ଜାତୀୟ

୧୨ ବର୍ଷ ଗର୍ଭବତୀ ନାବାଳିକାଙ୍କ ୩୪ ସପ୍ତାହ ଭ୍ରୁଣର ଗର୍ଭପାତକୁ ମନା କଲେ ହାଇକୋର୍ଟ: ନାବାଳକ ଭାଇଙ୍କ ସହ ସମ୍ପର୍କରୁ ହୋଇଥିଲେ ଗର୍ଭବତୀ…

ଥିରୁଭାନନ୍ତପୁରମ,୩।୧ : ଗର୍ଭପାତ ପାଇଁ ୧୨ ବର୍ଷର ନାବାଳିକାଙ୍କର ଆବେଦନକୁ କେରଳ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଗର୍ଭସ୍ଥ ଭ୍ରୁଣକୁ ୩୪ ସପ୍ତାହ ପୂରଣ ହୋଇଛି। ତେଣୁ ଏହି ପର୍ଯ୍ୟାୟରେ ଗର୍ଭପାତକୁ ଅନୁମୋଦନ କରାଯାଇପାରିବ ନାହିଁ। ପ୍ରକୃତରେ, ନାବାଳିକା ଜଣଙ୍କର…

ଆଦାନୀ-ହିଣ୍ଡନବର୍ଗ ମାମଲା: SEBI ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧: ଆଦାନୀ-ହିଣ୍ଡନବର୍ଗ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କରି ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସେବିର ତଦନ୍ତ ଉପଯୁକ୍ତ ଏବଂ ଏହି ଘଟଣାର ଅନୁସନ୍ଧାନ କରିବା…

ଆତଙ୍କବାଦୀଙ୍କୁ ପାକିସ୍ତାନର କଡ଼ା ଜବାବ: ଏନକାଉଣ୍ଟରରେ ୪ ମୃତ…

ଇସଲାମାବାଦ,୩।୧ : ପାକିସ୍ତାନ ସୁରକ୍ଷା ବାହିନୀ ଖାଇବର ପାସ୍ତୁନଖ୍ବାର ଉତ୍ତର ୱାଜିରିସ୍ତାନ ଜିଲାରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ନ୍ୟୁଜ ଚ୍ୟାନେଲ, ଜିଓ ନ୍ୟୁଜ ସୂଚନା ଦେଇଛି ପାକ ସୁରକ୍ଷା ବାହିନୀ ଏକ ଗୁପ୍ତ ଅପରେଶନ…

ଦେଶରେ ଆଉ ୬୦୨ଟି କରୋନାର ନୂଆ ମାମଲା ରେକର୍ଡ, ୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୧: ଗତ ୨୪ ଘଣ୍ଟାରେ ଦେଶରେ ୬୦୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪୪୪୦ରେ ପହଞ୍ଚିଛି। ମଙ୍ଗଳବାର ୫୭୩ଟି ନୂଆ ମାମଲା…

ଦୁନିଆର ସବୁଠାରୁ ଖରାପ ବିମାନବନ୍ଦର କିଣିବାକୁ କାହିଁକି ନିଷ୍ପତ୍ତି ନେଇଛନ୍ତି ଭାରତ-ରୁଷିଆ

ନୂଆଦିଲ୍ଲୀ,୩।୧: ଭାରତ ଏବଂ ରୁଷିଆ ମିଳିତ ଭାବେ ବିଶ୍ୱର ସବୁଠାରୁ ଖରାପ ବିମାନବନ୍ଦର କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିମାନବନ୍ଦରକୁ ଉଭୟ ଦେଶ କିଣିବାକୁ ନିଷ୍ପତ୍ତି ନେଇଛନ୍ତି, ତାହାର ରୋଜଗାର କମ୍‌ ହେତୁ ବିମାନବନ୍ଦର ତାର ବିଦ୍ୟୁତ୍‌ ବିଲ ପୈଠ କରିପାରୁ…

ଆଜି ବି ଇଡିର ସମନରେ ହାଜର ହେବେନି କେଜ୍‌ରିଓ୍ବାଲ, ଏଏପି କହିଲା ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୩।୧: ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ତୃତୀୟ ନୋଟିସ ପଠାଇଛି। ତେବେ ଇଡିର ତୃତୀୟ ନୋଟିସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ହାଜର ହେବାକୁ ଯାଉନାହାଁନ୍ତି। ଏହି ନୋଟିସ ସମ୍ପର୍କରେ ଆମ ଆଦମୀ…

