ଜାତୀୟ

ଜାମ୍ମୁ କଶ୍ମୀର ଡୋଡା ଜିଲାରେ ଘାଟୀରୁ ଚେନାଵ ନଦୀକୁ ଖସିଲା ବସ୍, ୩୦ ମୃତ

ନୂଆଦିଲ୍ଲୀ,୧୫।୧୧: ଜାମ୍ମୁ କଶ୍ମୀର ଅନ୍ତର୍ଗତ ଡୋଡାର ଆସାର ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା କିଷ୍ଟୱର ଏବଂ ଜିଏମସି ଡୋଡାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଃଖଦ ଘଟଣା ପରେ…

୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ, ପାକିସ୍ତାନ-ଚାଇନାର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୫।୧୧ : ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା, ପ୍ରତିରକ୍ଷା ବିଶେଷଜ୍ଞମାନେ କହିଥିଲେ ଏହା ଦୁଇଟି ଛୋଟ ଦେଶ ମଧ୍ୟରେ ଲଢ଼େଇ ଏବଂ ଉଭୟ ଏହାକୁ ନିଜ ମଧ୍ୟରେ ସମାଧାନ କରିବେ। ଏହାର ଫଳାଫଳ ହେଲା ସୁନ୍ଦର ଉପତ୍ୟକା ଥିବା ଆଜେରବାଇଜାନର…

ସ୍ବତନ୍ତ୍ର କ୍ୟାମ୍ପ୍‌ରୁ ଖଲାସ ପାଇଁ ଆବେଦନ କଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ…

ଚେନ୍ନାଇ,୧୫।୧୧ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରବର୍ଟ ପାୟସ ଏବଂ ଜୟକୁମାର ସ୍ବତନ୍ତ୍ର କ୍ୟାମ୍ପରୁ ଖଲାସ ହେବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ରବର୍ଟ ପାୟସ ଏବଂ ଜୟକୁମାର ବର୍ତ୍ତମାନ ତ୍ରିଚିରେ ଅବସ୍ଥିତ ସ୍ବତନ୍ତ୍ର…

ଶାକାହାରୀ କୁମ୍ଭୀର ବବିୟାର ମୃତ୍ୟୁ ପରେ ମନ୍ଦିର ପୋଖରୀରେ ଦେଖାଗଲା ଆଉ ଏକ କୁମ୍ଭୀର, ଲୋକେ କହିଲେ ବବିୟାର ଅବତାର

କାସରଗୋଡ,୧୫।୧୧: ଏଇଟା ଚମତ୍କାର ନା ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ। କେରଳର କାସରଗୋଡ ସ୍ଥିତ ଶ୍ରୀ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିର ପୋଖରୀରେ ଥିବା ଶାକାହାରୀ କୁମ୍ଭୀର ବବିୟାର ଗଲାବର୍ଷ ମୃତ୍ୟୁବରେ ପୋଖରୀରେ ପୁଣି ଏକ କୁମ୍ଭୀରକୁ ଦେଖିବାକୁ ମିଳିଛି। ଏହି ପୋଖରୀରେ…

କାରରେ ରକ୍ତ ଜୁଡୁବୁଡୁ ମୃତଦେହ, ଚିହ୍ନଟ ନେଇ ତଦନ୍ତ ଜାରି…

ନୂଆଦିଲ୍ଲୀ,୧୫।୧୧ : ଦିଲ୍ଲୀର ଗାଜିପୁରରେ ଏକ କାର ଭିତରେ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ମୃତ ଶରୀରଟି ଜଣେ ଅଜଣା ପୁରୁଷଙ୍କର। ପୋଲିସ ଏବଂ ଫୋରେନସିକ ଟିମ ଏହି ଘଟଣାର…

