ଜାତୀୟ

ଦଙ୍ଗା ଏବଂ ଗୁଣ୍ଡାରାଜ କଂଗ୍ରେସର ସ୍ଵଭାଵ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଚାର ସରଗରମ ହୋଇଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦଙ୍ଗା ଏବଂ ଗୁଣ୍ଡାରାଜ କରିବା କଂଗ୍ରେସର ସ୍ଵଭାଵ ଅଟେ। ମଧ୍ୟପ୍ରଦେଶର ଶଜାପୁରରେ ରାହୁଲ…

ସାବଧାନ ! ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକିଲେ ସର୍ବନିମ୍ନ ୬ ମାସ ଜେଲ, ସଂସଦୀୟ କମିଟିର ପ୍ରସ୍ତାବ…

ନୂଆଦିଲ୍ଲୀ,୧୪।୧୧ : ସଂସଦୀୟ କମିଟି ପରାମର୍ଶ ଦେଇଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରୟ କରିବାରେ ଦୋଷୀମାନଙ୍କୁ ସର୍ବନିମ୍ନ ୬ମାସ ଦଣ୍ଡ ଦିଆଯାଉ। ଏହା ସହିତ ୨୫,୦୦୦ ଟଙ୍କା ଜରିମାନା ଲାଗୁ କରିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି। ଭାଜପା ଏମପି ବ୍ରିଜଲାଲଙ୍କ…

କୁମାରସ୍ବାମୀ କରିଛନ୍ତି ବିଦ୍ୟୁତ ଚୋରି: କଂଗ୍ରେସର ଅଭିଯୋଗ, ଭିଡିଓ ଭାଇରାଲ…

ବେଙ୍ଗାଲୁରୁ,୧୪।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଦିୱାଲୀ ସମୟରେ ତାଙ୍କ ଜେପି ନଗର ବାସଭବନକୁ ସାଜସଜ୍ଜା ଆଲୋକରେ ସଜାଯାଇଥିଲା ଯେଉଁଥି ପାଇଁ ବିଦ୍ୟୁତ ଚୋରି ହୋଇଥିଲା। ସୋସିଆଲ ମିଡିଆରେ…

ଏନଆରଆଇ ବିବାହରେ ଥିବା ତ୍ରୁଟି ଯାଞ୍ଚ୍‌ କରିବାକୁ ବିଦେଶ ମନ୍ତ୍ରଣାଳୟର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୪।୧୧ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଇନ ଆୟୋଗଙ୍କୁ କହିଛନ୍ତି ଏନଆରଆଇଙ୍କ ବିବାହ ପ୍ରସଙ୍ଗ ଯାଞ୍ଚ କରିବା ଏବଂ ଅନ୍ତର୍ଜାତୀୟ ଆଇନ ତଥା ବେସରକାରୀ ଆଇନ ଉପରେ ଏହାର ଢାଞ୍ଚାକୁ ମଜବୁତ କରିବା ଜରୁରୀ। ସୂଚନାନୁସାରେ, ସମ୍ପ୍ରତି ସମ୍ପୃକ୍ତ ଆଇନଗୁଡ଼ିକରେ ଥିବା…

କଂଗ୍ରେସ ଭାବୁଥିଲା ରାମ ମନ୍ଦିର ନିର୍ମାଣ ହୋଇପାରିବ ନାହିଁ:ମୋଦି

ଭୋପାଳ,୧୪।୧୧: ମଧ୍ୟପ୍ରଦେଶର ବେତୁଲଠାରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଇଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଏହା ହେଉଛି ସେହି କଂଗ୍ରେସ ଯିଏ ଭାବିଥିଲା ଯେ ରାମ ମନ୍ଦିର ନିର୍ମାଣ ହେବ ନାହିଁ,…

ପରଲୋକରେ ଓବରୋଇ ଗ୍ରୁପ୍‌ ଚେୟାରମ୍ୟାନ୍‌ ପିଆର୍‌ଏସ୍‌ ଓବରୋଇ

ନୂଆଦିଲ୍ଲୀ,୧୪।୧୧: ଓବରୋଇ ଗ୍ରୁପ୍‌ର ଚେୟାରମ୍ୟାନ୍‌ ପିଆର୍‌ଏସ୍‌ ଓବରୋଇଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ତେବେ ଭାରତରେ ହୋଟେଲ ବ୍ୟବସାୟର ରୂପରେଖ ବଦଳାଇବାର ଶ୍ରେୟ ତାଙ୍କୁ ଦିଆଯାଉଥିଲା। ଅପରାହ୍ନ ୪ଟାରେ ଭଗବତୀ ଓବରୋଇ ଚାରିଟେବୁଲ…

