ଜାତୀୟ

ଆସିବାକୁ ଯାଉଛି ଇ-ସିମ ଯୁଗ, ଏହି ବଡ କମ୍ପାନୀର ସିଇଓ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୩।୧୧: ସ୍ମାର୍ଟଫୋନରେ ଡାଟା କନେକ୍ଟିଭିଟି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସିମ କାର୍ଡ। ସିମ କାର୍ଡ ଉପଭୋକ୍ତାମାନଙ୍କ ପରିଚୟ ଦେଇଥାଏ। ତେବେ ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଅନେକ ପରିବର୍ତ୍ତନ ଘଟୁଛ। ବର୍ତ୍ତମାନ ଇ-ସିମର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ…

୩୫୦ ଟଙ୍କା ନ ଦେବାରୁ ନାବାଳକଙ୍କ ବେକକୁ ୬୦ ଥର ଛୁରି ଭୂଷିଲେ ନାବାଳକ

ନୂଆଦିଲ୍ଲୀ,୨୩।୧୧: ଦିଲ୍ଲୀର ସ୍ବାଗତ ଅଞ୍ଚଳରେ ହୃଦୟ ବିଦାରକ ଘଟଣା ଘଟିଛି। ୩୫୦ ଟଙ୍କା ନ ଦେବାରୁ ନାବାଳକଙ୍କ ଛାତିରେ ୬୦ ଥର ଛୁରି ଭୂଷି ହତ୍ୟା କରିଛନ୍ତି ଯୁବକ। ଅଭିଯୁକ୍ତଙ୍କୁ ଟଙ୍କା ନ ଦେଇ ସେ ମୃତ ନାବାଳିକାଙ୍କ ଉପରେ ଏତେ…

ଭାରତ ବିଶ୍ୱକପ ହାରିଲା କାରଣ ମ୍ୟାଚ୍ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ଥିଲା: ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୨୨।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ବିଶ୍ୱକପ ହାରିଲା କାରଣ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିବସରେ ମ୍ୟାଚ୍ ଥିଲା। ବୁଧବାର ଏପରି କହି କଂଗ୍ରେସକୁ ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। “ଲିଗ ପର୍ଯ୍ୟାୟରେ ଆମେ ସମସ୍ତ…

ଆତଙ୍କବାଦ ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ:ମୋଦି

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ଆତଙ୍କବାଦ ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ। ସାଧାରଣ ନାଗରିକଙ୍କ ମୃତ୍ୟୁ ଯେଉଁଠାରେ ବି ଘଟେ, ତାହା ନିନ୍ଦନୀୟ। ଆଜି…

ଅକ୍ସିଜେନ, ଦଉଡ଼ି, ଷ୍ଟ୍ରେଚର ନେଇ ଟନେଲ ଭିତରକୁ ଗଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଡେରାଡୁନ,୨୨ା୧୧: ୧୧ଦିନ ଧରି ଉତ୍କଳ ଟନେଲ୍‌ରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ସ୍ଥାନାନ୍ତର କରିବା ଦିଗରେ ବୁଧବାର ରାତିରେ ଏକ ପ୍ରମୁଖ ବିକାଶ ସାମ୍ନାକୁ ଆସିଛି। ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏନ୍‌ଡିଆର୍‌ଏଫ୍‌ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା…

ଗୁଗ୍‌ଲ ପେ’ ୟୁଜର୍ସଙ୍କ ପାଇଁ ଚେତାବନୀ ଜାରି କଲା ଗୁଗ୍‌ଲ

ନୂଆଦିଲ୍ଲୀ,୨୨।୧୧:ଭାରତରେ ବ୍ୟବହୃତ ଶୀର୍ଷ ୟୁପିଆଇ ଦେୟ ମଧ୍ୟରୁ ଗୁଗଲ ପେ’ ଅନ୍ୟତମ। ଗୁଗଲ ଏହାର ସମସ୍ତ ଗୁଗ୍‌ଲ ପେ’ ୟୁଜର୍ସଙ୍କ ପାଇଁ ଏକ ବଡ ଆଲର୍ଟ ଜାରି କରିଛି। ଗୁଗଲ ଏହାର ୟୁଜର୍ସମାନଙ୍କୁ ଭୁଲରେ ମଧ୍ୟ ନିଜ ଫୋନରେ କିଛି ଆପ…

