ଜାତୀୟ

୨୧ ବର୍ଷରେ ହେବ ଝିଅର ବିବାହ, କ୍ୟାବିନେଟରେ ପ୍ରସ୍ତାବ ପାସ

ଶିମଲା,୧୨।୧: ଶୁକ୍ରବାର ଶିମଲାରେ ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଝିଅମାନେ ୨୧ବର୍ଷ ବୟସରେ ରାଜ୍ୟରେ ବିବାହ କରିପାରିବେ। କ୍ୟାବିନେଟ (ହିମାଚଳ କ୍ୟାବିନେଟ ବୈଠକ) ଝିଅର ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ…

ଦେଶର ଏହି ସ୍ଥାନରେ ଅଛି ଦ୍ୱିତୀୟ ଅଯୋଧ୍ୟା, ପୂଜା ପାଉଛନ୍ତି ଶ୍ରୀରାମଙ୍କ ବଂଶଧର

ବେଗୁସରାଇ,୧୨।୧: ୟୁପିର ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଦେଶରୁ ଏବଂ ଦେଶ ବାହାରୁ ଅଯୋଧ୍ୟାରେ ଲକ୍ଷଲକ୍ଷ ଲୋକଙ୍କ ଜନସାମଗମ ଦେଖିବାକୁ ମିଳିବ। କିନ୍ତୁ ଦେଶରେ ଆଉ ଏକ ଅଯୋଧ୍ୟା ବିଷୟରେ ଜାଣିଛନ୍ତି କି? ଉତ୍ତର…

ଶାହାରୁଖଙ୍କୁ ନୋଟିସ, ବଢିପାରେ ସମସ୍ୟା

ମୁମ୍ବାଇ,୧୨।୧: ଅଭିନେତା ଶାହାରୁଖ ଖାଁଙ୍କ ସମସ୍ୟା ବଢିପାରେ। ବିହାରର ମୁଜାଫରପୁର ଜିଲା ଗ୍ରାହକ ଆୟୋଗ ଅଭିନେତା ଶାହାରୁଖ ଖାଁଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ରେ ହେବ। ଫୁଟବଲର୍‌ ଲିଓନେଲ ମେସିଙ୍କୁ ମଧ୍ୟ ନୋଟିସ ଜାରି…

ସଞ୍ଜୟ ସିଂ, ଶ୍ୱାତି ମାଲିୱାଲଙ୍କ ସମେତ ଏଏପିର ୩ ନେତା ଯିବେ ରାଜ୍ୟ ସଭା

ନୂଆଦିଲ୍ଲୀ,୧୨।୧: ଆମ ଆଦମୀ ପାର୍ଟି(ଏଏପି)ର ୩ଜଣ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବାକୁ ପକ୍କା ହୋଇଯାଇଛି। ଅନ୍ୟ ଦଳର କୌଣସି ପ୍ରାର୍ଥୀ ଏହି ୩ଜଣଙ୍କ ବିରୋଧରେ ନାମାଙ୍କନ ଦାଖଲ କରିନାହାଁନ୍ତି। ତେଣୁ ସଞ୍ଜୟ ସିଂ, ଶ୍ୱାତି ମାଲିୱାଲ ଏବଂ ଏନଡି ଗୁପ୍ତା ନିର୍ବାଚନରେ…

ସନ୍ତାନ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ : ହଷ୍ଟେଲ ୱାର୍ଡେନ୍‌ ହେଲେ ନିଲମ୍ବିତ

ବେଙ୍ଗାଲୁରୁ,୧୨।୧: ଜଣେ ନବମ ଶ୍ରେଣୀ ଛାତ୍ରୀ ଡାକ୍ତରଖାନାରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ କର୍ନାଟକ ଚିକ୍କବଲ୍ଲାପୁରର ଜଣେ ହଷ୍ଟେଲ ୱାର୍ଡେନ୍‌ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା…

ଈର୍ଷାରେ ଜଳୁଛନ୍ତି ବିପକ୍ଷ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୧୨।୧: ଭାଜପା ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ଦେଉଥିବା ବିବୃତ୍ତି ପାଇଁ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି। ସେମାନେ କେବେ ଭାବି ନ ଥିଲେ ଯେ ରାମ ମନ୍ଦିର…

‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନେଇ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୧: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଓଡ଼ିଶାର ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି। ଆକାଶ ଏନର୍ଜି ଆକାଶ ସିରିଜର ଏକ…

ମୋଦି ହେଉଛନ୍ତି ସବୁଠୁ ବଡ଼ ଶଙ୍କରାଚାର୍ଯ୍ୟ: ସଞ୍ଜୟ ରାଉତ

ମୁମ୍ବାଇ,୧୨।୧: ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ସମ୍ପର୍କିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ହିଂସାର ଶିକାର ହୋଇଥିବା ସେହି ଲୋକମାନେ (ଉଦ୍ଧବ ଠାକୁର ଗୋଷ୍ଠୀର ଶିବ ସୈନିକ)…

‘ଆକାଶ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର,୧୨ା୧(ମାନସ ବିଶ୍ୱାଳ): ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି। ଆକାଶ ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ…

ଭାରତ-ମ୍ୟାନ୍‌ମାର ସୀମାନ୍ତରେ ସ୍ଥିତି ଚିନ୍ତାଜନକ

ନୂଆଦିଲ୍ଲୀ,୧୨।୧: ମ୍ୟାନ୍‌ମାରରେ ସଶସ୍ତ୍ର ଉଗ୍ରପନ୍ଥୀ ଓ ସରକାରୀ ସେନା ମଧ୍ୟରେ ସଂଘର୍ଷଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ୨ମାସ ମଧ୍ୟରେ ୪୧୬ ଜଣ ମ୍ୟାନ୍‌ମାର ସୈନ୍ୟ ଭାରତରେ ପ୍ରବେଶ କରିଥିଲେ। ଏନେଇ ଭାରତୀୟ ସେନା ସୀମାନ୍ତ ସ୍ଥିତି ଉପରେ କଡ଼ା ନଜର…

ଭାଜପା ଉପରେ ବର୍ଷିଲେ ରାହୁଲ, କହିଲେ ଶାସନ କ୍ଷମତାରେ ଅନ୍ଧ ଦଳ, ସତ୍ୟଠାରୁ ବହୁ ଦୂରରେ

ନୂଆଦିଲ୍ଲୀ,୧୨।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି। ଶୁକ୍ରବାର ସେ ଦେଶର ଯୁବକମାନଙ୍କୁ ସମ୍ବୋଧିତ କରି କହିଥିଲେ,…

ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି

ମୁମ୍ବାଇ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକ ଏବଂ ମୁମ୍ବାଇ ଗସ୍ତରେ ଅଛନ୍ତି। ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାସିକରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ଏକ ରୋଡ ଶୋ କରୁଛନ୍ତି ଏବଂ ତାଙ୍କ ସହ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?