ଓ-ହବ୍‌ ପରିଦର୍ଶନରେ ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ

ଭୁବନେଶ୍ୱର, ୧୪।୧୧(ଅଭୟ ଦାଶ): ଷ୍ଟାର୍ଟଅପ୍‌ ଓଡ଼ିଶାର ଆଇକନିକ ପ୍ଲାଟ୍‌ଫର୍ମ (ବିଲ୍ଡି) ଓ-ହବ୍‌ ଅଭିନବତାର ଏକ ଜୀବନ୍ତ ଓ ଔଦ୍ୟୋଗିକୀ ହବ୍‌ ହୋଇପାରିଛି। ଏପରିକି ମଙ୍ଗଳବାର କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ ପରିଦର୍ଶନରେ ଆସିଥିବାବେଳେ ତାଙ୍କୁ ଓ- ହବ୍‌…

୧୨ ଦିନରେ ପୃଥିବୀର ସର୍ବେକ୍ଷଣ, ୨୦୨୪ରେ ନାସା-ଇସ୍ରୋ ମିଳିତ ଭାବେ କରିବେ କାର୍ଯ୍ୟ…

ନୂଆଦିଲ୍ଲୀ,୧୫।୧୧: ନିର୍ଦ୍ଦିଷ୍ଟ ଭାବରେ କମ୍ପନ ସହିତ ଜଡିତ ପରୀକ୍ଷଣ ପରେ ନାସା-ଇସ୍ରୋ ସିନ୍ଥେଟିକ ଆପର୍ଚର ରାଡାର (ଏନଆଇଏସଏଆର) ୨୦୨୪ ର ପ୍ରଥମ ତ୍ରୟମାସରେ ଲଞ୍ଚ ହେବ। ନାସାଏନଆଇଏସଏଆର ପ୍ରୋଜେକ୍ଟ ମ୍ୟାନେଜର ଫିଲ ବାରେଲା କହିଛନ୍ତି ଇସ୍ରୋ ଆସନ୍ତା ବର୍ଷର ପ୍ରଥମ ତ୍ରୟମାସରେ…

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୧୧ (ଅସମାପିକା ସାହୁ): ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ମଙ୍ଗଳବାର ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆରମ୍ଭ ହୋଇଛି। ମେଳା ପରିସରରେ ଓଡ଼ିଶା ପାଭିଲିୟନକୁ ଓଡ଼ିଶା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ବାଣିଜ୍ୟ ମନ୍ତ୍ରାଳୟ…

ଆଜି ଖାତାକୁ ଆସିବ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଟଙ୍କା, ଏହି ଉପାୟରେ ନିଜର ଖାତା ଚେକ୍ କରନ୍ତୁ

ନୂଆଦିଲ୍ଲୀ, ୧୫।୧୧: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକ ଭାଇମାନଙ୍କ ପାଇଁ ଏକ ବଡ଼ ଖବର। ଏହି ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ।…

ଉତ୍ତରାକାଶି ଟନେଲ ଦୁର୍ଘଟଣା: ଭୂସ୍ଖଳନ ବଢ଼ାଇଲା ସମସ୍ୟା, ୭୦ ଘଣ୍ଟାରୁ ଅଧିକ ସମୟ ହେଲା ଫସି ରହିଛନ୍ତି ୪୦ ଶ୍ରମିକ

ନୂଆଦିଲ୍ଲୀ, ୧୫।୧୧: ଉତ୍ତରାକାଶି ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର ଜାରି ରହିଛି। ଏହି ଟନେଲରୁ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ୭୦ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର କାର‌୍ୟ୍ୟ ଚାଲିଛି। ତେବେ ଘଟଣାସ୍ଥଳ…

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ ପରେ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ଜାଣନ୍ତୁ

ନୂଆଦିଲ୍ଲୀ, ୧୫।୧୧: ସାହାରା ଗ୍ରୁପ୍‌ ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁବ୍ରତଙ୍କୁ ରବିବାର ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ପ୍ରଭାବଶାଳୀ ଭାରତୀୟରୁ ଜେଲ୍ ପର୍ଯ୍ୟନ୍ତ, ଜାଣନ୍ତୁ କିପରି ଥିଲା ସୁବ୍ରତ ରୟଙ୍କ ଯାତ୍ରା

ନୂଆଦିଲ୍ଲୀ, ୧୫।୧୧: ସାହାରା ଗ୍ରୁପ୍‌ ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁବ୍ରତଙ୍କୁ ରବିବାର ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?