ଜାତୀୟ

ଶରଦ ପାୱାରଙ୍କୁ ଭେଟିବା ପରେ ଦିଲ୍ଲୀରେ ପହଞ୍ଚିଲେ ଅଜିତ ପାୱାର, ଜାଣନ୍ତୁ କ’ଣ ରହିଛି କାରଣ ?

ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ରାଷ୍ଟ୍ରବାଦୀ କଂଗ୍ରେସ ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହା ପରେ ଅଜିତ ତୁରନ୍ତ ଦିଲ୍ଲୀରେ ଯାଇ ପହଞ୍ଚିଛନ୍ତି। ଏଠାରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ପାରନ୍ତି। ଦୁଇ ନେତାଙ୍କ ସାକ୍ଷାତ ଏପରି…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦୀପାବଳି ନୁହେଁ ହୋଲିରେ ବି ଦେବେ ମାଗଣା ଗ୍ୟାସ ସିଲିଣ୍ଡର

ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର କହିଛନ୍ତି ଯେ ହୋଲି ଅବସରରେ ତାଙ୍କ ସରକାର ମାର୍ଚ୍ଚରେ ପୁଣି ଥରେ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବେ। ଏକ ସରକାରୀ ବୟାନ ଅନୁଯାୟୀ, ଶୁକ୍ରବାର ଧଣ୍ଟେରାସ ଅବସରରେ ମୁଖ୍ୟମନ୍ତ୍ରୀ ଏଠାରେ ଲୋକ ଭବନରୁ…

ପଞ୍ଜାବ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, କହିଲେ ଅଟକି ରହିଥିବା ବିଲ୍‌କୁ ତୁରନ୍ତ ମଞ୍ଜୁରୀ ଦିଅନ୍ତୁ

ନୂଆଦିଲ୍ଲୀ,୧୦।୧୧: ପଞ୍ଜାବ ସରକାରଙ୍କର ଦ୍ୱାରା ଜୁନ୍‌ରେ ଡକାଯାଇଥିବା ବିଧାନସଭା ଅଧିବେଶନ ଅଧିବେଶନକୁ ସୁପ୍ରିମକୋର୍ଟ ବୈଧ ବିବେଚିତ କରିଛନ୍ତି। ସେହିପରି ବିଧାନସଭା ଦ୍ବାରା ପାରିତ ହୋଇଥିବା ବିଲକୁ ପଞ୍ଜାବ ରାଜ୍ୟପାଳ ବନବାରି ଲାଲ ପୁରୋହିତ ଅନୁମୋଦନ ନ କରିଥିବାରୁ ସୁପ୍ରିିମକୋର୍ଟ ଅସନ୍ତୋଷ ବ୍ୟକ୍ତ…

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍‌, କହିଲେ ପ୍ରଧାନମନ୍ତ୍ରୀ ପୂର୍ବରୁ କହୁଥିଲେ ସେ ଓବିସି, କିନ୍ତୁ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାତି ଜନଗଣନା ପ୍ରସଙ୍ଗରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଦାବି କରିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଏମ୍‌ପିଙ୍କ ସହ ଜାତୀୟ ସ୍ତରରେ ମଧ୍ୟ ଜାତି ଭିତ୍ତିକ…

ଏବେ ବିମାନରେ ମିଳିବ ମାଗଣା ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୧୦।୧୧: ବିମାନ ଯାତ୍ରା ସମୟରେ, ଉପରେ କୌଣସି କମ୍ପାନୀ କିମ୍ବା ଇଣ୍ଟରନେଟ ସେବାର ସଙ୍କେତ ନଥାଏ। ଏପରି ପରିସ୍ଥିତିରେ, ବିମାନରେ ଯେତିକି ସମୟ ଯାତ୍ରା କରିବାକୁ ଥାଏ ସେହି ସମୟ ପାଇଁ ଯାତ୍ରୀମାନେ ଦୁନିଆରୁ ବିଚ୍ଛିନ୍ନ ଅନୁଭବ କରନ୍ତି। କିନ୍ତୁ ବର୍ତ୍ତମାନ…

ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨% ବୃଦ୍ଧି, ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ଟ୍ରେଜେରୀକୁ ଆସିଲାଣି ୧୦.୬୦ ଲକ୍ଷ କୋଟି

ନୂଆଦିଲ୍ଲୀ,୧୦/୧୧: ଚଳିତ ଆର୍ଥିକ ବର୍ଷରେ ୨୦୨୩-୨୪ ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। ଏପ୍ରିଲ ୧ ରୁ ନଭେମ୍ବର ୯, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୦.୬୦ ଲକ୍ଷ କୋଟି ଟଙ୍କା ହୋଇଛି। ଚଳିତ ଆର୍ଥିକ…

ଶରଦ ପାୱାରଙ୍କୁ ଭେଟିବା ପରେ ଦିଲ୍ଲୀରେ ପହଞ୍ଚିଲେ ଅଜିତ ପାଓ୍ବାର, ଅମିତ ଶାହାଙ୍କୁ ଭେଟିବା ନେଇ ସୂଚନା

ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହାର କିଛି ସମୟ ପରେ ଅଜିତ ପାୱାର ଦିଲ୍ଲୀରେ ପହଞ୍ଚିଥିବା ଜଣାପଡିଛି। ଏଠାରେ ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି…

ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଲା ବର୍ଷା

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦିଲ୍ଲୀ ଏନ୍‌ସିଆର୍‌ ନୋଏଡା, ଗୁରୁଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଏବଂ ଶୁକ୍ରବାର ବିଳମ୍ବିତ ରାତିରେ ହାଲୁକା ବର୍ଷା ହେବା ପରେ ପ୍ରଦୂଷଣ ସାଙ୍ଗକୁ ଧୂଆଁ ସାମାନ୍ୟ…

ଶନିବାର ପତ୍ନୀଙ୍କୁ ଭେଟିପାରିବେ ସିସୋଡିଆ, କୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଶୁକ୍ରବାର ରୌଜ୍‌ ଏଭିନ୍ୟୁ କୋର୍ଟ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ଶନିବାର ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ…

ବିଶ୍ୱ ବଜାରରେ ୧୨ ବର୍ଷ ସର୍ବୋଚ୍ଚ ସ୍ତରରେ ଚିନି ଦାମ୍, ଜାଣନ୍ତୁ ଭାରତରେ ବଢିବ କି ଦାମ୍?

ନୂଆଦିଲ୍ଲୀ,୧୦।୧୧: ଆନ୍ତର୍ଜାତୀୟ ବଜାରରେ ଚିନିର ଦାମ୍ ୨୮ ପ୍ରତିଶତ ପ୍ରତି ପାଉଣ୍ଡ ବୃଦ୍ଧି ପାଇଁ ୧୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଭାରତ ଚିନି ରପ୍ତାନୀରେ ପ୍ରତିବନ୍ଧକ ଲଗାଇବା ପରେ ଏବଂ ବ୍ରାଜିଲରେ ଯୋଗାଣ ପାଇଁ ସମସ୍ୟା କାରଣରୁ ବିଶ୍ୱ ବଜାରକୁ…

ଏଏପି ନେତା ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟ ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି)ଏମ୍‌ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ନଭେମ୍ବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତ ଛାଡିବାବେଳେ ସଞ୍ଜୟ ସିଂ କହିଛନ୍ତି ଯେ, କେଜ୍‌ରିଓ୍ବାଲଙ୍କ ବିରୋଧରେ ଏକ ବଡ…

ଆରଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାଜପା ନେତ୍ରୀ

ପାଟନା,୧୦।୧୧: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ମନ୍ତବ୍ୟକୁ ନେଇ ବିହାର ରାଜନୀତି ସରଗରମ ହୋଇଛି। ଏ ସମ୍ପର୍କରେ ନୀତୀଶଙ୍କ ଇସ୍ତଫା ଦାବିରେ ଏନଡିଏ ନେତାମାନେ ଗୃହ ବାହାରେ ବିରୋଧ କରୁଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?