ଡିପ୍‌ଫେକ୍‌କୁ ନେଇ ଚିନ୍ତାପ୍ରକଟ କଲେ ମୋଦି

ନୂଆଦିଲ୍ଲୀ,୨୨।୧୧: ଜି-୨୦ ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଡିପ୍‌ଫେକ୍‌କୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ସେ କହିଛନ୍ତି, ଏଆଇର ନକାରାତ୍ମକ ବ୍ୟବହାରକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଛି। ଏଆଇର ବିଶ୍ୱସ୍ତରୀୟ…

ଦୁର୍ନୀତି ଅଭିଯୋଗରେ ଡିଜିସିଏ ନିର୍ଦ୍ଦେଶକ ନିଲମ୍ବିତ

ନୂଆଦିଲ୍ଲୀ,୨୨ା୧୧: ଦୁର୍ନୀତି ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ କ୍ୟାପଟେନ ଅନିଲ ଗିଲଙ୍କୁ ନିଲମ୍ବିତ କରିଛନ୍ତି ସରକାର। ଦୁର୍ନୀତି ବିରୋଧରେ ସରକାରଙ୍କ ଶୁନ୍ୟ ସହନଶୀଳ ନୀତି ଥିବା ସରକାର କହିଛନ୍ତି। ଏଭଳି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ଅଧିକାରୀ ୨ ସୈନିକ ସହିଦ

ନୂଆଦିଲ୍ଲୀ,୨୨ା୧୧: ଜମ୍ମୁ-କଶ୍ମୀର ରଜୌରୀ ଜିଲାର କାଲାକୋଟ ଜଙ୍ଗଲରେ ଆତଙ୍କବାଦୀ ମାନଙ୍କ ସହିତ ଗୁଳିମାଡ଼ରେ ଦୁଇ ଅଧିକାରୀ ଏବଂ ଦୁଇ ସୈନିକ ସହିଦ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇଁ ଭାରତୀୟ ସେନା ଏବଂ ପୋଲିସ…

ହାଇଡିମାଣ୍ଡରେ ଟାଟା ଟେକ୍ନୋଲୋଜି IPO, ମାତ୍ର ୬୦ ମିନିଟରେ ହୋଇଗଲା ସବସ୍କ୍ରାଇବ

ମୁମ୍ବାଇ,୨୨।୧୧: ଟାଟା ଗ୍ରୁପ୍ ଆଣିଥିବା ଟାଟା ଟେକ୍ନୋଲୋଜିର ଆଇପିଓ ନିବେଶକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଆଇପିଓ ଖୋଲିବାର ଅଧ ଘଣ୍ଟା ମଧ୍ୟରେ ଆଇପିଓ ସଂପୂର୍ଣ୍ଣ ସବସ୍କ୍ରାଇବ ହୋଇଯାଇଥିଲା। ଏଥି ସହିତ, ବଜାର ବନ୍ଦ ହେବା ବେଳକୁ ଏହା ୫ ଗୁଣରୁ ଅଧିକ…

ରାହୁଲଙ୍କ ଗାନ୍ଧୀଙ୍କ ବଢିପାରେ ଅଡ଼ୁଆ: ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଭାଜପା

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଭାଜପା ବୁଧବାର ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ଏହା ବ୍ୟତୀତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ମଧ୍ୟ ଆୟୋଗର ଦ୍ୱାରସ୍ଥ ହୋଇଛି। କେନ୍ଦ୍ର…

୧୧ଦିନରେ ଦେଶରେ ହେବ ୩୮ଲକ୍ଷ ବାହାଘର

ନୂଆଦିଲ୍ଲୀ,୨୨।୧୧: ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ ବିବାହ ଋତୁ। ମାର୍କେଟରେ ସେ ଲାଗି ଗହଳ ଚହଳ ଆରମ୍ଭ ହୋଇଯିବ। କିନ୍ତୁ ଏଥର ବିବାହ ଋତୁ କିଛି ଖାସ୍‌ ହେବାକୁ ଯାଉଛି। ବିବାହ ଋତୁ ନଭେମ୍ବର ୨୩ ଗୁରବାରରେ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?