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୪ ମୃତ, ୨୭ ଗୁରୁତର

ଗୁଆହାଟୀ,୩।୧: ବୁଧବାର ଆସାମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍‌ ଡେରାଗାଓଁରେ ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥିସହ…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ, ସମାରୋହରେ ହେବେ ସାମିଲ

ମୁମ୍ବାଇ,୩।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ମନ୍ଦିରରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶର ଜଣାଶୁଣା ତଥା ଭିଭିଆଇପି ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏହି କ୍ରମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ମଧ୍ୟ…

ଦେଶରେ ୩୧୨ ଜେଏନ୍‌.୧ ସଂକ୍ରମିତ

ନୂଆଦିଲ୍ଲୀ,୩।୧(ପି.ଟି.): ଦେଶରେ ମୋଟ ୩୧୨ ଜଣ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସେଥିରୁ ୪୭ ପ୍ରତିଶତ କେରଳରୁ ବୋଲି ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଜଣାପଡ଼ିଛି। କେରଳରେ ୧୪୭ ଜଣ ଜେଏନ୍‌.୧ରେ ଆକ୍ରାନ୍ତ ହୋଇଥିବାବେଳେ ଗୋଆ ୫୧, ଗୁଜରାଟ ୩୪,…

ସୁରକ୍ଷାବଳକୁ ପୁଣି ଟାର୍ଗେଟ

ନୂଆଦିଲ୍ଲୀ,୩।୧(ପି.ଟି.): ମଣିପୁରର ଥୋଉବଲ ଜିଲାରେ ସୋମବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ପରେ ବ୍ୟାପକ ପୋଡ଼ାଜଳା ହୋଇଥିଲା। ହିଂସାକାଣ୍ଡ ପରେ ୫ ଉପତ୍ୟକା ଜିଲାରେ ପୁଣିଥରେ କର୍ଫ୍ୟୁ ଜାରି କରାଯାଇଥିଲା। ମଙ୍ଗଳବାର ସକାଳେ ଟେଙ୍ଗନୌପାଲ ଜିଲାର ମୋରେହ ଜିଲାରେ…

ଜାତୀୟ ରକ୍ତହୀନତା ବିଲୋପ ଅଭିଯାନ: ଓଡ଼ିଶା ସମେତ ୧୭ଟି ରାଜ୍ୟରେ ୧ କୋଟିରୁ ଅଧିକ ଲୋକଙ୍କର ହେଲା ରକ୍ତ ପରୀକ୍ଷା

ଭୁବନେଶ୍ୱର,୨।୧: ଦେଶରେ ଜାତୀୟ ରକ୍ତହୀନତା ବିଲୋପ ଅଭିଯାନ ଅଧୀନରେ ୧ କୋଟିରୁ ଅଧିକ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ଅଭିଯାନରେ ଆସନ୍ତା ୩ ବର୍ଷରେ ୭ କୋଟି ଲୋକଙ୍କ ରକ୍ତ ନମୂନା ପରୀକ୍ଷା…

ରାମଲାଲାଙ୍କ ପାଇଁ ସୁନା କଲମ, ଜାମନଗରରୁ ଆସିବ ଅଯୋଧ୍ୟା, ଭିଡ଼ିଓ ଭାଇରାଲ….

ଅଯୋଧ୍ୟା,୨।୧ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଜାନୁୟାରୀ ୨୨ ଉଦଘାଟନ ହେବାକୁ ଯାଉଛି। ରାମଲାଲାଙ୍କ ପାଇଁ ଗୁଜରାଟର ଜାମନଗରରୁ ଅଯୋଧ୍ୟାକୁ ଏକ ବିଶେଷ ଉପହାର ମଧ୍ୟ ପଠାଯାଉଛି। ଜାମନଗରର ରାୱଲଜୀ ସୁନା ଓ ରୂପାରେ ଏକ ସ୍ବତନ୍ତ୍ର କଲମ ତିଆରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?