ଜାତୀୟ

ବିରାଟ-ଶାମିଙ୍କ ପରି ରେକର୍ଡ ସୃଷ୍ଟି କଲା ଡିଜନି ହଟଷ୍ଟାର

ନୂଆଦିଲ୍ଲୀ,୧୬।୧୧: ଦିନିକିଆ ବିଶ୍ୱକପର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୋଟିଏ ପଟେ ବିରାଟ କୋହଲି ଓ ମହମ୍ମଦ ଶାମି ଜବରଦସ୍ତ ପ୍ରଦର୍ଶନ କରି ରେକର୍ଡ ପରେ ରେକର୍ଡ ନିଜ ନାଁରେ କରିଛନ୍ତି। ଅନ୍ୟପଟେ ୧୦ଦିନ ମଧ୍ୟରେ ଡିଜନି ହଟଷ୍ଟାର ମଧ୍ୟ ଏକ ନୂଆ ରେକର୍ଡ…

ତାଜମହଲ ବୁଲିବାବେଳେ ହଠାତ୍‌ ଆସିଲା ହାର୍ଟଆଟାକ୍‌: ପୁଅ ଏମିତି ବଞ୍ଚାଇଲେ ବାପାଙ୍କ ଜୀବନ, ଭିଡିଓ ଦେଖିଲେ….

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ବେଶ୍‌ ଭାବପୂର୍ଣ୍ଣ ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓ ଆଗ୍ରାର ବୋଲି ଜଣାପଡିଛି। ଭିଡ଼ିଓରେ ତାଜମହଲ ବୁଲିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ହଠାତ୍‌…

କଂଗ୍ରେସ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଲୋକେ ,ଭିଡିଓ ଭାଇରାଲ…

ଜୟପୁର,୧୬।୧୧ : ଲୋକମାନେ ରାଜସସ୍ଥାନର ବହରୋଡ-କଟପୁତଲି ଜିଲାର ବହରୋଡ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ବଲଜିତ ଯାଦବଙ୍କୁ ଜୋତାମାଳ ପିନ୍ଧାଇଛନ୍ତି। ବାସ୍ତବରେ, ଯେତେବେଳେ ସେ ଭୋଟରଙ୍କ ନିକଟକୁ ଭୋଟ ମାଗିବାକୁ ଯାଇଥିଲେ, କ୍ରୋଧିତ…

ରାଜସ୍ଥାନ ନିର୍ବାଚନ ପାଇଁ ଭାଜପାର ଘୋଷଣା ପତ୍ର ଜାରି: ମାଗଣାରେ ସ୍କୁଟି ଭଳି ଦେଲା ଅନେକ ଲୋଭନୀୟ ପ୍ରତିଶ୍ରୁତି

ଜୟପୁର,୧୬।୧୧: ଭାରତୀୟ ଜନତା ପାର୍ଟି ମୁଖ୍ୟ ଜେପି ନଡା ଗୁରୁବାର ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦଳର ଘୋଷଣା ପତ୍ର ପ୍ରକାଶ କରିଛନ୍ତି। ଭାଜପା ଏହି ଘୋଷଣା ପତ୍ରକୁ ବିକାଶର ଏକ ରୋଡମ୍ୟାପ ବୋଲି ବର୍ଣ୍ଣନା କରିଛି। ଭାଜପାର ଘୋଷଣା ପତ୍ର…

ଥରିଲା ଜମ୍ମୁ-କଶ୍ମୀର: ଭୟରେ ଦୌଡିଲେ ଲୋକେ

ଶ୍ରୀନଗର,୧୬।୧୧: ଜମ୍ମୁ କଶ୍ମୀରରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଜମ୍ମୁ-କଶ୍ମୀରର ଦୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପ…

ମୋଦି କାହିଁକି ରାହୁଲ ଗାନ୍ଧୀଙ୍କ ଉପରେ ଚିଡୁଛନ୍ତି: ଏହାର କାରଣ ନିଜେ ବଖାଣିଲେ ରାହୁଲ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ୟବସାୟୀ ଗୌତମ ଆଦାନୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ମୋଦି ବ୍ୟବସାୟୀ ଆଦାନୀଙ୍କୁ ଉପକୃତ କରିଛନ୍ତି ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ହ୍ବାଟସ୍‌ଆପ ଚ୍ୟାନେଲରେ ଏକ ଭିଡିଓ…

