ଶତ୍ରୁଙ୍କ ପାଇଁ କାଳ ସାଜିବ ‘ତାରା’, ସଫଳ ପରୀକ୍ଷଣ କଲା DRDO
ନୂଆଦିଲ୍ଲୀ,୮।୫: ଭାରତ ଏକ ଅତ୍ୟାଧୁନିକ ଗାଇଡେଡ୍ ଅସ୍ତ୍ର ପ୍ରଣାଳୀ ବିକଶିତ କରିଛି ଯାହା ଯେକୌଣସି ପାରମ୍ପରିକ ଅସ୍ତ୍ରକୁ ଏକ ଘାତକ, ସଠିକ୍-ପ୍ରହାର ଯୁଦ୍ଧାସ୍ତ୍ରରେ ପରିଣତ କରିପାରିବ। DRDO ଏବଂ ଭାରତୀୟ ବାୟୁସେନା ଓଡ଼ିଶା ଉପକୂଳରେ ଏହି ଉନ୍ନତ ରେଞ୍ଜ ଅସ୍ତ୍ର ପ୍ରଣାଳୀର…
ଭାଜପାର ବଙ୍ଗ ବିଜୟକୁ ନେଇ ଏମିତି କଥା କହିଦେଲେ ଟ୍ରମ୍ପ: ରାଗରେ ନିଆଁବାଣ ହେଲେ ସଞ୍ଜୟ ରାଉତ
ଓ୍ବାଶିଂଟନ୍,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିପୁଳ ବିଜୟ ପାଇଁ କେବଳ ଦେଶ ଭିତରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର…
ଆଜି ବଙ୍ଗକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: ରେସ୍ରେ ୪, କାହା ନାଁ ଉପରେ ମୋହର ମାରିବେ ମୋହନ-ଶାହା
କୋଲକାତା,୮।୫: ପଶ୍ଚିମବଙ୍ଗରେ ଭାଜପା ଟିଏମସିକୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି। ୨୦୭ ଆସନ ପାଇ ଭାଜପା ବଙ୍ଗଳାରେ ବଡ଼ ବାଜି ମାରିଛି। ୧୫ ବର୍ଷ ଧରି ବଙ୍ଗଳାରେ କ୍ଷମତାରେ ଥିବା ଟିଏମସି ମାତ୍ର ୮୦ ଆସନକୁ ହ୍ରାସ…
ବିଜୟଙ୍କ ପାଇଁ ଆସିଲା ବଡ଼ ଖୁସିଖବର: ପ୍ରଶଂସକ ଶୁଣିଲେ ଖୁସିରେ ନାଚି ଉଠିବେ…
ନୂଆଦିଲ୍ଲୀ, ୮।୫: ତାମିଲନାଡୁ ନିର୍ବାଚନରେ ବିଜୟ ପରେ ବିଜୟଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ଜନ ନାୟକନ” ପୁଣିଥରେ ଖବରରେ ରହିଛି। ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଖୁବ ଶୀଘ୍ର ସିନେମା ହଲରେ ଆସିପାରେ। ପ୍ରଥମେ ଜାନୁଆରୀରେ ମୁକ୍ତିଲାଭ…
କିଏ ହେବେ କେରଳର ନୂଆ ମୁଖ୍ୟମନ୍ତ୍ରୀ? ସାମ୍ନାକୁ ଆସିଲା ନାମ; ମୁକୁଲ ୱାସନିକଙ୍କ ହାତରେ ଥିବା ବିଧାୟକଙ୍କ ସମର୍ଥନ ପତ୍ରର ଫଟୋ ଭାଇରାଲ
ଥିରୁଭାନନ୍ତପୁରମ,୮।୫: ଏଆଇସିସି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହିତ ଅନୁଷ୍ଠିତ ଏକକ ବୈଠକରେ, କେପିସିସି ସଭାପତି ସନି ଯୋସେଫଙ୍କ ସମେତ ୬୩ ଜଣ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୪୭ ଜଣ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଭେଣୁଗୋପାଳଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଦଳର…
ଥାଲପତି ବିଜୟଙ୍କୁ DMK ଦେବ ବାହ୍ୟ ସମର୍ଥନ? ଷ୍ଟାଲିନଙ୍କ ‘ଚାଣକ୍ୟ’ ଚାଲ, କଂଗ୍ରେସ-ଭାଜପା ବେଦମ!
ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ବର୍ତ୍ତମାନ ଏକ ଆକର୍ଷଣୀୟ ମୋଡ଼ରେ ଠିଆ ହୋଇଛି। ବିଧାନସଭା ନିର୍ବାଚନ ପରେ ଯେଉଁଥିରେ କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରି ନଥିଲା ସରକାର ଗଠନ ନେଇ ସନ୍ଦେହ ଜାରି ରହିଛି। ଏହି ଅନିଶ୍ଚିତତା ମଧ୍ୟରେ,…
ବିଧାୟିକାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କଲେ ବରିଷ୍ଠ କଂଗ୍ରେସ ନେତା: ଆଉ ତା’ପରେ ଘଟିଲା…, ଦେଖନ୍ତୁ VIDEO
ଥିରୁଭାନନ୍ତପୁରମ୍,୮ା୫:କେରଳମ୍ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଜଣେ ବରିଷ୍ଠ ନେତାଙ୍କ ଅସ୍ବାଭାବିକ ଆଚରଣ ଏବେ ଚର୍ଚ୍ଚାକୁ ଆସିଛି। ବୈଠକ ଆରମ୍ଭ ହେବା ପୂର୍ବରୁ ବିଧାୟକମାନେ କାର୍ଯ୍ୟାଳୟକୁ ପ୍ରବେଶ କରୁଥିଲାବେଳେ ଜଣେ ନବ ନିର୍ବାଚିତ ବିଧାୟିକାଙ୍କୁ…
ତାମିଲନାଡୁରେ ବଡ଼ ଟୁଇଷ୍ଟ, DMK-AIADMK ଗୋଟିଏ ମୁହୂର୍ତ୍ତରେ ଗଠନ କରିପାରନ୍ତି ସରକାର! କିଏ କିଙ୍ଗମେକର? ଜାଣନ୍ତୁ…
ଚେନ୍ନାଇ,୮।୫: ତାମିଲନାଡୁରେ କ୍ଷମତା ପାଇଁ ଲଢ଼େଇ ଜୋରଦାର ଚାଲିଛି। ରାଜ୍ୟରେ କିଏ ସରକାର ଗଠନ କରିବ ତାହା ଆକଳନ କରିବା କଷ୍ଟକର। ସାମ୍ପ୍ରତିକ ନିର୍ବାଚନରେ, ଥାଲାପତି ବିଜୟଙ୍କ TVK ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଏହା ସତ୍ତ୍ୱେ, ସଂଖ୍ୟା…
Video: ବିମାନ ଭିତରେ ଯାତ୍ରୀଙ୍କ ବ୍ୟବହାର ଦେଖି କାହିଁକି ରାଗିଗଲେ ମହୁଆ? ଜାଣନ୍ତୁ ଏହାର ଅସଲ କାରଣ
କୋଲକାତା,୮।୫: ତୃଣମୂଳ କଂଗ୍ରେସ ଲୋକ ସଭା ଏମପି ମହୁଆ ମୋଇତ୍ରା ଗୁରୁବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପ୍ରତିରକ୍ଷା ସଂସଦୀୟ ସ୍ଥାୟୀ କମିଟିର ବୈଠକରେ ଯୋଗଦେବା…
ପଶ୍ଚିମବଙ୍ଗର ୬୫% ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା, ୬୧% କୋଟିପତି: ADR
ନୂଆଦିଲ୍ଲୀ,୮ା୫(ପି.ଟି.): ପଶ୍ଚିମବଙ୍ଗର ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୫%ଙ୍କ ନାମରେ ଆପରାଧିକ ମାମଲା ରହିଥିବା ନାମାଙ୍କନପତ୍ର ଦାଖଲ ବେଳେ ସେମାନେ ସତ୍ୟପାଠରେ ଦେଇଥିବା ଘୋଷଣାରୁ ଜଣାପଡ଼ିଛି। ପୂର୍ବ ନିର୍ବାଚନ ତୁଳନାରେ ଏଥର ଆପରାଧିକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି…
କିଏ ହେବେ ବଙ୍ଗଳାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ଅମିତ ଶାହାଙ୍କ ସହ ଭାଜପା ବିଧାୟକମାନଙ୍କ ବୈଠକ ପରେ ନିଷ୍ପତ୍ତି
କୋଲକାତା,୮ା୫: ଶୁକ୍ରବାର ସକାଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୋଲକାତାରେ ପହଞ୍ଚିଛନ୍ତି । ସେ ନବନିର୍ବାଚିତ ଭାଜପା ବିଧାୟକମାନଙ୍କ ସହିତ ଏକ ବୈଠକ କରିବେ । ସୂତ୍ର ଅନୁଯାୟୀ, ଏହି ବୈଠକ ସମୟରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରାଯିବ। ପରବର୍ତ୍ତୀ ସମୟରେ,…
ଇସ୍ତଫା ଦେବେ ଥଲାପତି ବିଜୟଙ୍କ ସମେତ ୧୦୮ ବିଧାୟକ ! ତାମିଲନାଡୁ ରାଜନୀତିରେ ହଟଚମଟ
ଚେନ୍ନାଇ,୮।୫: ତାମିଲନାଡୁରେ ଝୁଲା ବିଧାନସଭା ପରେ ସରକାର ଗଠନକୁ ନେଇ ସସ୍ପେନ୍ସ ଆହୁରି ଘନୀଭୂତ ହୋଇଛି। ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଜାଗା ଭେଟ୍ରି କାଝାଗମ (TVK) ରାଜ୍ୟପାଳଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲା କିନ୍ତୁ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ସଂଖ୍ୟା…
Archives


