ଜାତୀୟ

ବିରିୟାନୀକୁ ନେଇ ବିବାଦ: ଗ୍ରାହକଙ୍କୁ ଲାଠିଚାର୍ଜ କଲେ ହୋଟେଲର ଓ୍ବେଟର, ଭିଡିଓ ଭାଇରାଲ

ହାଇଦ୍ରାବାଦ,୨।୧: ବିରିୟାନୀକୁ ନେଇ ତୁମୁଳ କାଣ୍ଡ। ଘଟଣା ଏପରି ହେଲା କି, ହୋଟେଲର ଓ୍ବେଟରମାନେ ଗ୍ରାହକଙ୍କ ଉପରେ ଲାଠିଚାର୍ଜ କରିଛନ୍ତି। ନୂଆବର୍ଷରେ ଲୋକେ ରେଷ୍ଟୁରାଣ୍ଟ, କ୍ଲବ କିମ୍ବା ପବ୍‌କୁ ଯାଇ ପାଳନ କରୁଥିବାବେଳେ ଗୋଟିଏ ହୋଟେଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ…

ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ, ଦୁଇ ଓ ଚାରି ଚକିଆ ଗାଡ଼ି ତେଲ କିଣା ପାଇଁ କଟକଣା ଲଗାଇଲେ ସରକାର

ନୂଆଦିଲ୍ଲୀ,୨।୧: ସମଗ୍ର ଦେଶରେ ଏବେ ତେଲ ଟ୍ୟାଙ୍କର ଡ୍ରାଇଭରଙ୍କ ଆନ୍ଦୋଳନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ତେଲ ପକାଇବାକୁ ବାଇକ ଏବଂ କାର ମାନଙ୍କର ଭିଡ଼ ଦେଖିବାକୁ ମିଳିଛି। ହିଟ ଆଣ୍ଡ ରନ୍ ମାମଲାରେ ଅନେକ ରାଜ୍ୟରେ ଟ୍ୟାଙ୍କର ଡ୍ରାଇଭରମାନେ ଆନ୍ଦୋଳନ…

ଅକ୍ଷତ ବଣ୍ଟନ ସହିତ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ, ଆମନ୍ତ୍ରଣ ପାଇଁ ଘରେ ଘରେ ପହଞ୍ଚିଲେ ଶ୍ରୀରାମ…

ଅଯୋଧ୍ୟା,୨।୧ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ ବଣ୍ଟନ ସହିତ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ…

”ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବା ଲାଗି ନୀତୀଶଙ୍କଠାରୁ ଯୋଗ୍ୟ ନେତା ଆଉ କେହି ନାହାନ୍ତି’

ନୂଆଦିଲ୍ଲୀ,୨।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଆର୍‌ଜେଡି ନେତା ତଥା ରାଜ୍ୟ ସଭା ଏମ୍‌ପି ମନୋଜ ଝା ବଡ଼ ବୟାନ ଦେଇଛନ୍ତି। ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହେବା ଲାଗି ନୀତୀଶଙ୍କ ବ୍ୟତିତ ଆଉ କେହି ଯୋଗ୍ୟର ନେତା ନାହାନ୍ତି…

Hit and Run: ଧକ୍କା କଲେ ହେବ ୧୦ ବର୍ଷ ଜେଲ ସହ ୭ ଲକ୍ଷ ଜରିମାନା, ବିରୋଧ କରି ଦେଶବ୍ୟାପୀ ବସ-ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ…

ନୂଆଦିଲ୍ଲୀ,୨।୧ : ନୂତନ ‘ହିଟ ଆଣ୍ଡ ରନ’ ଆଇନକୁ ବିରୋଧ କରି ବସ, ଟ୍ରକ ଏବଂ କ୍ୟାବ ଡ୍ରାଇଭରମାନେ ଦେଶର ବିଭିନ୍ନ ସ୍ଥାନରେ ଧର୍ମଘଟ କରୁଛନ୍ତି। ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ, ହରିୟାଣା ଏବଂ ପଞ୍ଜାବ ସମେତ ଅନେକ ରାଜ୍ୟରେ ଏହି…

ସୋରେନ୍‌ଙ୍କ ମାଷ୍ଟରପ୍ଲାନ୍‌, ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ !

ରାଞ୍ଚି,୨।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହାପରେ ହେମନ୍ତ…

ରାଜ୍ୟପାଳ ଆରିଫଙ୍କୁ ବ୍ରିନ୍ଦା କରାତଙ୍କ ଚ୍ୟାଲେଞ୍ଜ: ଯଦି ସାହସ ଅଛି ଲୋକସଭା ନିର୍ବାଚନ ଲଢନ୍ତୁ…

ନୂଆଦିଲ୍ଲୀ,୨।୧ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ନେତାଙ୍କ ମଧ୍ୟରେ ପରସ୍ପର ଉପରେ କାଦୁଅ ଫିଙ୍ଗା ତୀବ୍ର ହୋଇଛି। ଏହି ସମୟରେ ସିପିଆଇ (ଏମ) ନେତା ବ୍ରିନ୍ଦା କରାତ ମଙ୍ଗଳବାର…

ପଞ୍ଜାବରେ ହେବ ନାହିଁ ଏଏପି-କଂଗ୍ରେସ ମେଣ୍ଟ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ,୨।୧: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ‘ଇଣ୍ଡିଆ’ ଆଗାମୀ ଦିନରେ ସିଟ ବଣ୍ଟନକୁ ଚୂଡାନ୍ତ ରୂପ ଦେବ। ଏହି ସମୟରେ କଂଗ୍ରେସର ରାଷ୍ଟ୍ରୀୟ ଗଠବନ୍ଧନ କମିଟି ସିଟ ବଣ୍ଟନ…

‘ସିଦ୍ଦରାମାୟା ଆମର ରାମ, ସେ କାହିଁକି ଯିବେ ଅଯୋଧ୍ୟା’, କଂଗ୍ରେସ ନେତାଙ୍କ ବୟାନ ପରେ ଉଠିଲା ବିବାଦ

ବେଙ୍ଗାଲୁରୁ,୨।୧: କର୍ନାଟକ ସରକାରର ଜଣେ ମନ୍ତ୍ରୀ ତଥା କଂଗ୍ରେସ ନେତା ଏଚ୍‌ ଆଞ୍ଜନେୟ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କୁ ପ୍ରଭୁ ରାମଙ୍କ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଯାହା ବିବାଦ ସୃଷ୍ଟି କରିଛି। କଂଗ୍ରେସ ନେତା ମଧ୍ୟ ଭାଜପାକୁ ରାମ ମନ୍ଦିର ସମ୍ପର୍କରେ…

୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ

ନୂଆଦିଲ୍ଲୀ,୨।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ। ଏବେ ବି…

କାନାଡା ରାଜନୀତିରେ ଖଲିସ୍ତାନୀ ସାମିଲ: ଜୟଶଙ୍କର

ନୂଆଦିଲ୍ଲୀ,୨।୧: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କର ବକ୍ତବ୍ୟ ଶୈଳୀ ପାଇଁ ଜଣାଶୁଣା। ନିକଟରେ ଏକ ସାକ୍ଷାତକାରରେ ଜୟଶଙ୍କର ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଛନ୍ତି। ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କ ସମ୍ପର୍କରେ ସେ କହିଛନ୍ତି,ଖାଲିସ୍ତାନୀମାନଙ୍କୁ…

କଂଗ୍ରେସରେ ସାମିଲ ହେବେ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା

ହାଇଦ୍ରାବାଦ,୨।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ସେ ଏହି ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ୱାଇଏସ ଶର୍ମିଲା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?