ଜାତୀୟ

ମୋଦି ନିଜ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଗରବା ନାଚୁଥିବା ଦେଖି ଆଶ୍ଚର୍ଯ୍ୟ ହେଲେ, ଜଣାପଡିଲା ସତ୍ୟ…

ନୂଆଦିଲ୍ଲୀ,୨୩।୧୧ : ଡିପଫେକ ଭିଡିଓଗୁଡିକ ବିଷୟରେ ବର୍ତ୍ତମାନ ଅନେକ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଟେକ୍ନୋଲୋଜି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଜି -୨୦ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୋସିଆଲ…

ନିଶାରେ ଅପରାଧ କରିଥିବା କହିଲେ ଦଣ୍ଡାଦେଶରୁ ମିଳିବନି ମୁକ୍ତି: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧ : ସୁପ୍ରିମକୋର୍ଟ କହିଛନ୍ତି ମଦ୍ୟପାନ କରି ନିଶାରେ ଥିବା ସମୟରେ ଏହି ଅପରାଧ ହୋଇଛି ବୋଲି ଯୁକ୍ତି କରି ଦଣ୍ଡକୁ ଏଡାଯାଇପାରିବ ନାହିଁ। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଶୀର୍ଷକୋର୍ଟ ଖାରଜ କରି ଏଭଳି କହିଛନ୍ତି।…

ମୋଦିଙ୍କୁ ଗାଳି କରିବାର ଫଳ କଂଗ୍ରେସକୁ ନିଶ୍ଚୟ ମିଳିବ: ଶାହା

ଜୟପୁର,୨୩।୧୧: ରାଜସ୍ଥାନରେ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ବ୍ୟବହାର କରିବାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ରାଜସ୍ଥାନରେ ମୋଦିଜୀଙ୍କୁ ଦୁର୍ବ୍ୟବହାର କରାଯାଇଛି, ଯେତେବେଳେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁର୍ବ୍ୟବହାର କରାଯାଏ,…

ଭାରତର ପ୍ରଥମ ମହିଳା ସୁପ୍ରିମକୋର୍ଟ ବିଚାରପତି ଏମ୍ ଫାତିମା ବିବିଙ୍କର ୯୬ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ,୨୩।୧୧: ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ବିଚାରପତି ଏମ୍ ଫାତିମା ବିବିଙ୍କର ଗୁରୁବାର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଫାତିମା ପ୍ରଥମ ମୁସଲମାନ ମହିଳା ବିଚାରପତି ଯିଏକି କୌଣସି ଉଚ୍ଚ ନ୍ୟାୟପାଳିକାରେ ନିଯୁକ୍ତ ହୋଇଥିଲେ। ଏପ୍ରିଲ୍…

ନୂଆ ନିୟମ ଆଣିବେ କେନ୍ଦ୍ର ସରକାର, ‘ଡିପ୍‌ଫେକ୍‌’ ପ୍ରସ୍ତୁତକାରୀଙ୍କୁ ମିଳିବ ଦଣ୍ଡ

ନୂଆଦିଲ୍ଲୀ,୨୩।୧୧: ବଢିଚାଲିଥିବା ଡିପ୍‌ଫେକ୍‌ ସମସ୍ୟାର ସମାଧାନ ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର। ଗୁରୁବାର ଦିନ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂତନ ଆଇନ ଆଣିବେ ଯାହା ଡିପ୍‌ଫେକ୍‌ କୁ…

ପିକାଚୁ ହୋଇ ବାଇକରେ ବୁଲୁଥିଲେ ଯୁବକ, ତାପରେ ହେଲା ଏପରି, ଭିଡିଓ ଭାଇରାଲ…

ନୋଏଡା,୨୩।୧୧ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧିଥିବାର ଦେଖାଯାଉଛି। ତେବେ ତାଙ୍କୁ ପୋଲିସ ଧରିଥିଲା। ଯୁବକନ ଏପରି ହେଲମେଟ ପିନ୍ଧି ବାଇକ ଚଳାଉଥିବାର ଦେଖି ପୋଲିସ…

ବନ୍ଦେ ଭାରତ ଟ୍ରେନରେ ଛୋଟ ପିଲା ଯାତ୍ରା କରିବା ନେଇ ଅସନ୍ତୋଷ ଝାଡିଲେ ରେଳ ଅଧିକାରୀ, ଏକ୍ସରେ ଜାରି କଲେ ଫଟୋ

ଚେନ୍ନାଇ,୨୩।୧୧: ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ଯାତ୍ରା ସେବା ସବୁ ଯାତ୍ରୀ ଉପଭୋଗ କରୁଛନ୍ତି। କିନ୍ତୁ ଯାତ୍ରା ଅନ୍ତରାଳରେ ରେଳ ସମ୍ପତ୍ତିକୁ ମଧ୍ୟ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି। ନିକଟରେ ସୋସିଆଲ ମିଡିଆରେ କିଛି ଛୋଟ ପିଲାଙ୍କର ଫଟୋ ଜାରି…

ଆକାଶରେ ଉଡିଲା ସ୍କୁଟି, ତାପରେ ଯାହା ହେଲା, ଦେଖନ୍ତୁ ଭିଡିଓ…

ମୁମ୍ବାଇ,୨୩।୧୧ : ସ୍କୁଟର, ବାଇକ ଏବଂ କାର୍‌ ରାସ୍ତାରେ ଯାଉଥିବାର ଆମେ ଦେଖୁଛେ, କିନ୍ତୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ସ୍କୁଟିକୁ ଆକାଶରେ ଉଡାଉଛନ୍ତି। ଏହି ଭିଡିଓ ଦେଖିବା ପରେ ୟୁଜର…

ଡେଙ୍ଗୁର ୬୦ପ୍ରତିଶତ ରୋଗୀଙ୍କ ଠାରେ ରହିଛି ଡେନ-୨ର ଲକ୍ଷଣ, ପିଜିଆଇର ସେରୋ ସର୍ଭେ

ନୂଆଦିଲ୍ଲୀ,୨୩।୧୧: ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ବେଶୀ ଡରେଇବାରେ ଲାଗିଛି। ଡେଙ୍ଗୁର ପ୍ରାୟ ୬୦ପ୍ରତିଶତ ରୋଗୀଙ୍କ ମଧ୍ୟରେ ଡେନ-୨ର ଷ୍ଟ୍ରେନ ଦେଖିବାକୁ ମିଳିଛି। ବାକି ୪୦ପ୍ରତିଶତରେ ଡେନ ୧ ଓ ଡେନ-୩ ଷ୍ଟ୍ରେନ ମିଳିଛି। ଡେନ-୧ ଓ ୩ ଅପେକ୍ଷା ଡେନ…

ମତେ ଗିରଫ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଭାଜପା ସରକାର: ଗେହଲଟ…

ଜୟପୁର,୨୩।୧୧ : ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ ଚାଲିଥିବା ପ୍ରଚାର କିଛି ଘଣ୍ଟା ପରେ ବନ୍ଦ ହେବ। ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଭେଟେରାନ ନେତାମାନେ ଗୁରୁବାର ଅପରାହ୍ନ ୫ ଟା ପରେ ପ୍ରଚାର କରିପାରିବେ ନାହିଁ। ଏହି ସମୟରେ ଜୟପୁରରେ ଖବରଦାତାଙ୍କୁ…

ସୋସିଆଲ ମିଡିଆ ଆକାଉଣ୍ଟରେ ବ୍ୟାକ୍‌ଗ୍ରାଉଣ୍ଡ ପରିବର୍ତ୍ତନ କଲା ଭାଜପା: ରାମ ମନ୍ଦିର ପ୍ରତିଷ୍ଠା ତାରିଖ ସହ ଆସିଲା ନୂତନ ଫଟୋ

ନୂଆଦିଲ୍ଲୀ,୨୩।୧୧: ଭାଜପା ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାକ୍‌ଗ୍ରାଉଣ୍ଡ ପରିବର୍ତ୍ତନ କରିଛି। ପାର୍ଟି ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଫଟୋକୁ ଏହାର ନୂତନ ବ୍ୟାକ୍‌ଗ୍ରାଉଣ୍ଡ ପୋଷ୍ଟର ଭାବରେ ପ୍ରସ୍ତୁତ କରିଛି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ତାରିଖ ୨୨ ଜାନୁଆରୀ ୨୦୨୪…

ପଞ୍ଜାବର ଗୁରୁଦ୍ୱାରରରେ ଫୁଟିଲା ଗୁଳି, ଜଣେ ପୋଲିସ କର୍ମୀ ମୃତ

ଚଣ୍ଡିଗଡ,୨୩।୧୧: ପଞ୍ଜାବର କପୁରଥଲା ଗୁରୁଦ୍ୱାରରେ ନିହାଙ୍ଗ ଶିଖ୍‌ ଗୁଳି ଚଳାଇବାରୁ ଜଣେ ପୋଲିସ କର୍ମଚାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆଉ ୫ଜଣ ପୋଲିସ ଗୁରୁତର ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଗୁରୁଦ୍ୱାରର ମାଲିକାନାକୁ ନେଇ ଏହି ଗୁଳି ବିନିମୟ ହୋଇଛି। ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?