ଜାତୀୟ

ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଶୁଣି ଖୁସିରେ ଗଦ୍‌ଗଦ୍‌ ହେଲେ ଅଖିଳେଶ

ଲକ୍ଷ୍ନୌ,୯।୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ପରେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ସିଏମ ଅଖିଳେଶ ଯାଦବ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଅଭିନନ୍ଦନ...

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ନରସିହ ରାଓ ଏବଂ ବୈଜ୍ଞାନିକ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,୯/୨: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ ରାଓ ଏବଂ ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏକ୍ସ’ରେ ପୋଷ୍ଟ କରି ଏହି...

ନରସିଂହ ରାଓଙ୍କୁ ମିଳିବ ଭାରତ ରନ୍ନ, ମୋଦି ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ,୯।୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯିବ। କେନ୍ଦ୍ରର ମୋଦି ସରକାର ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ...

ହଲଦ୍ୱାନୀ ହିଂସାକୁ ନେଇ ଆକ୍ସନ ମୋଡରେ ଧାମୀ ସରକାର, କହିଲେ ଖସି ପାରିବେନି କୌଣସି ବି ଦଙ୍ଗାକାରୀ

ନୂଆଦିଲ୍ଲୀ,୯।୨: ହାଲଦ୍ୱାନୀର ବଲଭୁଲପୁରାରେ ଘଟିଥିବା ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶୁକ୍ରବାର ସରକାରୀ ବାସଭବନରେ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରି ବର୍ତ୍ତମାନର ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଧାମି ପୋଲିସକୁ...

ସରକାରୀ ନିଯୁକ୍ତି ପରୀକ୍ଷାରେ ଠକିଲେ ଛାତ୍ରୀଛାତ୍ରଙ୍କୁ ହେବ ୧୦ ବର୍ଷ ଜେଲ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୯।୨: ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ, ଜାଲ ଓ୍ବେବ୍ସାଇଟ ଭଳି ଅସାଧୁ କାର୍ଯ୍ୟ ରୋକିବା ପାଇଁ ଲୋକ ସଭାରେ ଆଣ୍ଟି-ଚିଟିଂ ବି୍‌ଲ ପାରିତ ହୋଇଛି। ବାକି ବ୍ୟବସ୍ଥା ବ୍ୟତୀତ, ଏହି ଦୁଇଟି ମୁଖ୍ୟ ପଏଣ୍ଟ ଯାହା ଏହି ବିଲ...

ଲୋକ ସଭା ନିର୍ବାଚନ ପୂର୍ବରୁ ୪ ପ୍ରତିଶତ ଡିଏ ବୃଦ୍ଧି କଲେ ମମତା ସରକାର

କୋଲକାତା,୯।୨: ପଶ୍ଚିମବଙ୍ଗ ବିଧାନସଭାରେ ମମତା ସରକାରଙ୍କ ପକ୍ଷରୁ ଗୁରୁବାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରାଯାଇଥିଲା। ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ବଜେଟ ଅଭିଭାଷଣରେ ଭାଜପା ବିଧାୟକମାନେ ଗୃହ ଭିତରେ ସ୍ଲୋଗାନ ଦେଇଥିଲେ। ଏଥିରେ ରାଗିଯାଇ ମୁଖ୍ୟମନ୍ତ୍ରୀ ମମତା...

ଭାଜପା ଟିକେଟ୍‌ରେ ଏହି ଆସନରୁ ନିର୍ବାଚନ ଲଢ଼ିପାରନ୍ତି କଙ୍ଗନା

ନୂଆଦିଲ୍ଲୀ,୯ା୨: ଭାରତୀୟ ଜନତା ପାର୍ଟି ଖୁବ୍‌ଶୀଘ୍ର ଲୋକ ସଭା ନିର୍ବାଚନ-୨୦୨୪ ପାଇଁ ପ୍ରାୟ ୧୫୦ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ। ଯେଉଁ ଆସନରୁ ଭାଜପା ହାରିଛି ସେଠାରେ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଏହି ଆସନରେ...

ଚାକିରି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୨: ଚାକିରି ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଦିଲ୍ଲୀ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟରେ ଲାଲୁ ଯାଦବ,...

କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ମତ୍ସ୍ୟଜୀବୀ, କୃଷକଙ୍କୁ ଶସ୍ତା ଋଣ, ୧.୭ଲକ୍ଷ ଚାକିରି ସୁଯୋଗ ସହିତ ଅନେକ ଲାଭ

ନୂଆଦିଲ୍ଲୀ,୯।୨: ମତ୍ସ୍ୟ କ୍ଷେତ୍ର ପାଇଁ ନୂତନ ଯୋଜନାକୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର (ସିସିଇଏ) ଅନୁମୋଦନ କରିଛି। ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ-ଯୋଜନା (ପିଏମ-ଏମକେଏସଏସଓ୍ବାଇ) । ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ଯୋଜନା ଅଧୀନରେ...

ସ୍କୁଲ ଉଡ଼ାଇଦେବାକୁ ଧମକ

ଚେନ୍ନାଇ, ୯।୨: ଚେନ୍ନାଇର କେତେକ ସ୍କୁଲକୁ ବିସ୍ଫୋରଣରେ ଉଡ଼ାଇବାକୁ ଗୁରୁବାର ଇମେଲ୍‌ରେ ଧମକ ମିଳିଥିଲା। ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଭୟରେ ନିଜ ପିଲାମାନଙ୍କୁ ନେବାକୁ ବିଦ୍ୟାଳୟକୁ ଚାଲିଆସିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା। ଛାତ୍ରୀଛାତ୍ର, ଅଭିଭାବକ ଓ...

ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ଭର୍ତ୍ତି କରିଥିବା ବ୍ୟକ୍ତିକୁ ଗିରଫ କରାଯାଉ: ଭାଜପା

ଭୁବନେଶ୍ୱର,୯।୨(ସୁନିତ୍‌ ମିଶ୍ର):ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସକୁ ଆଘାତ ପହଞ୍ଚାଇବା ସହିତ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ବିଜେଡି ଧୂଳିସାତ କରିଛି। ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା...

କଂଗ୍ରେସର କୃଷ୍ଣପତ୍ର ବନାମ ଏନ୍‌ଡିଏର ଶ୍ୱେତପତ୍ର

ନୂଆଦିଲ୍ଲୀ,୯ା୨:କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଗୁରୁବାର ବ୍ଲାକ୍‌ ପେପର (କୃଷ୍ଣପତ୍ର) ଜାରି କରିଛି। ଗତ ୧୦ ବର୍ଷ ଶାସନ କାଳରେ ଦରଦାମ୍‌ ଓ ବେରୋଜଗାରି ବୃଦ୍ଧି ପାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ଏବଂ ଅଣଭାଜପା ଶାସିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri