୨ ହାତ,୪ ଗୋଡ ସହ ଜନ୍ମ ନେଲା ଅଜବ ଶିଶୁ: ସମସ୍ତେ ଆଶ୍ଚର୍ଯ୍ୟ
ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମୁଜାଫରନଗର ବାସିନ୍ଦା ଇରଫାନଙ୍କ ସ୍ତ୍ରୀ ୬ ନଭେମ୍ବରରେ ଏକ ସନ୍ତାନ ଜନ୍ମ ଦେଇଥିଲେ, ଯାହାର ୪ ହାତ, ୪ ଗୋଡ ଏବଂ ୨ଟି ଗୁପ୍ତାଙ୍ଗ ଅଛି। ଏହି ଅସ୍ବାଭାବିକ…
ଭାରତ ଚାପରେ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା କାନାଡା
ଅଟାଓ୍ବା,୧୨।୧୧: ଭାରତ-କାନାଡା ବିବାଦ ଖରାପ ସ୍ଥିତି ଦେଇ ଗତି କରୁଛି। ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗତ କିଛିଦିନର ରହିଥିବା ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀପାବଳି ଉପଲକ୍ଷେ ପ୍ରବାସୀ ଭାରତୀୟଙ୍କ ସହ ଦୀପାବଳି ପାଳିବା ସହ ଏବେ ଭାରତ…
ପ୍ରଧାନମନ୍ତ୍ରୀଙ୍କୁ ଧରି କାନ୍ଦିଲେ ମାଡିଗା ନେତା
ହାଇଦ୍ରାବାଦ୍,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ମାଡିଗା ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ସମସ୍ତ ସମ୍ଭାବ୍ୟ ପଦ୍ଧତି ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି। ଅନୁସୂଚିତ ଜାତିର ବର୍ଗୀକରଣ ପାଇଁ ମାଡିଗା ସମ୍ପ୍ରଦାୟର ଦାବି ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି। ଏଠାରେ ମାଡିଗା…
କ୍ରିପ୍ଟୋ ନିୟମାବଳୀ ସମ୍ବନ୍ଧୀୟ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୧।୧୧: କ୍ରିପ୍ଟୋକରେନ୍ସି ଗୁଡିକର କାରବାର ଏବଂ ମାଇନିଂ ନିୟମ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କେନ୍ଦ୍ର ତଥା ଅନ୍ୟମାନଙ୍କୁ ନିର୍ଦ୍ଦେଶ ମାଗୁଥିବା ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କ୍ରିପ୍ଟୋକ୍ୟୁରେନ୍ସିଗୁଡିକ ହେଉଛି ବ୍ଲକ୍ ଚେନ୍ ଆଧାରିତ ଡିଜିଟାଲ୍ କିମ୍ବା ଭର୍ଚୁଆଲ୍ ମୁଦ୍ରା…
Video: ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିରେ ଟାୱାର ଉପରକୁ ଚଢ଼ିଗଲେ ମହିଳା, ପ୍ରଧାନମନ୍ତ୍ରୀ କହିଲେ-”ଝିଅ ତଳକୁ ଆସ”
ନୂଆଦିଲ୍ଲୀ, ୧୧।୧୧: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଏବେ ସମସ୍ତ ଦଳ ପ୍ରଚାର ଜୋରଦାର ଚଳାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିକୁ ସମ୍ବୋଧନ କରୁଥିବା ସମୟରେ ଜଣେ ମହିଳା ଏପରି କିଛି କରିଥିଲେ ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ…
ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ, ଘଣ୍ଟାକରେ କରିଦେବ ମାଲାମାଲ, କୋଟିପତି ହେବାର ସୁଯୋଗ…
