ଜାତୀୟ

କଂଗ୍ରେସରେ ସାମିଲ ହେବେ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା

ହାଇଦ୍ରାବାଦ,୨।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ସେ ଏହି ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ୱାଇଏସ ଶର୍ମିଲା ଏବେ…

ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ

ଜଳନ୍ଧର,୨।୧: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ ଏକ କେନାଲ ନିକଟରୁ ଜଣେ ଡିଏସ୍‌ପିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମର୍ନିଂ ଓ୍ବାକ୍‌ କରିବାକୁ ଯାଇଥିବା କିଛି ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ…

କେନ୍ଦ୍ରର ଗତିବିଧି ଉପରେ ରୁହନ୍ତୁ ସାବଧାନ: ଓଓ୍ବାଇସି

ନୂଆଦିଲ୍ଲୀ,୨।୧: ରାମ ମନ୍ଦିରର ଉଦଘାଟନ ଦିନ ଯେତିକି ପାଖେଇ ଆସୁଛି ରାଜନୈତିକ ବାକ୍‌ଯୁଦ୍ଧ ମଧ୍ୟ ବଢୁଛି। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓୱାଇସି ମୁସଲିମ ସମ୍ପ୍ରଦାୟର ଯୁବକମାନଙ୍କୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ଦ୍ୱାରା କରାଯାଉଥିବା କାର୍ଯ୍ୟକଳାପରୁ ସାବଧାନ…

ପ୍ରଯୁକ୍ତିକୁ ଅସ୍ତ୍ର କରିବା ବନ୍ଦ ହେଉ

ନୂଆଦିଲ୍ଲୀ,୨।୧(ପି.ଟି.): ଅତ୍ୟାବଶ୍ୟକ ସରକାରୀ ସେବାରେ ଆଧାର ନମ୍ବର ବ୍ୟବହାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ଗତବର୍ଷ ମାର୍ଚ୍ଚରେ ରାୟ ଦେଇଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ (ଏମ୍‌ଜିଏନ୍‌ଆର୍‌ଇଜିଏ)ରେ ମଜୁରି ପୈଠ ପାଇଁ…

ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ,୨।୧: ବେଆଇନ ଖଲିସ୍ତାନୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ ସହ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ କେନ୍ଦ୍ର ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ ଅନୁଯାୟୀ ବ୍ରାରଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତିରୁ…

ଆଜି ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଶାହଜାହାନପୁର,୨।୧(ପି.ଟି.): ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଆଇଆଇଟି କ୍ୟାମ୍ପସ୍‌ ମଧ୍ୟରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଭାଜପାର ସ୍ଥାନୀୟ ନେତା ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟକୁ ଘେରାଉ କରିବ ବୋଲି କଂଗ୍ରେସ କହିଛି।…

ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି। କେରଳରେ ସର୍ବାଧିକ…

ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧।୧: ଦିଲ୍ଲୀର ଆଇନଜୀବୀ ବିଶାଲ ତିଓ୍ବାରି ୩ ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ପାର୍ଲାମେଣ୍ଟର ସଦ୍ୟସମାପ୍ତ ଶୀତ ଅଧିବେଶନରେ ଉକ୍ତ ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣତ ହୋଇଛି। ବିଲ୍‌ ଉପରେ ଯଥେଷ୍ଟ…

ଆଇଆଇଟି ଛାତ୍ରୀ ଗଣବଳାତ୍କାର ମାମଲା: ମଙ୍ଗଳବାର ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଶାହଜାହାନପୁର,୧।୧: ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଆଇଆଇଟି କ୍ୟାମ୍ପସ୍‌ ମଧ୍ୟରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଭାଜପାର ସ୍ଥାନୀୟ ନେତା ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟକୁ ଘେରାଉ କରିବ ବୋଲି କଂଗ୍ରେସ କହିଛି।…

ମଣିପୁରରେ ପୁଣି ହିଂସା: ୩ ଜଣଙ୍କୁ ଗୁଳି କରି ହତ୍ୟା, ଅନେକ ଜିଲାରେ କର୍ଫ୍ୟୁ

ଇମ୍ଫାଲ,୧।୧: ସୋମବାର ସାରେ ମଣିପୁରର ଥୌବାଲ ଜିଲାରେ ତିନି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ୫ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଯାହା ପରେ ପୁଣିଥରେ ରାଜ୍ୟର ପାଞ୍ଚଟି ଉପତ୍ୟକା ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ଅଧିକାରୀ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମୁମ୍ବାଇରେ ପାଳନ ହେବ ଦୀପାବଳି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ

ମୁମ୍ବାଇ,୧।୧: ୨୨ ଜାନୁୟାରୀ ୨୦୨୪ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବଡ ଘୋଷଣା କରି କହିଛନ୍ତି, ଭଗବାନ ରାମଙ୍କ ପବିତ୍ର ଦିବସରେ ମୁମ୍ବାଇରେ ଦୀପାବଳି ପାଳନ କରାଯିବ।…

ମା’ ହେବେ ସୀମା ହାଇଦର: ହାତରେଖା ଦେଖି ଶ୍ୱଶୁର କହିଲେ ପୁଅହେବ

ନୂଆଦିଲ୍ଲୀ,୧।୧: ଗତ ବର୍ଷ ଚର୍ଚ୍ଚାକୁ ଆସିଥିବା ଅନେକ ପ୍ରେମକାହାଣୀ ମଧ୍ୟରୁ ସୀମା ହାଇଦର ଓ ସଚିନଙ୍କ ପ୍ରେମ କାହାଣୀ ଅନ୍ୟତମ। ତେବେ ନୂଆବର୍ଷରେ ଏହି ଯୋଡ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସୀମା ମା’ ହେବାକୁ ଯାଉଛନ୍ତି। ଏକ ଗଣମାଧ୍ୟମରେ ସାକ୍ଷାତ୍କାର ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?