ଜାତୀୟ

ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା ଫସି ରହିଛି ସେ ଏହି ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ହେଲେ ନିକଟରେ କିଛି…

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ ଏପରି ମାମଲା ଦେଖିଛନ୍ତି କି? ଯଦି ହଁ, ତେବେ ପ୍ରଥମେ କରିବା କ’ଣ ଠିକ?…

ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା: ଏହି ଦିନ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୭।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ବିଷୟରେ ଶୁଣିବା ପରେ କ୍ରିକେଟ ପ୍ରେମୀମାନେ ଉତ୍ସାହିତ ହୋଇଯାଆନ୍ତି। ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେଟିମ…

ବଦଳାଯାଉ ସ୍କୁଲ ସମୟ, ପିଲାଙ୍କ ନିଦ ହେଉନି ସମ୍ପୂର୍ଣ୍ଣ: ସରକାରଙ୍କୁ ରାଜ୍ୟପାଳଙ୍କ ପରାମର୍ଶ…

ମୁମ୍ବାଇ,୭।୧୨ : ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ ବିଦ୍ୟାଳୟର ସମୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ପିଲାମାନେ ପର୍ଯ୍ୟାପ୍ତ ସମୟ ଶୋଇ ପାରିବେ। ରାଜ୍ୟ ଶିକ୍ଷା ବିଭାଗର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଲୋକଙ୍କ ଶୋଇବା ସମୟ ବଦଳି…

କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ସମର୍ପିଲେ ମୋଦି: କହିଲେ, ସେମାନଙ୍କ ବଳିଦାନ ଭୁଲି ହେବନି

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ରାଜ୍ୟରେ ଭାଜପାର ବିଜୟକୁ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସର୍ଗ କରିଛନ୍ତି। ତିନୋଟି ରାଜ୍ୟରେ ବିଜୟ ପରେ ଆୟୋଜିତ ଭାଜପାର ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବୈଠକ ଭାଜପା ସଭାପତି ଜେପି ନଡାଙ୍କ…

କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି

ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ ବଡ ବଡ ବ୍ୟକ୍ତିତ୍ୱଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ଏହାର ଶିକାର ହୋଇଛନ୍ତି। ସେହିପରି…

ଟଙ୍କାଏରେ ହେବ ଯାତ୍ରୀଙ୍କ ଚିକିତ୍ସା, ରେଳ ବିଭାଗର ବଡ଼ ପଦକ୍ଷେପ…

ବାରାଣସୀ,୭।୧୨ : ବାରାଣସୀର କ୍ୟାଣ୍ଟ ରେଳ ଷ୍ଟେଶନର ସର୍କୁଲାର ଅଞ୍ଚଳରେ ସ୍ବାସ୍ଥ୍ୟ ୟୁନିଟର ଏକ ନୂତନ ସେଟଅପ ଖୋଲିବ। ସେଠାରେ ଅନ୍‌ କଲ୍‌ ଡାକ୍ତର ରହିବେ। ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ଯାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୁଏ, ତେବେ…

ସଡକ ଦୁର୍ଘଟଣା ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ମିଳିବ ୨ ହଜାର ଟଙ୍କା ପୁରସ୍କାର: ସରକାରଙ୍କ ବଡ଼ ଘୋଷଣା…

ଚଣ୍ଡିଗଡ,୭।୧୨ : ପଞ୍ଜାବରେ ଯେଉଁମାନେ ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ ଡାକ୍ତରଖାନାକୁ ନେଉଛନ୍ତି ସେମାନଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟ ସରକାର ୨ ହଜାର ଟଙ୍କା ପ୍ରଦାନ କରିବେ। ଯଦି ସେ ନିଜେ ପ୍ରତ୍ୟକ୍ଷଦର୍ଶୀ ହେବାକୁ ଚାହାନ୍ତି ନାହିଁ ତେବେ ପୋଲିସ କିମ୍ବା…

ବୁଲଡଗ-ପିଟବୁଲ ପରି ବିପଜ୍ଜନକ ପ୍ରଜାତି କୁକୁରଙ୍କ ଉପରେ ପ୍ରତିବନ୍ଧକ: କେନ୍ଦ୍ରକୁ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୭।୧୨ : କୁକୁରମାନଙ୍କର ବିପଜ୍ଜନକ ପ୍ରଜାତି ରଖିବା ପାଇଁ ଲାଇସେନ୍ସ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ବାତିଲ କରିବାକୁ ଏକ ନିର୍ଦ୍ଦେଶନାମା ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ…

ଇଣ୍ଡିଆ ମେଣ୍ଟ ବୈଠକରେ ମମତା ଯୋଗ ନ ଦେବା ଘଟଣା: ବୈଠକ ସମ୍ପର୍କରେ ଜାଣି ନ ଥିଲି: ମମତା

କୋଲକାତା,୭।୧୨: ବିରୋଧୀ ମେଣ୍ଟ ଇଣ୍ଡିଆର ସମନ୍ବୟ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବାବେଳେ ୩ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନର ଶୋଚନୀୟ ପରାଜୟ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ନିର୍ବାଚନ ଲଢିବା ପୂର୍ବରୁ ଆସନ ବୁଝାମଣାକୁ ନେଇ ହୋଇଥିବା…

ସରକାରୀ ବାବୁଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ: ଭୁଲ ନିଷ୍ପତ୍ତି ଯୋଗୁ ସରକାରୀ ରାଜକୋଷର ହୋଇଥିବା କ୍ଷତିର କ୍ଷତିପୂରଣ ଦିଅ…

ନୂଆଦିଲ୍ଲୀ,୭।୧୨ : ସୁପ୍ରିମକୋର୍ଟ ଏପରି ଅଧିକାରୀଙ୍କୁ ତାଗିଦ କରିଛନ୍ତି ଯେଉଁମାନଙ୍କ ଭୁଲ ନିଷ୍ପତ୍ତି ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଉଛି। ଏଥିସହ ନିର୍ଦ୍ଦେଶ ଦେଇଛନ୍ତି ଦୋଷୀ ଅଧିକାରୀ ତଥା ଲାଭ ପାଇଥିବା ଅଧିକାରୀଙ୍କୁ କ୍ଷତିପୂରଣ ଦେବାକୁ ପଡିବ। ପ୍ରକୃତରେ, ଗତ ୨୪ ବର୍ଷ…

ମିଜୋରାମର ସର୍ବକନିଷ୍ଠା ଏମ୍‌ଏଲ୍‌ଏ

ନୂଆଦିଲ୍ଲୀ,୭ା୧୨: ରେଡିଓ ଜକି ବାରିଲ୍‌ ଭାନ୍ନିହସାଙ୍ଗି ହେଉଛନ୍ତି ମିଜୋରାମ ବିଧାନସଭାକୁ ସଦ୍ୟ ନିର୍ବାଚିତ ସର୍ବକନିଷ୍ଠା ଏମ୍‌ଏଲଏ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷ ୫୨ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ୩୨ ବର୍ଷୀୟା ବାରିଲ୍‌ ଆଇଜଲ୍‌ ସାଉଥ୍‌ ୩ୟ ନିର୍ବାଚନମଣ୍ଡଳୀରୁ ଜୋରାମ ପିପୁଲ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri