଲ୍ଲୀ,୫।୧୧: ବିବାଦୀୟ ମହାଦେବ ଆପ ସମେତ କେନ୍ଦ୍ର ସରକାର ରବିବାର ୨୨ଟି ବେଆଇନ ବେଟିଂ ଆପ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଇଡିଙ୍କ ଅନୁରୋଧ କ୍ରମେ ଏହି ପଦକ୍ଷେପ ନେଇଛି। ଏ ସମ୍ପର୍କରେ…
ଖଣି ଓ ଭୂତତ୍ତ୍ୱ ବିଭାଗ ଉପନିର୍ଦ୍ଦେଶିକାଙ୍କୁ ଛୁରି ଭୁସି ହତ୍ୟା
ବେଙ୍ଗାଲୁରୁ,୫ା୧୧: କର୍ନାଟକ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଘରେ ପଶି ଛୁରି ଭୁସି ହତ୍ୟା କରିଛନ୍ତି। ୩୭ ବର୍ଷିୟା ପ୍ରତିଭା ନାମ୍ନୀ ଅଧିକାରୀ ଜଣକ କର୍ନାଟକର ଖଣି ଓ ଭୂତତ୍ତ୍ୱ ବିଭାଗରେ ଉପନିର୍ଦ୍ଦେଶିକା ଭାବେ କାର୍ଯ୍ୟ…
ମାନେକା ଗାନ୍ଧୀଙ୍କୁ ଧମକ ଦେଲେ ଏଲଭିଶ ଯାଦବ
ନୂଆଦିଲ୍ଲୀ,୫।୧୧: ୟୁଟ୍ୟୁବର୍ ଏଲଭିଶ ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍ପି ମାନେକା ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବେ ବୋଲି ଧମକ ଦେଇଥିଲେ। ଏଲଭିସଙ୍କ ନାଁରେ ଉତ୍ତରପ୍ରଦେଶର ନୋଏଡାଠାରେ ସାପ ବିଷ ଯୋଗାଣ ମାମଲାରେ ମାମଲା ରଜୁ ହେବା…

