ଜାତୀୟ

‘ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪‘ରେ ପ୍ରଥମ ସ୍ଥାନରେ ‘ହ୍ବାଟସଆପ୍‌ ୟୁନିଭରସିଟିର ଜ୍ଞାନ’, ବିଶ୍ୱ ପାଇଁ ଆଣୁଛି ବଡ ବିପଦ

ନୂଆଦିଲ୍ଲୀ,୧୨।୧: ଯଦି ଆପଣ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଏବଂ ବୋମା କିମ୍ବା ପ୍ରଦୂଷଣକୁ ଦୁନିଆ ପାଇଁ ବିପଜ୍ଜନକ ବୋଲି ଭାବୁଛନ୍ତି କି? ଯଦି ଏପରି ଭାବୁଛନ୍ତି, ଏହା ସମ୍ପୂର୍ଣ୍ଣ ରୂପେ ଭୂଲ ଅଟେ। ଆଗାମୀ ୨ ବର୍ଷ ବିଶ୍ୱ ପାଇଁ ସବୁଠାରୁ ବଡ…

୬ ମହିଳା ବିଚାରପତିଙ୍କୁ ବହିଷ୍କାର ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ବିଚାରକୁ ନେଲେ

ନୂଆଦିଲ୍ଲୀ,୧୨।୧: ମଧ୍ୟପ୍ରଦେଶ ସରକାର ୩ ମହିଳା ବିଚାରପତିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ଦର୍ଶାଇ ସେମାନଙ୍କୁ ବହିଷ୍କାର କରିଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ଉକ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ୬ ବିଚାରପତିଙ୍କ ମଧ୍ୟରୁ ୩ ଜଣ ସୁପ୍ରିମକୋର୍ଟକୁ ପଠାଇଥିବା ଆବେଦନପତ୍ରକୁ ଜଷ୍ଟିସ୍‌…

ସାର୍ବଜନୀନ ସ୍ଥାନରେ ଚଳନ୍ତା ଗାଡି ଉପରେ ଫୁଟାଇଲେ ବାଣ, ଆଉ ତା’ ପରେ…

ନୋଏଡା,୧୨।୧: ଗ୍ରେଟର ନୋଏଡା ଫେଜ୍‌-୨ କ୍ଷେତ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଙ୍ଗ ଝିଅର ଜନ୍ମଦିନକୁ ଯାଉଥିବା କିଛି ଯୁବକମାନେ ଗାଡିର ଛାତରେ ବାଣ ଫୁଟାଇଛନ୍ତି। ସର୍ବସାଧାରଣ ସ୍ଥାନରେ ଅର୍ଥାତ୍‌ ଟ୍ରାଫିକ୍‌ରେ ଏପରି କାଣ୍ଡ ଘଟିବାରୁ ଆଖପାଖରେ ଯାଉଥିବା ଲୋକମାନେ…

ବିଦେଶୀ ନାଗରିକ ଭାରତରେ ରହିବା, ବସତି ସ୍ଥାପନ କରିବାର କୌଣସି ଅଧିକାର ଦାବି କରିପାରିବେ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୨।୧: କୌଣସି ବିଦେଶୀ ନାଗରିକଙ୍କୁ ଭାରତରେ ରହିବାର ଏବଂ ବସତି ସ୍ଥାପନ କରିବାର କୌଣସି ଅଧିକାର ନାହିଁ। ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। କୋର୍ଟ ଭାରତୀୟ ସମ୍ବିଧାନର ଧାରାକୁ ଭିତ୍ତି କରି ବିଦେଶୀଙ୍କୁ…

Bullet Train: ୨୦୨୬ରେ ଗଡ଼ିବ ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌, ସର୍ବପ୍ରଥମେ ଏହି ଦୁଇ ସହରରୁ ହେବ ଆରମ୍ଭ

ଗାନ୍ଧିନଗର,୧୨।୧: ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ତା ସହ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ମେମୋରି ଚିପ୍‌ ୨୦୨୪ରୁ ବଣ୍ଟା ଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ…

Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…

ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍‌ କରିବା…

Fraud Alert: ଭୁଲ୍‌ରେ ବି *401# ନମ୍ବର ଡାଏଲ୍‌ କରି କରନ୍ତୁ ନାହିଁ ଫୋନ୍‌କଲ୍‌; ଠକେଇରେ ପଡ଼ିବେ…

ଦିନକୁ ଦିନ ସୋସିଆଲ ମିଡିଆ ବ୍ୟବହାର ବଢ଼ି ଚାଲିଛି। ଠିକ୍‌ ସେହିଭଳି ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଇଣ୍ଟରନେଟ୍‌ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। କାରଣ ସାଇବର ଠକମାନେ ଜାଲ ବିଛାଇ ଠକିବାକୁ ଯୋଜନା ପ୍ରସ୍ତୁତ…

ଜାନୁଆରୀ ୩୧ରୁ ବଜେଟ ଅଧିବେଶନ ଆରମ୍ଭ, ଉପସ୍ଥାପିତ ହେବ ୧୭ତମ ଲୋକ ସଭାର ଅନ୍ତିମ ବଜେଟ

ନୂଆଦିଲ୍ଲୀ,୧୨।୧: ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ଏହା ୧୭ତମ ଲୋକ ସଭାର ଅନ୍ତିମ ବଜେଟ ହେବ। ଏନେଇ ଶୁକ୍ରବାର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହି ଅଧିବେଶନରେ…

ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବାକୁ ପୁଣି ଦାବି କଲେ ମମତା ବାନାର୍ଜୀ, କହିଲେ କ’ଣ ରଖାଯିବ

କୋଲକତା,୧୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ବଦଳାଇବା ପାଇଁ ଦାବି ଉଠାଇଛନ୍ତି। ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ମମତା ରାଜ୍ୟର ନୂଆ ନାଁ ପଶ୍ଚିମ ବଙ୍ଗ(ଓ୍ବେଷ୍ଟ ବେଙ୍ଗଲ)କୁ…

‘ଅଟଳ ସେତୁ’ର ଉଦଘାଟନ କଲେ ମୋଦି, ୧୫ ମିନିଟରେ ଶେଷ ହେବ ୨ ଘଣ୍ଟାର ଯାତ୍ରା

ମୁମ୍ବାଇ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକ ଏବଂ ମୁମ୍ବାଇ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ପ୍ରଥମେ ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ…

ଭଗବାନ ରାମ ଥିବା ସ୍ଥାନରେ ପୋଛା ଲଗାଇଲେ ମୋଦି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକର ପ୍ରଭୁ ରାମଙ୍କ ପ୍ରସିଦ୍ଧ କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ‘ଭଜନ-କୀର୍ତ୍ତନ’ରେ ଭାଗ ନେଇଥିଲେ। ଏହି ସମୟରେ ସେ କେବଳ ଝାଞ୍ଜ ମୃଦଙ୍ଗ ବଜାଇ ନାହାଁନ୍ତି, ପ୍ରଧାନମନ୍ତ୍ରୀ ମଧ୍ୟ କଲାରାମ ମନ୍ଦିରରେ ଚାଲିଥିବା…

ଡରାଇଲାଣି କରୋନାର ନୂଆ ଭାରିଏଣ୍ଟ ଜେଏନ.୧, ୧୦୦୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧: ସମଗ୍ର ଦେଶରେ କରୋନାଙ୍କର ବିପଦ ବଢିବାରେ ଲାଗିଛ। ନୂତନ ଭାରିଆଣ୍ଟ JN.1 ର ମାମଲା ବଢିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସମଗ୍ର ଦେଶରେ ୬୦୯ ନୂଆ କୋଭିଡ ରୋଗୀ ପଞ୍ଜିକୃତ ହୋଇଥିବାବେଳେ ସକ୍ରିୟ ସଂକ୍ରମଣ ସଂଖ୍ୟା ୩,୩୬୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?