ମୁମ୍ବାଇ,୧୧।୧୧ : ଶେୟାର ବଜାରରେ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂ କରାଯିବ। ଲୋକଙ୍କୁ ଏକ ଘଣ୍ଟାରେ କୋଟିପତି ହେବାର ସୁଯୋଗ ମିଳିବ। ହଁ ବାସ୍ତବରେ, ଦୀପାବଳି ମୁହୁର୍ତ୍ତ ଟ୍ରେଡିଂସେହି ସୁଯୋଗ ଦେଇଥାଏ। ରବିବାର ଦିନ ଷ୍ଟକ ବଜାରରେ ଟ୍ରେଡିଂ କରାଯିବ। ଭଲ…
ସ୍କୁଲ ନ ଯାଇ ଘରେ ଲୁଚିଥିଲା ଛାତ୍ର, ଖବର ପାଇ ଶିକ୍ଷକ ସାଥୀ ପିଲାଙ୍କ ସହ ପିଟି ପିଟି ନେଲେ, ଭିଡିଓ ଭାଇରାଲ…
ପାଟନା,୧୧।୧୧ : ପିଲାଦିନେ ଅଧିକାଂଶ ସ୍କୁଲକୁ ଯିବାକୁ ଅମଙ୍ଗ ହୋଇଥାନ୍ତି। ପିଲାଦିନେ ସ୍କୁଲ ନ ଯିବା ପାଇଁ ସମସ୍ତଙ୍କର ନିଜସ୍ବ କାରଣ ଥିଲା। ତେବେ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସବୁକିଛି ବଦଳି ଯାଇଛି। କୁହାଯାଏ ଯେ ପୂର୍ବରୁ ଯେତେବେଳେ ପିଲାମାନେସ୍କୁଲକୁ…
ନାବାଳିକାଙ୍କୁ କମେଣ୍ଟ କରିବା ପଡିଲା ମହଙ୍ଗା, ନିସ୍ତୁକ ଠେଙ୍ଗା ମାଡ଼, ଭିଡିଓ ଭାଇରାଲ…
ପାଟନା,୧୧।୧୧ : ସାମ୍ପ୍ରତିକ ସମୟରେ, ପ୍ରତ୍ୟେକ ଝିଅ ଆତ୍ମରକ୍ଷା କରିବାକୁ ସକ୍ଷମ ହେବା ଆବଶ୍ୟକ କାରଣ ଦୁଷ୍କର୍ମକାରୀ ତାଙ୍କୁ କେବେ ମଧ୍ୟ ଅସଦାଚରଣ କରି ପାରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ନାବାଳିକାଙ୍କ…
କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ସବୁକିଛି ଦେଇଥିଲା, କିନ୍ତୁ ସେ ସରକାରଙ୍କୁ କରିଥିଲେ କ୍ଷମତାଚ୍ୟୁତ: ଦିଗବିଜୟ…
ଭୋପାଳ,୧୧।୧୧ : ମଧ୍ୟପ୍ରଦେଶରେ ଭୋଟ ଦେବାକୁ ଏକ ସପ୍ତାହରୁ କମ ସମୟ ବାକି ଅଛି। ସମସ୍ତ ଦଳ ନିଜର ସମାବେଶକୁ ଜୋରଦାର କରିଛନ୍ତି। ଷ୍ଟାର ପ୍ରଚାରକମାନେ କ୍ରମାଗତ ଭାବରେ ବୈଠକ କରୁଛନ୍ତି। ଏହି ସମୟରେ ଗୁନାରେ ଏକ ସଭାରେ ପୂର୍ବତନ ମଧ୍ୟପ୍ରଦେଶର…
ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ଅଭିନେତା-କମେଡିଆନ୍
ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଦୀପାବଳିର…
ଆଇପିଓ କରିଦେଲା ମାଲାମାଲ: ପ୍ରଦୀପ ରାଥୋଡ ହେଲେ ଦେଶର ନୂଆ କୋଟିପତି
ମୁମ୍ବାଇ,୧୧ା୧୧: ସେୟାର ବଜାରରେ ସେଲୋ ୱାର୍ଲଡର ଆଇପିଓ ସଫଳ ପ୍ରବେଶ ଦେଶରେ ଆଉ ଜଣେ କୋଟିପତି ସୃଷ୍ଟି କରିଛି। କେସରୋଲ କିଙ୍ଗ ନାମରେ ପରିଚିତ ପ୍ରଦୀପ ରାଥୋଡ ଭାରତର କୋଟିପତିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଶୁକ୍ରବାର କମ୍ପାନୀର ସେୟାର ୭୮୮.୪୦ ଟଙ୍କାରେ…
ଏକକାଳୀନ ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା, ହେଲା ବିଶ୍ୱରେକର୍ଡ…
ଲକ୍ଷ୍ନୌ,୧୧।୧୧: ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଶନିବାର ଦୀପାବଳି ଉପଲକ୍ଷେ ଏଠାରେ ଏକକାଳୀନ ଦୀପ ଜଳାଯାଇଥିଲା, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ। ତେବେ ଏହି ଅବସରରେ ଅନେକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ…