ଦୀର୍ଘ ୩୨ ବର୍ଷର ବୈବାହିକ ଜୀବନ ପରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରେମଣ୍ଡ ଗ୍ରୁପ୍‌ ଚେୟାରମ୍ୟାନ୍‌; ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦୀର୍ଘ ୩୨ ବର୍ଷର ବୈବାହିକ ଜୀବନ ପରେ ପ୍ରତିଷ୍ଠିତ ରେମଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ସିଙ୍ଘାନିଆ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଠାରୁ ଅଲଗା ହୋଇଛନ୍ତି। ଏନେଇ ସେ ଘୋଷଣା କରିବା ପରେ ଦୁହେଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଉଭୟଙ୍କ…

ମାତ୍ର ୬୦ ଟଙ୍କାରେ କିଣିପାରିବେ ‘ଭାରତ ଡାଲି’, ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ସ୍କିମ

ନୂଆଦିଲ୍ଲୀ,୧୪।୧୧: ଗତ କିଛି ମାସ ଧରି ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବର ପାଇଁ ମୁଦ୍ରାସ୍ଫୀତି ତଥ୍ୟ କିଛି ମାତ୍ରାରେ ଆରାମ ଦେଇଛି। ଜୁଲାଇରୁ କ୍ରମାଗତ ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଗ୍ରାହକ…

ମଧ୍ୟପ୍ରଦେଶର ୪୭୨ ଜଣ ପ୍ରାର୍ଥୀଙ୍କ ନାମରେ ରହିଛି ମାମଲା, ଭାଜପାର ସୁରେନ୍ଦ୍ର ପଟଓ୍ବାଙ୍କ ନାଁରେ ୧୭୫

ଭୋପାଳ,୧୪।୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ନିର୍ବାଚନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ରେ ମୋଟ ୨୫୩୪ପ୍ରାର୍ଥୀଙ୍କ ମଧ୍ୟରୁ…

ନୂଆ ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଧନ୍ୟବାଦ ଜଣାଇଲେ ମହୁଆ

କୋଲକାତା,୧୪ା୧୧: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପିି ମହୁଆ ମୋଇତ୍ରଙ୍କ ବିରୋଧରେ ସଂସଦୀୟ କମିଟି ତଦନ୍ତ ଚଳାଇଥିବା ବେଳେ ତାଙ୍କୁ କ୍ରିଷ୍ଣନଗର (ନଦିଆ ଉତ୍ତର)ର ଜିଲା ସଭାପତି ଭାବେ ଦଳ ନିଯୁକ୍ତି ଦେଇଛି। ନୂଆ ପଦବୀ ପାଇଁ ମହୁଆ ଦଳ…

ଧନୀ-ଗରିବ ଆୟ ବ୍ୟବଧାନ ବଢୁଛି

ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଗତ ଅକ୍ଟୋବରର ଆର୍ଥତ୍କ ରିପୋର୍ଟ ଅନୁଯାୟୀ ପ୍ରଥମତଃ ଘରୋଇ ଚାହିଦା ଓ ଉପଭୋଗ ବଢ଼ିଥିବାରୁ ଭାରତର ଅଭିବୃଦ୍ଧି ସମ୍ଭାବନା ମଜଭୁତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପାଇଁ ସରକାରୀ ଭାବେ ସକଳ ଘରୋଇ ଉତ୍ପାଦ (ଜିଡିପି)…

ଉଦ୍ଧାର କାର୍ଯ୍ୟ ଜାରି : ଖାଦ୍ୟ ଅକ୍ସିଜେନ୍‌ ପଠାଗଲା

ଡେରାଡୁନ୍‌,୧୪ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ଅନ୍ତର୍ଗତ ଯମୁନେତ୍ରୀ-ଉତ୍ତରାଖଣ୍ଡ ଜାତୀୟ ରାଜପଥ କାମ ଚାଲିଥିବାବେଳେ ରବିବାର ଭୋର ସମୟରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ୫ ଓଡ଼ିଆଙ୍କ ସମେତ ୪୦ରୁ ଊଦ୍ଧ୍ୱର୍ର୍ ଶ୍ରମିକ ଫସି ରହିଛନ୍ତି। ଉତ୍ତରକାଶୀର ସିଲ୍‌କ୍ୟାରା ସହ ଡଙ୍ଗାଲଗାଓଁକୁ ଏହି ସୁଡ଼ଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?