ଭାରତୀୟ ସୀମା ଅଞ୍ଚଳକୁ ଦଖଲ କରିବା ନେଇ ଜୁଣ୍ଟାର ଧମକ

ନାପିଦ୍ୱ,୧୬।୧୧: ଦୀର୍ଘ ଦୁଇବର୍ଷରୁ ଅଧିକ ଦିନ ଧରି ମ୍ୟାନମାର୍‌ ସେନା ଓ ବିଦ୍ରୋହୀ ଗୋଷ୍ଠୀ ଆଣ୍ଟି-ଜୁଣ୍ଟା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ମ୍ୟାନମାରର ଚିନ ରାଜ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏୟାର…

ପିଲାଙ୍କ କାନ ଧରି ଖେଳିଲେ ମୋଦି, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୬।୧୧ : ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ସ୍ନେହ ରହିଛି। ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ପିଲାମାନଙ୍କ ସହିତ ମଜା କରୁଥିବା ଦେଖିବାକୁ ମିଳିଥାଏ। ସେ ସମ୍ପ୍ରତିି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି। ଏହି…

ଯୁଦ୍ଧ ଭିତରେ ୟୁକ୍ରେନ ଛାଡିଥିଲେ ଭାରତୀୟ ଏମବିବିଏସ ଛାତ୍ରୀଛାତ୍ର, ଏବେ ଏହି ଦେଶର ୟୁନିଭରସିଟିରେ ନେଲେ ଆଡମିଶନ

ନୂଆଦିଲ୍ଲୀ/ତାସକେଣ୍ଟ,୧୬।୧୧: ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ଧ୍ୱଂସ ବିଭୀଷିକା ବନ୍ଦ ହୋଇନାହିଁ। ରୁଷିଆ ସୈନ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନ ଥିବାବେଳେ ୟୁକ୍ରେନ ସୈନ୍ୟ ମଧ୍ୟ ମୁହଁତୋଡ ଜବାବ ଦେଉଛନ୍ତି। ଯୁଦ୍ଧରେ ଅନେକ ଘର, ସ୍କୁଲ…

ଭାରତ ସୈନ୍ୟଙ୍କୁ ଦେଶରୁ ହଟାଇବା ବିବାଦ: ନରମିଲେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ, କହିଲେ ବିବାଦ ପାଇଁ ଆମେ ଛୋଟ ଦେଶ

ମାଲେ,୧୬।୧୧: ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଭାରତୀୟ ସୈନିକଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ବୟାନ ଭାରତ ଓ ମାଳଦ୍ୱୀପର ବିବାଦ ବଢିବାର ଆଶଙ୍କା ଥିଲା। କିନ୍ତୁ ନିକଟରେ ତାଙ୍କ…

ପୋଷା କୁକୁର ପଡ଼ୋଶୀଙ୍କୁ କାମୁଡିବାରୁ ବିଚାରପତି ପଦରେ ନିଯୁକ୍ତି ନ ଦେବା ଅନ୍ୟାୟ: ମହିଳାଙ୍କ ସପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୬।୧୧ : ମଧ୍ୟପ୍ରଦେଶ ସିଭିଲ ଜଜ (ଜୁନିଅର ଡିଭିଜନ) ପଦବୀରେ ଦୁଇଥର ନିଯୁକ୍ତିରୁ ବଞ୍ଚିତ ହୋଇଥିବା ମହିଳା ପ୍ରାର୍ଥୀଙ୍କୁ ସୁପ୍ରିମକୋର୍ଟ ଏକ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ବେଞ୍ଚ ମଧ୍ୟପ୍ରଦେଶ…

‘ଶାମି ତୁମେ ଯେଉଁଭଳି ବୋଲିଂ କଲ ବର୍ଷ ବର୍ଷ ଧରି ଲୋକେ ମନେ ରଖିବେ’

ନୂଆଦିଲ୍ଲୀ,୧୬।୧୧: ଆଇସିସି ବିଶ୍ୱକପ୍‌ ୨୦୨୩ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ୭୦ ରନ୍‌ରେ ବିଜେତା ହେବା ପରେ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?